ଯେତେବେଳେ Rekha ଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ Nargis, କହିଥିଲେ- ‘ରେଖା କୁ ଗୋଟିଏ ମଝବୁତ ପୁରୁଷ ଦରାକର, ମୁଁ ସବୁ ଅସୁବିଧା ବୁଝି ପାରୁଛି…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ନାର୍ଗିସଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନାର୍ଗିସ ଗୋଟେ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ସହ ନାର୍ଗିସ ବିବାହ କରିବା ପରେ ବହୁତ ଚର୍ଚାକୁ ଆସିଥିଲେ । ଅନ୍ୟ ପକ୍ଷରେ ସେ ନିଜ ସୁପର ହିଟ ଫିଲ୍ମ ଗୁଡିକ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ନାର୍ଗିସଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି ।

ନାର୍ଗିସ ଜଣେ ମହାନ କଳାକାର ଥିଲେ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଏକ ବଡ ଅବଦାନ ରହିଛି । ହେଲେ ନାର୍ଗିସ ବେଳେବେଳେ ନିଜ ବ୍ୟବହାର ପାଇଁ ମଧ୍ୟ ଚର୍ଚାକୁ ଆସନ୍ତି । ସେ ଥରେ ବଲିଉଡ ଅଭିନେତ୍ରୀ ରେଖାଙ୍କୁ ଡାହାଣୀ କହିଦେଇଥିଲେ । ନାର୍ଗିସ ରେଖାଙ୍କୁ ଡାହାଣୀ କହିବା ସହିତ ତାଙ୍କ ଚରିତ୍ର ଉପରେ ମଧ୍ୟ ଆଙ୍ଗୁଠି ଉଠାଇ ଥିଲେ । ନାର୍ଗିସଙ୍କ ଏହି ବୟାନ ସେତେବେଳେ ବହୁତ ଚର୍ଚାରେ ଥିଲା ।

ନାର୍ଗିସ ନିଜର ଏହି ବୟାନ ପାଇଁ କେତେକ ବିବାଦରେ ଫସି ଯାଇଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଗୋଟେ ସମୟରେ ନାର୍ଗିସ ଏକ ସାକ୍ଷାତ୍କାରରେ ରେଖାଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ସେ ରେଖାଙ୍କ ଉପରେ ସବୁ କ୍ରୋଧ ସାରିଥିଲେ ।

ନାର୍ଗିସ କ୍ରୋଧରେ ରେଖାଙ୍କୁ ଡାହାଣୀ କହିଥିଲେ ଓ ରେଖା ମର୍ଦ ମାନଙ୍କୁ ଇସାରା କରନ୍ତି ବୋଲି ମଧ୍ୟ କହିଥିଲେ । ବନ୍ଧୁଗଣ ରେଖା ଯେତେବେଳେ ଇଣ୍ଡଷ୍ଟ୍ରିକୁ ଆସିଥିଲେ ସେତେବେଳେ ରେଖାଙ୍କୁ ଲୋକମାନଙ୍କର ନାନା ପ୍ରକାରର କଥା ଶୁଣିବାକୁ ପଡିଥିଲା । ରେଖାଙ୍କୁ ତାଙ୍କ ଅଫେୟାର ପାଇଁ ମଧ୍ୟ ବହୁତ ଖରାପ ଶବ୍ଦ ଶୁଣିବାକୁ ପଡୁଥିଲା । ଏମିତିରେ ନାର୍ଗିସ ରେଖାଙ୍କୁ ଡାହାଣୀ ଓ ଚରି-ତ୍ର ହିନ ବୋଲି କହିଦେଇଥିଲେ ।

ନାର୍ଗିସ ସେହି ସାକ୍ଷାତ୍କାରରେ କହିଥିଲେ-‘ରେଖା ମର୍ଦ ମାନଙ୍କୁ ଖରାପ ସଂକେତ ଦିଅନ୍ତି ଯାହା ତାଙ୍କ ପାଇଁ ଅତି ସହଜରେ ଉପଲବ୍ଧ ହୋଇଯିବ । କିଛି ଲୋକଙ୍କ ପାଇଁ ରେଖା ଡାହାଣୀ ଠାରୁ କମ ନୁହନ୍ତି । ରେଖା ବେଳେବେଳେ ଚିନ୍ତାରେ ରହୁଛନ୍ତି । ତାଙ୍କ ପରିସ୍ଥିତି ମୁ ବୁଝି ପାରୁଛି’ । ଆଗକୁ ନାର୍ଗିସ କହିଥିଲେ-‘ମୁ ମୋ ଜୀବନରେ ଅନେକ ଥର ସାଇକୋଲୋଜିକାଲ ସମସ୍ୟାରେ ଜଡିତ ଥିବା ଛୁଆ ମାନଙ୍କ ସହ କାମ କରିଛି । ରେଖାଙ୍କୁ ଏକ ମଝବୁତ ବ୍ୟକ୍ତିର ସାଥ ଦରକାର’ ।

ବନ୍ଧୁଗଣ ଏଭଳି ଭାବରେ ବଲିଉଡ ଅଭିନେତ୍ରୀ ନାର୍ଗିସ ଦତ୍ତ ରେଖାଙ୍କ ବିଷୟରେ ଏକ ବଡ ବୟାନ ଦେଇଥିଲେ । ସେହି ସମୟରେ ନାର୍ଗିସଙ୍କ ଏହି ବୟାନ ପାଇଁ ଅନେକ ବିବାଦ ସୃଷ୍ଟି ହୋଇଯାଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ରେଖା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *