ଯେତେବେଳେ Juhi Chawla ଙ୍କ ସହିତ ରୋମାଣ୍ଟିକ ହେଇ ଯାଇଥିଲେ Sunny Deol, ଦେଖି କି ଜୋର ଜୋରରେ କାନ୍ଦିବାକୁ ଲାଗିଲେ ପୁଅ Karan Deol, ଆଉ ତା’ ପରେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସନି ଦେଓଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସନି ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସନି ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ସନିଙ୍କ ଜବରଦସ୍ତ ଅଭିନୟ ଓ ଆକ୍ସନକୁ ଲୋକମାନେ ଦେଖିବା ପାଇଁ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ସନିଙ୍କ ବାପା ଧର୍ମେନ୍ଦ୍ର ବି ଗୋଟେ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଥିଲେ ।

୮୦ ଓ ୯୦ ଦଶକରେ ଧର୍ମେନ୍ଦ୍ର ଅନେକ ସୁପର ହିଟ ଫିଲ୍ମ କରିଥିଲେ । ୧୯୮୪ ମସିହାରେ ‘ବେତାବ’ ଫିଲ୍ମରୁ ନିଜ କାରିୟରର ଆରମ୍ଭ କରିଥିବା ସନି ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି । ଗତ କିଛି ଦିନ ତଳେ ସନି ବଲିଉଡ ଅଭିନେତ୍ରୀ ଜୁହୀ ଚାବଲାଙ୍କ ସହ ଜଡିତ ଏକ ଘଟଣା ବିଷୟରେ କହିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସନି ନିଜ ବଡ ପୁଅ କରନ ଦେଓଲଙ୍କ ସହ ଟିଭି ରିଆଲିଟି ସୋ ‘ଦ କପିଲ ଶର୍ମା ସୋ’କୁ ଯାଇଥିଲେ । ସନି ଓ କରନ ଏହି ସୋରେ କପିଲଙ୍କ ସହ ବହୁତ ମଜାମସ୍ତି କରୁଥିବାର ନଜର ଆସିଥିଲେ । ସୋସିଆଲ ମିଡିଆରେ ଏହି ସୋର ନୂଆ ପ୍ରମୋ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ସମସ୍ତେ ମିସ ମସ୍ତି ମଜାକ କରୁଛନ୍ତି ।

ସନି ସୋରେ ଗୋଟେ ସମୟ ବିଷୟରେ ଭାବୁଥିଲେ ଯେବେ ସନି ବଲିଉଡ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିଲେ ଓ ସେହି ସମୟରେ କରନ ଦେଓଲ ମଧ୍ୟ ସେହି ସ୍ଥାନରେ ଥିଲେ । ବନ୍ଧୁଗଣ ସନି ଓ କରନ ଫିଲ୍ମ ‘ଭେଲେ’ର ପ୍ରମୋଶନ ପାଇଁ କପିଲ ଶର୍ମା ସୋ ଯାଇଥିଲେ । ଏହି ଫିଲ୍ମକେଇଉ ବଲିଉଡ ଅଭିନେତା ଅଜୟ ଦେବଗନ ପ୍ରଡ୍ୟୁସ କରିଛନ୍ତି । ଏହି ଫିଲ୍ମଟି ଏକ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ ଅଟେ ।

ଏହି ଫିଲ୍ମରେ କରନ ଦେଓଲଙ୍କ ସହ ଅଭୟ ଦେଓଲ ମଧ୍ୟ ନଜର ଆସିଥିଲେ । କପିଲ ସୋରେ ସନିଙ୍କୁ ପଚାରି ଦେଲେ-ଆପଣ ନିଜ ବାପା ଧର୍ମେନ୍ଦ୍ର ଓ ନିଜ ବଡ ପୁଅ କରନଙ୍କ ସାମ୍ନାରେ ରୋମାଣ୍ଟିକ ସିନ୍ସକୁ ନେଇ କଣ ଅନୁଭବ କରନ୍ତି ?, ସନି ଏହାର ଉତ୍ତର ଦେଇ କହିଲେ-‘କରନ ବହୁତ ଛୋଟ ଥିଲା ଯେତେବେଳେ ମୁ ଜୁହୀ ଚାବଲାଙ୍କ ସହ ରୋମାଣ୍ଟିକ ସିନ୍ସର ଶୁଟିଙ୍ଗ କରୁଥିଲି ।

ଆଗକୁ ସନି କହିଲେ-‘ଏହି ସିନ୍ ରେ ମୁ ଜୁହୀଙ୍କୁ ହଗ୍ କରିଥିଲି । ସେହି ସିନ୍ ର ଶୁଟିଙ୍ଗ ସମୟରେ କରନ ମୋ ପଛରେ ବସି ଥିଲା ଓ ସେହି ସିନ୍ ଦେଖି କରଣ କାନ୍ଦିବାକୁ ଲାଗିଲା’ । ବନ୍ଧୁଗଣ କରନ ମଧ୍ୟ ନିଜ ବାପା ସନିଙ୍କ ଭଳି ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି ଓ ବର୍ତ୍ତମାନ ସେ ଦୁଇଟି ଫିଲ୍ମ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ବଲିଉଡ ଅଭିନେତା ସନି ଦେଓଲ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *