ଆପଣ ସଜନା ( Moringa ) ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର ( Health Tips )

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସଜନା ଶାଗ କୁ ନିଶ୍ଚିତ ଖାଇଥିବେ । ତେବେ ଏହି ସଜନା ଶାଗ କୁ ବହୁତ ନାମ ରେ ମଧ୍ୟ ଜଣା ଯାଏ । ତେବେ ଏହି ସଜନା ଶାଗ କିମ୍ବା ତାର ଫଳ କୁ ସେଵନ କରିବା ଦ୍ୱାରା ଆମର ଅନେକ ରୋଗ ଏବଂ ସମସ୍ୟା ଦୂର ହୋଇଥାଏ । ତେବେ ଏହାର ପତ୍ର ଏବଂ ଫଳ ରେ ଅନେକ ଆୟୁର୍ବେଦ ତତ୍ତ୍ୱ ମଧ୍ୟ ରହିଥାଏ । ତେବେ ଏହା କେବଳ ସ୍ୱାଦ ରେ ଭଲ ନୁହେଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ଆଜି ଏହି ସଜନା ଶାଗ ର କଣ ସବୁ ଫାଇଦା ।

ତେବେ କୁହାଯାଏ କି ଦୁଇ ଗିଲାସ କ୍ଷୀର ପିଇବା ଏବଂ ସଜନା ଶାଗ ଖାଇବା ସମାନ କାରଣ ଏହି ଶାଗ ରେ ଭରପୁର ମାତ୍ର ରେ କ୍ୟାଲିସିୟମ ରହିଥାଏ ଏବଂ ଭିଟାମିନ- ସି ମଧ୍ୟ ରହିଥାଏ । ତେବେ ତା ଛଡ଼ା ଏହି ଶାଗ ରେ ଫାଇବାର ରହୁଥାଏ ଯାହା ଦ୍ୱାରା ଆମ ଖାଇବା ହଜମ ଶୀଘ୍ର ହେବ ଏବଂ ଗ୍ୟାସ ଜନିତ କୌଣସି ସମସ୍ୟା ଆସିବ ନାହିଁ । ଏହା ଛଡା ଏଥିରେ ପ୍ରୋଟିନ, ପୋଟାସୀୟମ, ଆଇରନ, ମାଗନେସିୟମ ଏବଂ ଭିଟାମିନ ବି କମ୍ପ୍ଲେକ୍ସ ଭରପୁର ମାତ୍ରା ରେ ରହିଥାଏ ।

ହ-ଇ-ଜା, ଝା-ଡା ବା-ନ୍ତି ଏବଂ ଜ-ଣ୍ଡି-ସ- ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭକାରୀ ହୋଇଥାଏ । ଏହା ଛଡା ଯଦି ଆପଣଙ୍କୁ ବହୁତ ଜୋରରେ ଥଂଡା, ହୋଇ ଯାଇଛି ତେବେ ଆପଣ ଏହି ପତ୍ର ଏବଂ ଫଳ କୁ ଗରମ ପାଣିରେ ଫୁ-ଟା-ଇ ତାର ବାମ୍ପ ନେଇ ପାରିବେ ଏହା ଦ୍ୱାରା ଆପଣ ଙ୍କ ନାକ ଫିଟି ଯିବ ଏବଂ ଆପଣ ଙ୍କୁ ଦୁର୍ବଳ ମଧ୍ୟ ଲାଗିବ ନାହିଁ । ଏହା ସହ ଏହି ସଜନା ଶାଗ କୁ ନିୟମିତ ଭାବରେ ଖାଇବା ଦ୍ୱାରା ଆପଣ ଙ୍କୁ ଏନିମିଆ ବା ରକ୍ତ ର ଅଭାବ ଦୁର ହୋଇଥାଏ ।

ଏହା ପିଲାଙ୍କ ମଧ୍ୟରେ କୁପୋଷଣ କୁ ଦୁର କରିଥାଏ ଏବଂ ଭଲ ପୋଷକ ତତ୍ତ୍ୱ ଦେଇଥାଏ । ଏହାର ସେବନ ଦ୍ୱାରା ଗ-ର୍ଭ-ବ-ତୀ ମହିଳାଙ୍କ ପାଇଁ ବେଶ ଲାଭକାରୀ ହୋଇଥାଏ । ଏହା ସମଗ୍ର ସ୍ୱାସ୍ଥ୍ୟ ର ସୁଧାର କରିଥାଏ । ତଥା ପୋ-ଷ-ଣ ଏବଂ ଉର୍ଜା ପ୍ରଦାନ କରିଥାଏ ।

ଏହା କୋ-ଷ୍ଠ କା-ଠି-ନ୍ୟ କୁ ମଧ୍ୟ ଦୁର କରିଥାଏ । ଏହା ହାଡ଼କୁ ମଜବୁତ କରିଥାଏ ଯାହା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ଦୁର ହୋଇଥାଏ ଏବଂ ପିଠି ବେକ ଆଦି ବିନ୍ଧା ମଧ୍ୟ ଭଲ ହୋଇଯାଏ । ଏହି ଶାଗ କୁ ଖାଇବା ଦ୍ୱାରା ମସ୍ତିଷ୍କ ର ବିକାଶ ହୁଏ ଏବଂ ଆଖି କୁ ମଧ୍ୟ ଭଲ ଦେଖା ଦେଇଥାଏ ଏବଂ ଦୃଷ୍ଟି ଶକ୍ତି ପ୍ରଖର ହୁଏ । ଏହା ସହ ଏହି ପତ୍ର ଆମର ଉଚ୍ଚ ରକ୍ତଚାପ କୁ ମଧ୍ୟ ନି-ୟ-ନ୍ତ୍ର-ଣ ରେ ରଖିଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *