କିଏ ଖାଇଲା ବିଷ ତ କିଏ ଆପଣାଇଲା ସେକ୍ସ ରାକେଟ, ଯେତେବେଳେ ଦରିଦ୍ରତାରେ ଜୀବନ କାଟୁଥିଲେ ଏହି 7 ଟିଭି Celebrity

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଧାରାବାହିକ ଦେଖୁଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ।ତେବେ ଲୋକମାନେ ବର୍ତ୍ତମାନ ଛୋଟ ପରଦା କୁ ବଲିଉଡ ଠାରୁ ଅଧିକ ପସନ୍ଦ କରୁଛନ୍ତି।ତେବେ ଟିଭି ପରଦାରେ ପ୍ରଦର୍ଶିତ ହେଉଥିବା ଅନେକ ଧାରାବାହିକ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି। ତେବେ ଏହି ଠାରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ମଧ୍ୟ ହୋଇ ପାରିଛନ୍ତି ।

ତେବେ ଟିଭି ଜଗତର କିଛି ଏଭଳି କଳାକାର ମାନେ ରହିଛନ୍ତି ଯେଉଁମାନେ ଏକ ଏଭଳି ସମୟ ଦେଖିଛନ୍ତି ଯେତେବେଳେ ସେମାନେ ବହୁତ ଅଭାବ ଅନଟନ ଦେଖିଛନ୍ତି ଯାହା କି ବହୁତ କଷ୍ଟକର ଥିଲା। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଆଲୋଚନା କରି ନେବା।

୧- ପ୍ରଥମ ରେ ହେଉଛନ୍ତି ଅମିତ ସାଧ। ତେବେ ଅମିତ ସାଧ ଅନେକ ଧାରାବାହିକ ଏବଂ ଅନେକ ବିଜ୍ଞାପନ ରେ ମଧ୍ୟ ସେ ନିଜର ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ବାସ କରିଥାନ୍ତି। କିନ୍ତୁ ନିଜର କ୍ୟାରିଅର ବନେଇବା ପାଇଁ ସେ ନିଜ କାର ଏବଂ କିଛି ଜିନିଷ ମଧ୍ୟ ବିକି ଦେଇଥିଲେ ଏବଂ ପରେ ସେ ଫିଲ୍ମ ଦୁନିଆ କୁ ଚାଲିଗଲେ।


୨- ଦ୍ଵିତୀୟ ରେ ହେଉଛନ୍ତି ଦଲଜିତ କୋର। ତେବେ ଇଶ ପ୍ୟାର କୋ କ୍ୟ ନାମ ଦୁ ରୁ ପରିଚିତ ଏହି ଅଭିନେତ୍ରୀ ତେବେ ସେ ମଧ୍ୟ ଏକ ସମୟରେ ଏତେ ଅଭାବ ଅନଟନ ରେ ଥିଲେ ଯେ ଟଙ୍କା ଟେ ପାଇଁ ମଧ୍ୟ ବହୁତ ହଇରାଣ ହେଉଥିଲେ।


୩- ତୃତୀୟ ରେ ହେଉଛନ୍ତି ଜୟା ଭଟାଚାର୍ୟ। ତେବେ ଜୟା ଟିଭି ଜଗତର ଜଣେ ଜଣାଶୁଣା ଏବଂ ବେଶ ଲୋକପ୍ରିୟ ଚେହେରା। ତେବେ ସେ କ୍ୟୁଙ୍କି ଶାସ୍ ଭି କଭୀ ବୋହୁ ଥି, ମଧୁବାଲା, ଝାଂସି କି ରାଣୀ ଆଦି ରେ ସେ ଅଭିନୟ କରିଛନ୍ତି। କିନ୍ତୁ ଗୋଟିଏ ସମୟରେ ତାଙ୍କ ପାଖରେ କୌଣସି କାମ ନଥିବାରୁ ତାଙ୍କୁ ବହୁତ ଦୁଃଖ ଅସୁବିଧା ଦେଖିବାକୁ ମିଳିଥିଲା ଏବଂ ସେ ନିଜ ମାଆ ଙ୍କ ଚିକିତ୍ସା ପାଇଁ ନିଜ ଫ୍ୟାନ ଠାରୁ ସାହାର୍ୟ୍ଯ ନେଇଥିଲେ।


୪- ଚତୁର୍ଥ ରେ ହେଉଛନ୍ତି ଶିଳ୍ପା ସିନ୍ଦେ। ତେବେ ଭାବି ଜି ଘର ପର ହେ ରୁ ଅଙ୍ଗୁରି ଭାବି ଭାବରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। କିନ୍ତୁ ମଝିରେ ତାଙ୍କୁ ମଧ୍ୟ କୌଣସି କାମ ମିଳୁ ନଥିଲା ଏବଂ ଅଭାବ ଅନଟନ ରେ ରହିବାକୁ ପଡିଥିଲା ଏବଂ ବହୁତ କଷ୍ଟ ରେ ସେ ରହିଥିଲେ।

୫- ପଞ୍ଚମ ରେ ହେଉଛନ୍ତି ଶ୍ଵେତା ବାସୁ ପ୍ରସାଦ। ତେବେ ଅଭିନେତ୍ରୀ ଚନ୍ଦ୍ର ନନ୍ଦିନୀ ରେ ସେ ଲୋକ ପ୍ରିୟତା ହାସଲ କରିଥିଲେ। ତେବେ ଗୋଟିଏ ସମୟରେ ସେ ସେକ୍ସ ରାକେଟ ରେ ତାଙ୍କ ନାମ ଉଠିଥିଲା ଏବଂ ତେଣୁ ତାଙ୍କୁ କୌଣସି କାମ ମଧ୍ୟ ମିଳୁ ନାହିଁ ଏବଂ ବହୁତ କଷ୍ଟ ରେ ରହୁଛନ୍ତି।

୬- କହି ଦେଉଛୁ କି 27 ଡିସେମ୍ବର 2021 ରେ ତୀର୍ଥ ଆନନ୍ଦ ରାଓ ଆତ୍ମହତୟା କରିବାକୁ ଚେଷ୍ଟା କରିଥିଲେ। ଆର୍ଥିକ ସଙ୍କଟ ହେତୁ ସେ ବିଷ ପିଇଥିବା କଥା ଗଣମାଧ୍ୟମରେ ସ୍ୱୀକାର କରିଛନ୍ତି। ସେ କହିଥିଲେ କି ଅର୍ଥର ଅଭାବ ହେତୁ ତାଙ୍କ ପରିବାର ମଧ୍ୟ ତାଙ୍କ ସହିତ ନାହାଁନ୍ତି ଓ ଏକାଠି ରହିବା ସତ୍ତ୍ୱେ ତାଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ | କେବଳ ଏତିକି ନୁହେଁ, ଯେତେବେଳେ ସେ ବିଷ ପିଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ତାଙ୍କ ପରିବାର ତାଙ୍କୁ ଦେଖା କରିବାକୁ ଆସିନଥିଲେ। କହି ଦେଉଛୁ କି ତିର୍ଥ ଆନନ୍ଦ କପିଲ ଶର୍ମାଙ୍କ ସହ ‘ଦି କପିଲ ଶର୍ମା ସୋ’ରେ କାମ କରିଛନ୍ତି। ଏହା ବ୍ୟତୀତ ସେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ସହ ‘କମେଡି ସର୍କସ’ରେ ମଧ୍ୟ କାମ କରିଛନ୍ତି।

୭-କହି ଦେଉଛୁ କି ଶର୍ଲିନ୍ ଚୋପ୍ରା ଫିଲ୍ମ ସହିତ ସହିତ ଟିଭିରେ ମଧ୍ୟରେ କାମ କରିଛନ୍ତି | କିନ୍ତୁ ଆର୍ଥିକ ସଙ୍କଟ କାରଣରୁ ଶର୍ଲିନ୍ ସେକ୍ସ ରାକେଟ୍ ସହିତ ଜଡିତ ଥିଲେ | ଶର୍ଲିନ୍ ଚୋପ୍ରା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *