“ଭଗବାନଙ୍କର ଦି’ ଟା ସ୍ତ୍ରୀ କିନ୍ତୁ ମୋର ଗୋଟେ ସ୍ତ୍ରୀ, ମୁଁ ଯଦି…” 2 ଯାତ୍ରା କମେଡିଆନଙ୍କ ଦମଦାର କମେଡି ଦେଖିଲେ ହସି ହସି ବେଦମ ହେଇଯିବେ, ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଜବରଦସ୍ତ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଯାତ୍ରା ଜଗତରେ ଏପରି କିଛି ହିରୋ-ହିରୋଇନ ଅଛନ୍ତି ଯେଉଁ ମାନେ ପରସ୍ପର ସହ ପ୍ରେମ ବିବାହ କରିଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏପରି ଦୁଇ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଦୁଇଟି ଯାତ୍ରା ଦମ୍ପତ୍ତିଙ୍କ ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏହି ଦୁଇଟି ଯାତ୍ରା ଦମ୍ପତ୍ତି ଅତି ସୁନ୍ଦର ଅଭିନୟ ପଦର୍ଶନ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଛନ୍ତି । ଏହା ସହ ସେମାନେ ନିଜ ପର୍ଶନାଲ ଲାଇଫ ବିଷୟରେ ବି କହିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯାତ୍ରା ହିରୋ ଶିବଙ୍କ ଭେଶ ନେଇଛନ୍ତି ଆଉ ତାଙ୍କ ପାଖରେ ତାଙ୍କର ଧର୍ମ ପତ୍ନୀ ତଥା ଯାତ୍ରା ହିରୋଇନ ଜଣକ ଛିଡା ହୋଇଛନ୍ତି । ଉଭୟ ଅତି ସୁନ୍ଦର ଅଭିନୟ ପଦର୍ଶନ କରୁଛନ୍ତି । ଏହା ପରେ ସେ ନିଜ ପର୍ଶନାଲ ଲାଇଫ ବିଷୟରେ କହୁଛନ୍ତି । ପ୍ରଥମେ ହିରୋ ଜଣକ କହୁଛନ୍ତି-‘ସେ ମୋତେ ଆଗେ ଲାଇନ ମାରିଲା ତା ପରେ ହେଉ ହେଉ ହେଇଗଲା ଆଉ ।

କରେଣ୍ଟ ମୁଁ ମରେଇଦେଲି ଭାବୁ ଥିଲି ବାହା ହେବି ନାହିଁ ଯାତ୍ରା ପାର୍ଟିରେ କିନ୍ତୁ ଦେଖିଲି ଭଲ ପିଲାଟା ଯାତ୍ରା ପାର୍ଟିକୁ ନୂଆ ନୂଆ ଆସିଛି ତେଣୁ କରିଦେଲି ଆଉ । ଯାହା ହେଲେ ବି ଭଗବାନଙ୍କର ଦୁଇଟା ସ୍ତ୍ରୀ କିନ୍ତୁ ମୋର ଗୋଟେ ସ୍ତ୍ରୀ । ମୁଁ ସେକେଣ୍ଡ ମ୍ୟାରେଜ କରିବିନି’ । ବନ୍ଧୁଗଣ ଏହା ପରେ ହିରୋଇନ କହୁଛନ୍ତି-‘ଆମକୁ ବହୁତ ଖୁସି ଲାଗୁଛି ଦୀର୍ଘ 3 ବର୍ଷ କରୋନା ପାଇଁ ଯାତ୍ରା ହେଇପାରି ନଥିଲା ।

ଆଉ ଆଜି ଖଣ୍ଡଗିରୀରେ ଯାତ୍ରା ହେଉଛି । ମୁଁ ଆଗରୁ ହିରୋଇନ ଭୂମିକା କରୁଥିଲି ହେଲେ ମୋ ସ୍ଵାମୀ ଯେହେତୁ କମେଡି କରୁଛନ୍ତି ତେଣୁ ମୁଁ ବି 7-8 ବର୍ଷ ହେବ କମେଡି କରୁଛି । ସେ ବି ଚାହୁଁ ଛନ୍ତି ତାଙ୍କ ସ୍ତ୍ରୀ ଆଉ କାହା ସହିତ ପାର୍ଟ ନକରୁ ତେଣୁ ସେ ଯାହା ଚାହୁଁ ଛନ୍ତି ସେଇଆ ହେଉଛି ଆଉ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *