33 ବର୍ଷର BIna Tripathi ଙ୍କ ସହିତ ଯେତେବେଳେ ଇଣ୍ଟିମେଟ ହୋଇଥିଲେ 74 ବର୍ଷର Kulbhshan, ଲୋକ ଦେଇଥିଲେ ଏମିତି ଗାଳି କି ଶୁଣି କାନ୍ଦିବାକୁ ଲାଗିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ୨୦୧୮ରେ ଆସିଥିବା ୱେବ ସିରିଜ ‘ମିର୍ଜାପୁର’ ନିଶ୍ଚୟ ଦେଖିଥିବେ । ଏହି ୱେବ ସିରିଜଟି ଓଟିଟି ଆପ୍ଲିକେସନ ଆମାଜୋନ ପ୍ରାଇମରେ ରିଲିଜ ହୋଇଥିଲା । ସମସ୍ତ ଲୋକ ଏହି ୱେବ ସିରିଜକୁ ବେସ ପସନ୍ଦ କରିଥିଲେ କାରଣ ଏହି ୱେବ ସିରିଜରେ ଡ୍ରାମା, ଆକ୍ସନ, ଷ୍ଟୋରି ଓ ଇ-ଣ୍ଟି-ମେ-ଟ ସିନ୍ସ ଥିଲା । ଏହା ସହିତ ଏହି ୱେବ ସିରିଜରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ମିର୍ଜାପୁର ସୁପର ହିଟ ହେଲା ଓ ଏହାର ଅନେକ ସିନ୍ସ ବହୁତ ଚର୍ଚାରେ ମଧ୍ୟ ରହିଥିଲା । ଏହି ୱେବ ସିରିଜରେ ବଲିଉଡ କଳାକାର କୁଳଭୂଷଣ ଓ ରସିକା ଦୁଗଳଙ୍କ ଏକ ସିନ ବହୁତ ଚର୍ଚାରେ ଥିଲା । ବନ୍ଧୁଗଣ ରସିକା ଏହି ୱେବ ସିରିଜରେ ବିନା ତ୍ରିପାଠୀର ଭୂମିକାରେ ନଜର ଆସିଥିଲେ ଅନ୍ୟ ପକ୍ଷରେ କୁଳଭୂଷଣ ଏହି ୱେବ ସିରିଜରେ ବାବୁଜୀ ଭୂମିକାରେ ନଜର ଆସିଥିଲେ । ଉଭୟଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ ।

କୁଳଭୂଷଣ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସେ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ଏହି ୱେବ ସିରିଜରେ କୁଳଭୂଷଣ ରସିକାଙ୍କ ସହ ଇ-ଣ୍ଟି-ମେ-ଟ ସିନ୍ସ କରିଥିଲେ । କୁଳଭୂଷଣଙ୍କ ଏହି ରୂପ ଦେଖି ଲୋକମାନେ ତାଙ୍କୁ ବହୁତ ଗାଳି ଦେଇଥିଲେ ଓ ଟ୍ରୋଲ ମଧ୍ୟ କରିଥିଲେ ।

ରସିକା ଏହି ସମୟରେ ୩୬ ବର୍ଷର ଅଛନ୍ତି ଓ କୁଳଭୂଷଣ ୭୭ ବର୍ଷର । ଏହି ଦୁଇଜଣଙ୍କ ମଧ୍ୟରେ ୪୧ ବର୍ଷ ବୟସର ଅନ୍ତର ରହିଛି । ମିର୍ଜାପୁର ୱେବ ସିରିଜରେ କୁଳଭୂଷଣ ଏକ ସ୍ଵାର୍ଥୀ ବୁଢା ମଣିଷ ଭୂମିକାରେ ନଜର ଆସିଛନ୍ତି । ଅନ୍ୟ ପକ୍ଷରେ ରସିକା ଏହି ୱେବ ସିରିଜରେ ସେ-କ୍ସ ପାଇଁ ଭୋକିଲା ଥିବା ମହିଳାର ଭୂମିକାରେ ନଜର ଆସିଛନ୍ତି । ଏହି ୱେବ ସିରିଜରେ ରସିକା କୁଳଭୂଷଣଙ୍କ ବୋହୁ ଭୂମିକାରେ ନଜର ଆସିଥିଲେ ।

ସିରିଜରେ କୁଳଭୂଷଣ ନିଜ ବୋହୁ ସହ ସେ-କ୍ସ କରିବାର ଦୃଶ୍ୟ ଲୋକମାନେ ଦେଖିବାକୁ ପାଇଥିଲେ । ଏହି ସବୁ ସିନ୍ସକୁ ଦେଖିବା ପରେ ଉଭୟ କୁଳଭୂଷଣ ଓ ରସିକାଙ୍କୁ ଲୋକମାନେ ବହୁତ ଅଧିକ ଟ୍ରୋଲ କରିଥିଲେ । ୭୭ ବର୍ଷୀୟ କୁଳଭୂଷଣ ଏହି ମାମଲା ବିଷୟରେ ମଧ୍ୟ କହିଥିଲେ । ସେ ଲୋକ ମାନଙ୍କର ଗାଳି ଓ ଖରାପ କମେଣ୍ଟ ଶୁଣି ବହୁତ ଭାବୁକ ହୋଇପଡିଥିଲେ । ସେ ଏହି ମାମଲା ଉପରେ ଏକ ପୋଷ୍ଟ ସେୟାର କରି ନିଜ କଥା ରଖିଥିଲେ ।

ସେ କହିଥିଲେ-‘ଆପଣ ମାନଙ୍କ ଭଲ ପବା ପାଇ ମୋତେ ବହୁତ ଭଲ ଲାଗିଲା । ହେଲେ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ମୋତେ ଗାଳି ଦେଉଛନ୍ତି । ମୋତେ ଏ ସବୁ ଦେଖି ବହୁତ ଦୁଃଖ ଲାଗୁଛି । ମୁ ଡିଜିଟାଲ ଦୁନିଆରେ ନୂଆ ଅଛି ତେଣୁ ମୁ ଶିଖିବା ପାଇଁ ଚେଷ୍ଟା କରୁଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ୱେବ ସିରିଜରେ ରସିକା ଓ କୁଳଭୂଷଣଙ୍କ କେମେଷ୍ଟ୍ରି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *