ଯାତ୍ରା ଷ୍ଟେଜରେ ଧମାଲ କଲେ କମେଡୀ କିଂ Papu Pom Pom, ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ଓଲିଉଡ ସିନେମା ଦୁନିଆର କମେଡିୟାନ ଓ କଳାକାର ପପୁ ପମ୍ପ ପମ୍ପଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯିଏକି ଟିଭି ଦୁନିଆରେ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣା ଶୁଣା ନାଁ ଅଟନ୍ତି । ତାଙ୍କର କମେଡି ଦେଖିଲେ ସମସ୍ତଙ୍କ ମୁହଁରେ ହସ ଚାଲି ଆସିବ । ସେ କେତକ ଫିଲ୍ମରେ କମେଡିୟାନ ବି ଅଭିନୟ କରିଛନ୍ତି । ଏହା ସହିତ କେତେକ ଫିଲ୍ମରେ ସେ ମୁଖ୍ୟ କଳାକାର ରୂପରେ ବି ଅଭିନୟ କରିଛନ୍ତି । ପପୁ ସବୁବେଳେ କୌଣସି ନା କୌଣସି ବିବାଦ ସହ ଯୋଡି ହୋଇଥାନ୍ତି ।

ବର୍ତ୍ତମାନ ସେ ଏକ ନୂଆ ବିବାଦ ସହ ଯୋଡି ହୋଇ ଯାଇଛନ୍ତି । କହିବାକୁ ଗଲେ କିଛି ଦିନ ତଳେ ପପୁଙ୍କ ନୂଆ ଫିଲ୍ମ Mr. କହ୍ନେୟା ରିଲିଜ ହୋଇଥିଲା । ଏହି ଫିଲ୍ମ ରିଲିଜ ହେଉ ହେଉ ବିବାଦରେ ଫସି ଯାଇ ଥିଲା । କେତେକ ଲୋକମାନଙ୍କ କହିବା ଅଟେ କି ଫିଲ୍ମରେ କୃଷ୍ଣଙ୍କ ଚରିତ୍ରକୁ ଅପମାନ କରାଯାଇଛି । ଏମିତିରେ କିଛି ଧାର୍ମିକ ଅନୁଷ୍ଠାନ ଏହି ଫିଲ୍ମକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରୁଛନ୍ତି ।

କିନ୍ତୁ ପପୁ ଭାଇ ବି ଏହାର ଜବାବ ରଖିଥିଲେ । ଏହାରି ମଧ୍ୟରେ ପପୁଙ୍କ ଏକ କମେଡି ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ସେ ଯାତ୍ରା ଚାଲିଥିବା ସମୟରେ ଯାତ୍ରାର ମଞ୍ଚ ଉପରେ ଛିଡା ହୋଇ କମେଡି କରୁଛନ୍ତି । ଦର୍ଶକମାନେ ବି ତାଙ୍କର କମେଡିର ଭରପୁର ମନୋରଞ୍ଜନ ହେଉଛନ୍ତି ।

କହିଦେଉଛୁ କି ପ୍ରାୟତଃ ଗାଁ ଗୁଡିକରେ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ବେଳେ ବେଳେ ଟିଭି ଦୁନିଆର କିଛି କଳାକାର ବି ନଜର ଆସିଥାନ୍ତି । କହିଦେଉଛୁ କି ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଯାତ୍ରାକୁ ଲୋକମାନେ ବହୁତ ଭଲ ପାଆନ୍ତି । ଆମ ଓଡିଶାରେ ଯାତ୍ରାର ଲୋକପ୍ରିୟତା ବହୁତ ଅଧିକ ଅଟେ । ଏମିତିରେ ପପୁଙ୍କ ଯେଉଁ ନୂଆ ଭିଡିଓ ଭାଇରାଲ ହେଉଛି ସେଥିରେ ସେ ଗୋଟିଏ ଝିଅ ସହ କମେଡି କରୁଥିବାର ନଜର ଆସୁଛନ୍ତି ।

ସେ ପ୍ରଥମେ ଝିଅର ନାଁ, ଗାଁ ଓ ଠିକଣା ପଚାରିଲେ । ଏହି ସମୟରେ ପାଖରେ ଥିବା ଦର୍ଶକମାନେ ବି ତାଙ୍କର କମେଡିକୁ ସାଥ ଦେଉଥିଲେ । ଏହା ପ୍ରଥମ ଥର ନୁହେଁ ପପୁ ଅନ୍ୟ କେତେକ ଯାତ୍ରା ମଞ୍ଚରେ ବି କମେଡି କରୁଥିବାର ନଜର ଆସିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *