Jaya Bacchan ଙ୍କ ଏହି ଅଭ୍ୟାସକୁ ବିଲକୁଲ ବି ପସନ୍ଦ କରନ୍ତି ନାହିଁ ବୋହୂ Aiswarya Rai Bacchan, କୌଣସି ବି ବୋହୂ ପସନ୍ଦ କରିବେନି ଶାଶୁର ଏମିତି ବ୍ୟବହାର

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ୍ , ବଚ୍ଚନ ପରିବାରର ବହୁ । ୨୦୦୭ରେ ଐଶର୍ଯ୍ୟା ରାୟ, ଅଭିନେତା ଅମିତାଭ୍ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପୁଅ ଅଭିଷେକ୍ ବଚ୍ଚନଙ୍କୁ ବିବାହ କରି, ବଚ୍ଚନ ପରିବାରର ବହୁ ହୋଇଥିଲେ । ଐଶର୍ଯ୍ୟାଙ୍କ ଶାଶୁଘରେ, ଶାଶୁ ବହୁଙ୍କ ଯୋଡି ବେଶ ଭଲ ଜମୁଥିବା ଦେଖିବାକୁ ମିଳେ । କୁହାଯାଏ ଯେ, ବହୁ ଐଶର୍ଯ୍ୟାଙ୍କୁ ନେଇ ଶାଶୁ ଜୟା ବଚ୍ଚନ ସବୁବେଳେ ବେଶ ପଜିଟିଭ୍ । ସବୁବେଳେ ଜୟା ,ଐଶଯ୍ୟାଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳେ ।


ଥରେ ଜୟା ବଚ୍ଚନ୍ , ଐଶର୍ଯ୍ୟାଙ୍କ ପାଇଁ ଏକଦମ୍ ଭଡ୍‌କି ଯାଇଥିଲେ । ତେବେ କଥା ହେଉଛି ଏଭଳି ୨୦୧୩ ରେ ସୁଭାଷ ଘାଇ ଙ୍କ ପାର୍ଟି ରେ ଜୟା ଏବଂ ଐଶର୍ଯ୍ୟା ପହଞ୍ଚିଥିଲେ । ତେବେ ପାର୍ଟିରୁ ବାହାରିବା ସମୟରେ କିଛି ଫଟୋଗ୍ରାଫର ଉଭୟଙ୍କ ଫଟୋ ନେବାକୁ ଚାହୁଁଥିଲେ । ଯେଉଁଥିପାଇଁ କିଛି ଫଟୋଗ୍ରାଫର ଐଶର୍ଯ୍ୟାଙ୍କ ନାଁ ନେଇ ତାଙ୍କ ଫଟୋ କ୍ଲିକ୍ କରିବାକୁ ଅନୁରୋଧ କରିଥିଲେ । ଆଉ କିଛି ଫଟୋଗ୍ରାଫର ଐଶର୍ଯ୍ୟାଙ୍କୁ ଐଶ୍ କହି ଡାକିଥିଲେ ।

ବାସ୍‌, ଏତିକି ଶାଶୁ ଜୟା ବଚ୍ଚନ୍‌ଙ୍କ କାନରେ ପଡିବା କ୍ଷଣି , ସେ ଫଟୋଗ୍ରାଫରଙ୍କ ଉପରେ ଏକଦମ୍ ରାଗି ଯାଇଥିଲେ । ଏହାପରେ ସେ କହିଥିଲେ ଯେ,ଐଶ୍ କ’ଣ ? କ’ଣ ସେ ତୁମର ସ୍କୁଲ ସାଙ୍ଗ ? ଏହା ସହିତ ସେ ଏକଥା ମଧ୍ୟ କହିଥିଲେ ଯେ, ଆପଣମାନଙ୍କୁ ଟିକେ ଇଜ୍ଜତ୍ କରିବା ଶିଖିବା ଦରକାର । ଆପଣମାନେ ଐଶର୍ଯ୍ୟା ମ୍ୟାମ୍ କହି ପାରୁ ନାହାଁନ୍ତି ?


ତେବେ କୁହାଯାଏ କି ଜୟା ଙ୍କ ର ଏହି ବ୍ୟବହାର ଐଶ୍ଵର୍ଯ୍ୟା ଙ୍କୁ ବିଲ୍କୁଲ ପସନ୍ଦ ଆସି ନଥିଲା ତେବେ କଥା ଏହା ମଧ୍ୟ ଶୁଣିବାକୁ ମିଳୁଥିଲା କି ଐଶ୍ଵର୍ଯ୍ୟା ଙ୍କ ବ୍ୟକ୍ତିଗତ ଜୀଵନ ରେ ସବୁବେଳେ ଜୟା ଵଚନ ଦଖଲ କରିବା ଟା ଐଶ୍ ଙ୍କୁ ବିଲ୍କୁଲ ପସନ୍ଦ ନୁହେଁ । ତେବେ ଖବର ମୁତାବକ ଐଶ୍ଵର୍ଯ୍ୟା ଏବଂ ଜୟ ବଚନ ଙ୍କ ମଧ୍ୟରେ ଆଉ ଆଜି ଭଳି ଭଲ ବଣ୍ଡିଂ ଦେଖିବାକୁ ମିଳୁ ନାହିଁ ଏବଂ ଦୁହେଁ ଆଉ ଏକାଠି ନଜର ମଧ୍ୟ ଆସୁ ନାହାନ୍ତି ନା କୌଣସି ପାର୍ଟି ନା କୌଣସି ପୋଗ୍ରାମ ରେ ।


ତେବେ ଯେତେବେଳେ ଶାଶୂ ନିଜର ବୋହୁ କୁ ପ୍ରାଇଭେସି ନ ଦେଇ ଥାଏ ଏବଂ ସବୁ କଥାରେ ନିଜର ଦଖଲ ରଖିଥାନ୍ତି ସେତେବେଳେ ନିଶ୍ଚିତ ସଂପର୍କ ରେ ତିକ୍ତତା ଆସି ଯାଇଥାଏ ଏବଂ ଯେତେବେଳେ ଶାଶୂ ନିଜ ପୁଅ ପାଇଁ ବହୁତ ପୋଜିସେଭ ହେବା ଏବଂ ବୋହୁ କୁ ଦୁରେଇ ରଖୁବା ଭଳି କାର୍ଯ୍ୟ କରିଥାଏ ସେତେବେଳେ ବି ଏହି ଜିନିଷ ଦେଖା ଦେଇଥାଏ । ତେବେ ଏହା କିଛି ଲୋକ ମିଛ କଥା ବୋଲି ମଧ୍ୟ କହୁଛନ୍ତି ତେବେ ଏହା କେତେ ସତ କେତେ ମିଛ ତାହା ଜଣା ନାହିଁ ।

ତେବେ ଆପଣ ଙ୍କୁ ଏହି ଲେଖାଟି କିପରି ଲାଗିଲା ନିଜର ମତଦାନ ପ୍ରଦାନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *