ଓଡିଶାର ପ୍ରସିଦ୍ଧ କମେଡିୟାନ ପପୁ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ସେ କେତେବେଳେ ନିଜର ବୟାନକୁ ନେଇ ତ କେତେବେଳେ ନିଜର ଫିଲ୍ମ ଓ କମେଡି ଶୋକୁ ନେଇ । କହିବାକୁ ଗଲେ ପପୁ କେତେକ ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ବି ନଜର ଆସିଛନ୍ତି । ଏହା ସହିତ ଅନ୍ୟ କେତେକ ଫିଲ୍ମରେ ସହ କଳାକାର ଓ କମେଡିୟାନ ଭୂମିକାରେ ବି କାମ କରିଛନ୍ତି । କହିବାକୁ ଗଲେ ଦର୍ଶକମାନେ ପପୁଙ୍କ କମେଡିକୁ ବହୁତ ମନୋରଞ୍ଜନ ବି କରନ୍ତି ।
କହିବାକୁ ଗଲେ କିଛି ଦିନ ତଳେ ପପୁଙ୍କ ଗୋଟେଇ ଫିଲ୍ମ ମିଷ୍ଟାର କହ୍ନେୟା ରିଲିଜ ହୋଇଥିଲା । ଯାହାକୁ ନେଇ ବି ପପୁ ବହୁତ ଚର୍ଚିତ ରହିଥିଲେ । କହିବାକୁ ଗଲେ କିଛି ଲୋକମାନେ ଏହି ଫିଲ୍ମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କର କହିବାର ଥିଲା କି ପପୁ ଏଥିରେ ହିନ୍ଦୁ ଧର୍ମ ଦେବତାଙ୍କର ମଜାକ ଉଡାଇଛନ୍ତି । କିନ୍ତୁ ସର୍ବ ଶେଷରେ ଫିଲ୍ମ ରିଲିଜ ହେଲା ଓ ଦର୍ଶକମାନେ ବି ଦେଖିଲେ ।
କହିଦେଉଛୁ କି ଫିଲ୍ମ ଓ କମେଡି ଶୋ ଛଡା ପପୁ ଯାତ୍ରା ମଞ୍ଚ ଉପରେ ବି ନଜର ଆସନ୍ତି । ସେ ଯାତ୍ରା ମଞ୍ଚ ଉପରେ କମେଡି ଦ୍ଵାରା ଦର୍ଶକମାନଙ୍କର ଖୁବ ମନୋରଞ୍ଜନ କରିଥାନ୍ତି । ଯାହାର କି ବହୁତ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । କହିବାକୁ ଗଲେ ପୁଣି ଥରେ ପପୁଙ୍କ ଏହିଭଳି ଏକ ଭିଡିଓ ଭାଇରାଲ ହେଉଛି ।
ଯେଉଁଥିରେ ସେ ଯାତ୍ରା ମଞ୍ଚ ଉପରେ ନଜର ଆସୁଛନ୍ତି । କହିବାକୁ ଗଲେ ପପୁ ପ୍ରଥମେ ଏଠି ଦର୍ଶକମାନଙ୍କର ସ୍ଵାଗତ କରିଲେ । ଏହା ପରେ ସେ ତାଙ୍କର ଫିଲ୍ମ ଲଭ ଷ୍ଟେସନ ବିଷୟରେ କହିଲେ । ଯାହାକୁ ଶୁଣିବା ଦର୍ଶକମାନେ ବି ହସିଲେ । ଏହା ପରେ ସେ ଏହି ଫିଲ୍ମର ଗୋଟିଏ ଗୀତ ଟ୍ଵିଙ୍କିଳ ଟ୍ଵିଙ୍କିଳ ଗୀତରେ ନାଚିବା ପାଇଁ ଦର୍ଶକମାନେ ତାଙ୍କୁ ଅନୁରୋଧ କରିଲେ ।
କିନ୍ତୁ ଏଥିପାଇଁ ପପୁ ଗୋଟିଏ ଝିଅକୁ ଡାକିଲେ । ଯାହା ସହିତ ସେ କମେଡି କରୁଥିବାର ନଜର ଆସିଲେ । କହିବାକୁ ଗଲେ ପପୁଙ୍କ କମେଡି ଶୋର ଭିଡିଓ ବହୁତ ଭାଇରାଲ ହୋଇଥାଏ । ତାଙ୍କର କମେଡି ଭିଡିଓକୁ ଲକ୍ଷ ଲକ୍ଷ ଲୋକମାନେ ଦେଖିଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।