ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଅଭଦ୍ର ଭାଷା ରେ ଗାଳି ଦେଇ ମାର୍କେଟ ରେ ମଚାଇଛନ୍ତି ଉତ୍ପାତ । ଏହି ଯୁବତୀ ଜଣକ କାହାକୁ ମାନୁ ନାହାଁନ୍ତି । ସେ କହୁଛନ୍ତି ଯେ କିଛି ନେବିନି କି ଏଠାରୁ ଜିବିନାହିଁ । ମୋର ତୁମ୍ଭେମାନେ କ’ଣ କରିବ ମୁଁ ଦେଖିବି । ଭୁବନେଶ୍ଵର ର ଏକ ହୋଟେଲ କୁ ଆସି ଅସଭ୍ୟ ଭାଷାରେ ସମସ୍ତଙ୍କୁ ଗାଆଳି ଗୋଲଚ କରିଲେ ମାତାଲ ଯୁବତୀ । ହୋଟେଲ କର୍ମଚାରୀ ବିରୋଧ କରିବାରୁ ଆରମ୍ଭ ହୋଇଗଲା ହାଇଡ୍ରାମା ।
ଏପରି କି କର୍ମଚାରୀ ଙ୍କୁ ମଧ୍ୟ କହିଲେ ମାଆରିଇବି ଚାଆପୁଡା । ଯୁବତୀ ଜଣକ ମଦୟପଆନ କରି ରାସ୍ତା ରେ ଉତପାତ ମଚାଇଛନ୍ତି । ଏଭଳି କି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମାନଙ୍କୁ ଅଶୀଳ ଭାଷା ରେ ଗାଳିଗୋଲଚ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଦେଖିବାକୁ ମିଳିଅଛି ଏଭଳି କିଛି ଘଟଣା । ଏହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି ।
ପୂର୍ବ ରୁ ମଧ୍ୟ ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଜଣେ ଯୁବତୀ ଅଟୋରେ ମଦ ପିଉଥିବାର ଚିତ୍ର ସାମ୍ନା କୁ ଆସିଥିଲା ଏହାପରେ ସେହି ଯୁବତୀ ଜଣଙ୍କ ଠାରୁ ପୋଲିସ ଚାଲାଣ ମଧ୍ୟ କାଟିଥିଲା । ସେହିଭଳି ପୁରୀରେ ମଧ୍ୟ ଜଣେ ଯୁବତୀ ମଦୟପଆନ କରି ସମସ୍ତଙ୍କୁ ଗାଳିଗୋଲଚ କରିଥିବାର ଦୃଶ୍ୟ ସାମ୍ନା କୁ ଆସିଅଛି । ମାତ୍ର ଏହା କେତେଦୂରେ ଅନ୍ୟ ଲୋକ ମାନଙ୍କୁ ପ୍ରଭାବ କରୁଛି ତାହା ଦେଖିବା ଅପେକ୍ଷାରେ ।
କାରଣ ପ୍ରାୟ ସମସ୍ତ ସ୍ଥାନରେ ମଦୟପଆନ ର ପରିମାଣ ଏଭଳି ଭାବରେ ବଢିବାକୁ ଲାଗିଛି ଯେ ତାହାକୁ କେହି ଅଟକାଇ ପାରୁ ନାହାଁନ୍ତି । ଏଥିରେ ଶିକ୍ଷିତ ଲୋକେ ମଧ୍ୟ ବାଦ ଆସୁ ନାହାଁନ୍ତି । ଆଜିଭଳି ଦିନରେ ପ୍ରାୟ ସମସ୍ତେ ମଦୟପଆନ ତଥା ନାନା ପ୍ରକାରର ନିଶାଦ୍ରବ୍ୟର ଅଭ୍ୟାସ କରିବାକୁ ପଛାଊ ନାହାଁନ୍ତି । ଏହାଫଳରେ ଯୁବପିଢି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି ।
ଏମିତି ଦିନକୁ ଦିନ ଯଦି ଝିଅ ମାନେ ମଧ୍ୟ ମଦୟପଆନ କରି ନିଜର ଇଜ୍ଜତ ମହତ ସବୁ ଜାଣିଶୁଣି ହରାଇବେ ତେବେ ବାପା ମା’ କ’ଣ କରିପାରିବେ ? ଆଜିଭଳି ଦିନରେ ୟୁଥ ମାନେ ସାଧାରଣତ ଏହିଭଳି କାଣ୍ଡ ଭିଆଇବାରେ ଲାଗିଛନ୍ତି । ଯାହା ଫଳରେ ସମାଜ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।