ଯାତ୍ରା ହିରୋଇନ Kaberi ବଖାଣିଲେ ନିଜର ଦୁଃଖ, କହିଲେ ଯାତ୍ରାରେ ମତେ ସବୁବେଳେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ । ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ କାବେରୀଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । କାଏରି ଅନେକ ଗଣନାଟ୍ଯରେ କାମ କରିଛନ୍ତି । କାବେରୀ ନିଜ ଦମଦାର ଡ୍ୟାନ୍ସ ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ମାସ ତଳେ କାବେରୀ ଏକ ସାକ୍ଷାତ୍କାରରେ ନିଜ ଅଭିନୟ ଜୀବନୀ ବିଷୟରେ ଏକ ବଡ ଖୁଲାସା କରିଥିଲେ । ଆଜି ଆମେ ଆପଣ ମାନଙ୍କୁ କାବେରୀଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । କାବେରୀ ସାକ୍ଷାତ୍କାରରେ କହିଛନ୍ତି-‘ ପିଲା ଦିନରୁ ମୋର ନାଚ ପ୍ରତି ବହୁତ ଆଗ୍ରହ ଥିଲା । ସ୍କୁଲରେ ପଢିବା ବେଳକୁ ମଧ୍ୟ ମୁ ବହୁତ ଡ୍ୟାନ୍ସ କରିଛି ।

ମୁ ଭାବି ନଥିଲି କେବେ ଆସିବି ବୋଲି ହେଲେ ଆସିକି ଇଣ୍ଡଷ୍ଟ୍ରିରେ ପାଦ ଦେଇ ତ ସାରିଛି ଆଉ କଣ କହିବି । ଆମ ଗାଁ ଥରେ ଥରେ ଯାତ୍ରା ଅନୁଷ୍ଠାନ ପଡିଥିଲା ସେହି ସମୟରେ ମୁ ମୋର ଏକ ଭଉଣୀଙ୍କ ସହ ଚାଲି ଆସିଥିଲି । ଦୁଇ ଦିନ ଧରି ଘରେ ବହୁତ କନ୍ଦା କଟା ହେବା ପରେ ସେମାନେ ମୋ କଥା ଜାଣି ଥିଲେ’ । ଆଗକୁ କାବେରୀ କହିଲେ-‘ପ୍ରଥମେ ତ ଘର ଲୋକ ସପୋର୍ଟ କରି ନଥିଲେ ହେଲେ ତା ପରେ କରିଲେ । ଆଜିକୁ ମୋର ଯାତ୍ରା ଜଗତରେ କାମ କରିବାର ୧୫ ବର୍ଷ ହେଇ ଗଲାଣି ।

ଏହି ୧୫ ବର୍ଷ ମଧ୍ୟରେ ମୁ ୭ଟି ଯାତ୍ରା ଅନୁଷ୍ଠାନରେ କାମ କରିଛି । ଯାତ୍ରା ଇଣ୍ଡଷ୍ଟ୍ରିରେ ଅଶ୍ଳୀଇଳ ନାଚ ହେବା କଥା ନୁହେଁ ହେଲେ ଦର୍ଶକ ମାନଙ୍କ ଡିମାଣ୍ଡ ମଧ୍ୟ ଦେଖିବାକୁ ପଡିଥାଏ । ତେଣୁ ଏ ସବୁ ନିର୍ଭର କରେ ଯାତ୍ରା ଅନୁଷ୍ଠାନ ଓ ଦର୍ଶକ ମାନଙ୍କ ଉପରେ । ଦର୍ଶକ ମାନେ ଯାହା ଦେଖିବାକୁ ଚାହିଁବେ ଆମେ ତାଙ୍କ ଇଛା ପୂରଣ କରିଥାଉ । ହେଲେ ସମସ୍ତ ଝିଅ ଅଶ୍ଳୀଇଳ ନାଚ କରିବା ପାଇଁ ଇଛା କରି ନଥାନ୍ତି’ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *