‘ଜଣେ ବର୍ଷା ରାଣୀ ଜଣେ ଟୁଙ୍ଗୁରୁ ଭୋଳ, କରିବେ ଖେଳ…’ ମାର୍କେଟ ଘାଣ୍ଟିଲା Abhijit Majumdar ଙ୍କ ନୂଆ ଭାଇରାଲ song, ଦେଖିଲେ ହସି ହସି ଗଡିବେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଭୁବନେଶ୍ଵର ର ଚର୍ଚ୍ଚିତ ପ୍ରେମ କାହାଣୀ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ସମ୍ପର୍କରେ ନିଶ୍ଚୟ ଭାବରେ ଜାଣିଥିବେ । ତେବେ ସେମାନଙ୍କ ପ୍ରେମ କାହାଣୀ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇଥିଲା । ଏହା ପରେ ଏହାକୁ ନେଇ ଅନେକ ଘଟଣା ସମ୍ମୁଖକୁ ଆସି ଥିଲା । ସେମାନେ କିପରି ଭାବରେ ପରସ୍ପର ସହିତ ଭେଟ ହୋଇ ଥିଲେ ଏହା ବ୍ୟତୀତ ସେମାନେ କିପରି ପରସ୍ପରକୁ ଜାଣି ଥିଲେ ।

ସେମାନଙ୍କ ମଧ୍ୟରେ ସମ୍ପର୍କ କଣ ଥିଲା ଏହି ସମ୍ବନ୍ଧରେ ମିଡିଆ ସାମ୍ନା ରେ ସେମାନେ ମତ ରଖିଥିଲେ । ତେବେ ଆପଣ ମାନେ ଜାଣିଥିବେ ଯେ, ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ ଏଭଳି ପ୍ରେମ କାହାଣୀ କୁ ନେଇ ନିକଟରେ ଏକ ଗୀତ ଭାଇରାଲ ହୋଇଥିଲା । ଯେଉଁ ଗୀତ ର ଟାଇଟେଲ ଥିଲା ‘ଟୁଙ୍ଗୁରୁ ଧୋକା ଦେଲା’ । ଉକ୍ରଳ ଗୀତ ଟି କୁ ଦର୍ଶକ ମାନେ ବହୁ ମାତ୍ରାରେ ଭଲ ପାଇବା ମଧ୍ୟ ଦେଇଥିଲେ ।

ତେବେ ବର୍ତ୍ତମାନ ପୁଣିଥରେ ଏହି ପ୍ରେମ କାହାଣୀ କୁ ନେଇ ଏକ ଗୀତ ବାହାରିଛି । ଯେଉଁ ଗୀତ ଟି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାର ଙ୍କ ଦ୍ଵାରା ନିର୍ଦେଶୀତ ହେବା ସହିତ ସେ ସ୍ଵୟଂ ଏହି ଗୀତ ରେ କଣ୍ଠଦାନ ମଧ୍ୟ କରିଛନ୍ତି । ଏହି ଗୀତ ରେ ଶୀତଲ କବି ମଧ୍ୟ ନିଜର କଣ୍ଠଦାନ କରିଛନ୍ତି ।

ଏହି ଗୀତ ଟି ର ଟାଇଟେଲ ରହିଛି ‘ମୁଁ ଟୁଙ୍ଗୁରୁ ଭୋଳ’ । ଏହି ଗୀତ ରେ ମଧ୍ୟ ଟୁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀ କୁ ବ୍ୟଙ୍ଗାତ୍ମକ ଦୃଷ୍ଟି ରେ ଦର୍ଶକ ଙ୍କ ସାମ୍ନା ରେ ପ୍ରସ୍ତୁତ କରାଯାଇଛି । ଗୋଟିଏ ଦିନ ଭିତରେ ଏହି ଗୀତ ରେ ଚାଳିଶ ହଜାର ଦର୍ଶକ ଙ୍କ ଭିୟୁ ଆସି ସାରିଛି । ତେବେ ଏହି ଗୀତ ଟି କୁ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ମାଧ୍ୟମ ରେ ଗୀତ ଟି ର ପ୍ରଶଂସା କରିଛନ୍ତି ।

ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ମଧ୍ୟ ଲାଗିଛି । ତେବେ ଆପଣ ମାନେ ମଧ୍ୟ ଏହି ଗୀତ ଟି କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ ଏହି ଗୀତ ଟି କେମିତି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *