TV ସିରିଏଲ ଝାନ୍ସି କି ରାଣୀ ରେ ନଜର ଆସିଥିବା ଏହି 2 ଜଣ Child Artist ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି ବହୁତ ସୁନ୍ଦର, ଦେଖିବା ମାତ୍ରେ ଦିବାନା ହେଇଯିବେ

ନମସ୍କାର ବନ୍ଧୁଗଣ ଆମ ଟିଭି ଜଗତରେ ଅନେକ ଧାରାବାହିକ ଏବେ ପ୍ରସାରିତ ହେଉଛି । ଏବଂ ଦର୍ଶକ ମାନେ ମଧ୍ୟ ଏହି ଧାରାବାହିକ ଗୁଡିକ କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଏବଂ ପ୍ରତିଦିନ ଏହି ଧାରାବାହିକ ଗୁଡିକୁ ଦେଖି ଦର୍ଶକ ମାନେ ନିଜର ମନୋରଞ୍ଜନ ମଧ୍ୟ ହୋଇଥାନ୍ତି । ଏବଂ ନିଜ ସମସ୍ତ କାର୍ଯ୍ୟ କୁ ଶେଷ କରି ଠିକ ସମୟରେ ଟିଭି ଆଗରେ ବସି ଯାଆନ୍ତି । ଏହି ଧାରାବାହିକ ରେ ଅନେକ କଥାବସ୍ତୁ କୁ ଆଧାର କରି ପ୍ରସାରିତ କରିଥାନ୍ତି ।

କେବେ ପରିବାର ର ସମସ୍ୟା ଖୁସି ଦୁଃଖ ଆଦି କୁ ନେଇ ଆଉ କେତେକ ଧାରା ବାହିକ ଧାର୍ମିକ ପୁରାଣ ଯେପରି ରାମାୟଣ ଏବଂ ମହାଭାରତ ଆଦି କୁ ନେଇ । ଏବଂ ଆହୁ କିଛି ଧାରାବାହିକ ଇତିହାସ କୁ ନେଇ ପ୍ରସ୍ତୁତ କରା ଯାଇଥାଏ । ଏହି ଭଳି ଏକ ଧାରାବାହିକ ଅଛି ଝାଂସି କି ରାନୀ । ଏହା ଆମ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମୀ ବାଈ ଙ୍କ ଜୀବନୀ ଉପରେ ପ୍ରସ୍ତୁତ କରା ଯାଇଥିଲା । ଏହି ଧାରାବାହିକ ୨୦୦୯ ରୁ ଆରମ୍ଭ କରି ୨୦୧୧ ରେ ଏହାର ଶେଷ ଏପିସଡ଼ ପ୍ରସାରିତ ହୋଇଥିଲା ।

ଏବଂ ଏହି ଧାରାବାହିକକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ । ଏବଂ ଏହି ଧାରାବାହିକ ରେ ଥିବା ସମସ୍ତ ଚରିତ୍ର କୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁଥିଲେ । ଏବଂ ମୁଖ୍ୟ ଚରିତ୍ର ଲକ୍ଷ୍ମୀ ବାଈ କିମ୍ବା ଝାନ୍ସି କି ରାନୀ ଏବଂ ଏହି ଚରିତ୍ର କୁ ଯିଏ ଅଭିନୟ କରିଥିଲେ ସେହି ଅଭିନେତ୍ରୀ ହେଉଛନ୍ତି ଅଲକା ଗୁପ୍ତା । ଆଜି ଆମେ ତାଙ୍କ ବିଷୟରେ ହିଁ ଆଲୋଚନା କରିବା । ତେବେ ଚାଲନ୍ତୁ ଜାଣିନେବା ତାଙ୍କ ବିଷୟରେ ।

ଅଲକା ଗୁପ୍ତା ଙ୍କ ଜନ୍ମ ୧୨ ଏପ୍ରିଲ ୧୯୯୭ମସିହାରେ ମୁମ୍ବାଇ ମହାରାଷ୍ଟ୍ର ରେ ହୋଇଥିଲା । ଏବଂ ସେ ନିଜର ପାଠ ପଢା ମଧ୍ୟ ସେହି ଠାରେ ସମ୍ପନ୍ନ ହୋଇଥିଲା । ଏବଂ ସେ ବାଲ୍ୟ କଳାକାର ଭାବେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ଝାଂସି କି ରାନୀ ଧାରାବାହିକ ରୁ ହିଁ ତାଙ୍କୁ ପ୍ରସିଦ୍ଧ ଏବଂ ଲୋକପ୍ରିୟତା ମିଳି ଥିଲା ।

ଅଲକା ଗୁପ୍ତା ଏହି ଧାରାବାହିକ ରେ ବହୁତ ସୁନ୍ଦର ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ସେ ନିଜର ଅଭିନୟ ରେ ନିଜର ସମସ୍ତ ଶତ ପ୍ରତିଶତ ଦେଇଥାନ୍ତି । ଏବଂ ସେ ନିଜ ଚରିତ୍ର ଭିତରେ ପଶି ଯାଆନ୍ତି । ଏବଂ ସେହି ଚରିତ୍ର କୁ ପରଦା ଆଗରେ ବହୁତ ଭଲ ଭାବରେ ପରିବେଷଣ ମଧ୍ୟ କରିଥାନ୍ତି ।


ସେ ଝାନ୍ସି କି ରାନୀ ଧାରବାହିକ ଛଡା ଆହୁରି ଅନେକ ଧାରବାହିକ ରେ ଅଭିନୟ କରିଛନ୍ତି । ଏବଂ ସେ ସମସ୍ତ ଧାରାବାହିକ ରେ ମଧ୍ୟ ଦର୍ଶକ ମାନେ ତାଙ୍କୁ ଖୁବ ପସନ୍ଦ ଏବଂ ଭଲ ପାଇବା ଦେଇଛନ୍ତି । ଅଲକା ଏବେ ସାଉଥ ଇଣ୍ଡଷ୍ଟ୍ରୀ ରେ ସାଉଥ ସିନେମା ରେ ଅଭିନୟ କରୁଛନ୍ତି । ତାଙ୍କ ଆଦର୍ଶ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ । ସେ ଅନେକ ସିନେମା ରେ ନିଜର ଅଭିନୟ ରେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ସେ ଆନ୍ଧ୍ର ପୋରି, ରୁଦ୍ରମାଦେବୀ, ଆଦି ସିନେମା ରେ ଅଭିନୟ କରିଛନ୍ତି ।


ଏହା ଛଡା ସେ ହିନ୍ଦୀ ଏବଂ ମରାଠୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ଅଲକା ଗୁପ୍ତା ବହୁତ କମ ବୟସ ରୁ ହିଁ ସଫଳତା ହାସଲ କରି ପାରିଛନ୍ତି । ତେବେ ଦ୍ଵିତୀୟ ବାଲ୍ୟ କଳାକାର ହେଉଛନ୍ତି ଅସନୁର କୋର । ସେ ମଇ ୩ ୨୦୦୪ ରେ ଦିଲ୍ଲୀ ରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ପାଞ୍ଚ ବର୍ଷ ବୟସ ରୁ ହିଁ ଅଭିନୟ ଜୀଵନ ଆରମ୍ଭ କରି ଦେଇଥିଲେ । ତେବେ ସେ ଏଥିରେ ପ୍ରାଚୀକା ଭୂମିକାରେ ନଜର ଆସିଥିଲେ ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ତାଙ୍କ ଚୁଲ ବୁଲି ଅନ୍ଦାଜ କୁ ଦର୍ଶକ ମାନେ ଗ୍ରହଣ କରିଥିଲେ । ତେବେ ସେ ପରେ ୟେ ରିସ୍ତା କ୍ୟା କହଲାତା ହେ, ନା ବୋଲେ ତୁମ ନା ମେନେ କୁଛ କିୟା, ପଟିୟାଲା ବେବସ୍, ଆଦିରେ ସେ ଅଭିନୟ କରି ସାରିଛନ୍ତି ଏବଂ ଫିଲ୍ମ ମନମାର୍ଜିଆ ରେ ମଧ୍ୟ ସେ ନିଜର ସାଂଦାର ଅଭିନୟ ଦେଖେଇ ସାରିଛନ୍ତି । ବର୍ତ୍ତମାନ ସେ ସୁନ୍ଦର ଏବଂ ଚୂଳବୁଲି ଦେଖା ଯାଉଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ । କରୁଛୁ କି ଆପଣ ମାନଙ୍କୁ ଏହି ବିଷୟରେ ଆଲୋଚନା ଟି ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *