ଜନ୍ମଦିନରେ ଶଶୁରଙ୍କୁ କେକ ଖୁଆଇ କାନ୍ଦିଲେ Babushan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଓଲିଉଡ଼ ଜଗତ ରେ ଏବେ ବାବୁସାନ୍ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବହୁ ଚର୍ଚ୍ଚା ଚାଲି ଥିଲା ବେଳେ ବାବୁଶାନ୍ ଓଡ଼ିଶା ରେ ଆସି ପହଁଚି ପ୍ରଥମେ ତାଙ୍କ ବାପା ମାଆ ଙ୍କୁ ଦେଖା କରି ଥିଲେ । ଏବଂ ତା ପରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ବାଲକୁନି ରେ ନିଜ ମା ଅପରାଜିତା ଙ୍କ ସହ ଆସି ଶରୀର ସୁସ୍ଥ ହେଲେ ନିଜ ର ପ୍ରତିକ୍ରିୟା ପ୍ରକାଶ କରିବେ କହି ଗଣମାଧ୍ୟମ କୁ ମୁଣ୍ଡିଆ ମାରି ଚାଲି ଯାଇ ଥିଲେ ।

ବାବୁସାନ୍ ମହାନ୍ତି ଙ୍କ କାଲି ଜନ୍ମ ଦିନ ଥିଲା । ଜନ୍ମ ଦିନ ପୂର୍ବ ରାତି ରୁ ତାଙ୍କ ବାପା ମାଆ ଙ୍କ ସହ କେକ୍ କାଟି ଥିଲେ । ତେବେ କାଲି ତାଙ୍କ ଜନ୍ମଦିନ ଅବସର ରେ ପ୍ରଥମେ ବାବୁସାନ୍ ତାଙ୍କ ବାପା ମାଆ ଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରି ଥିଲେ ଓ ମନ୍ଦିର ଯାଇ ଥିଲେ । ତା ପରେ ନିଜ ପତ୍ନୀ ତୃପ୍ତି ଶତପଥୀ ଙ୍କୁ ଫୋନ୍ କରି ଥିଲେ ଓ ତୃପ୍ତି ତାଙ୍କୁ ଫୋନ୍ ମାଧ୍ୟମ ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ । ଓ ତାଙ୍କ ପରିବାର ଲୋକ ସାଙ୍ଗସାଥୀ ମିଶି ତାଙ୍କୁ ଜନ୍ମ ଦିନ ର ଶୁଭେଛା ଜଣାଇ ଥିଲେ ।

ତେବେ କେକ କାଟିଥିଲେ ବାବୁଶାନ ଏବଂ ସେ ନିଜ ବାପା ମାଆ ଏବଂ ଶଶୁର ଙ୍କୁ କେକ ଖୁଆଇ ଥିଲେ । ତେବେ ତାଙ୍କର ଜନ୍ମଦିନରେ ତାଙ୍କୁ ଆଶୀର୍ବାଦ କରିଛନ୍ତି ଲଳିତ ଶତପଥୀ । ତୃପ୍ତି କୁ ନେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ତେବେ ଏକ ଭଲ ମଣିଷ ହେବା ପାଇଁ ଓ ଏକ ଭଲ ଜ୍ବାଇଁ ହେବା ପାଇଁ କହିଛନ୍ତି ଲଳିତ ଶତପଥୀ ଏହା ବ୍ୟତୀତ ସେ ଏକ ଭଲ ମଣିଷ ହୋଇ ତାଙ୍କର ଝିଅ ଓ ତାଙ୍କର ନାତିକୁ ଭଲ ଭାବରେ ରଖିବା ପାଇଁ ତାଙ୍କୁ ତାଗିଦ କରିଛନ୍ତି ଲଳିତ ଶତପଥୀ ତେବେ ବର୍ତ୍ତମାନ ବାବୁଶାନଙ୍କ ସହିତ ଆଲୋଚନା କରିବେ ଲଳିତ ଶତପଥୀ ।

ଏପରି ଭୁଲ ଆଉ କେବେ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି । ତେବେ ରବି ମିଶ୍ର ଓ ତାଙ୍କର ବାପା ମାଆ । ତେବେ ସେମାନେ ଏକାଠି ଭାବରେ ଏହି କଥାର ଆଲୋଚନା କରିବେ ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ କହିଥିଲେ ବୋଲି ଜଣା ପଡିଛି । ତେବେ ମାତ୍ର ଅଳ୍ପ ସମୟ ମଧ୍ୟରେ ଆଲୋଚନା ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ଥିବା କଳହ ଶେଷ ହେବା ସହିତ ସେମାନଙ୍କ କଳହର ଅନ୍ତ ନିଶ୍ଚୟ ଭାବରେ ଘଟିବ ବୋଲି କୁହା ଯାଉଚି ଏହା ପରେ ପୁଣି ତାଙ୍କର ଖୁସିର ସଂସାର ନିଶ୍ଚୟ ଭାବରେ ପୁଣି ହସିବ ବୋଲି ସେ କହିଛନ୍ତି ।

ତେବେ ଅନେକ ଲୋକ ମଧ୍ୟ ଏହା ଆଶା କରିଛନ୍ତି କି ତାଙ୍କର ଏହି କଳହ ଯେତେ ଶୀଘ୍ର ଶେଷ ହେବ ଏହା ସେତେ ଅଧିକ ଭଲ ବୋଲି କୁହା ଯାଇଚି ତେବେ ଏହି କଳହ ଅଳ୍ପ ସମୟ ମଧ୍ୟରେ ନିଶ୍ଚୟ ଭାବରେ ଶେଷ ହୋଇଯିବ ବୋଲି ମଧ୍ୟ ଆଶା କରାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *