Amazon Prime, Netflix ଓ Disney+ Hotstar ପାଇଁ କରନ୍ତୁ ନାହିଁ ଟଙ୍କା ଖର୍ଚ୍ଚ, ଫ୍ରୀ ରେ ଏମିତି ପାଆନ୍ତୁ ସବ୍ସକ୍ରିପ୍ସନ

ବନ୍ଧୁଗଣ ଆଜି କାଲି ଓଟିଟି ପ୍ଲାଟଫର୍ମର ଚଳନ ବହୁତ ମାତ୍ରାରେ ଚାଲିଛି । ଅଧିକାଂଶ ଲୋକ ଏବେ ଓଟିଟି ଆପ୍ଲିକେସନ ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଏହି ସବୁ ଓଟିଟି ପ୍ଲାଟଫର୍ମ ଆପ୍ଲିକେସନ ଗୁଡିକ ହେଉଛି ଡିଜିନି ପ୍ଲସ ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମାଜୋନ । ହେଲେ ଏହି ସବୁ ଓଟିଟି ଆପ୍ଲିକେସନକୁ ଉପଭୋଗ କରିବାକୁ ହେଲେ ଟଙ୍କା ଖର୍ଚ କରିବାକୁ ପଡିଥାଏ । ସାଧାରଣତଃ ଲୋକମାନେ ଏହି ଓଟିଟି ଆପ୍ଲିକେସନକୁ ସସ୍କ୍ରାଇବ କରି ଏହାକୁ ଉପଭୋଗ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନେ ଚାହିଁଲେ ଏହି ସବୁ ଓଟିଟି ଆପ୍ଲିକେସନ ଗୁଡିକୁ ମାଗଣାରେ ଉପଭୋଗ କରିପାରିବେ ଓ ଏହା କେମିତି ହେବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ସବୁ ଓଟିଟି ଆପ୍ଲିକେସନକୁ ଉପଭୋଗ କରିବାକୁ ହେଲେ ଆପଣଙ୍କ ପାଖରେ ରିଲିଆନ୍ସ ଜିଓ ନମ୍ବର ଥିବା ଆବଶ୍ୟକ ।

ଏଥିପାଇଁ ଜିଓ ଅନେକ ପୋଷ୍ଟ ପେଡ ପ୍ଳାନ ଉପଲବ୍ଧ କରିଛି ଏହି ପ୍ଳାନ ଗୁଡିକର ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହୋଇଥାଏ । ଏହି ପ୍ଳାନ ସହିତ ୟୁଜର୍ସ ମାନଙ୍କୁ ଡିଜିନି ପ୍ଲସ ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମାଜୋନ ପ୍ରାଇମ ସସ୍କ୍ରିବ୍ସନ ମାଗଣାରେ ମିଳିଥାଏ । ଜିଓର ୩୯୯ ପ୍ଳାନରେ କଲ୍ ଓ ଏସଏମଏସ ସହିତ ୭୫ ଜିବି ଡାଟା ଦିଆଯାଇଥାଏ । ଡାଟା ଶେଷ ହେବା ପରେ ପ୍ରତି ଜିବି ପାଇଁ ଆପଣଙ୍କୁ ୧୦ ଟଙ୍କା ଖର୍ଚ କରିବାକୁ ହେବ ।

ଏହି ପ୍ଳାନ ସହିତ ଆପଣଙ୍କୁ ଡିଜିନି ପ୍ଲସ ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମାଜୋନ ପ୍ରାଇମର ସସ୍କ୍ରିବ୍ସନ ମାଗଣାରେ ମିଳିଥାଏ । ଜିଓର ୫୯୯ ଟଙ୍କାର ପୋଷ୍ଟ ପେଡ ପ୍ଳାନରେ ୧୦୦ ଜିବି ଡାଟା ଗ୍ରାହକଙ୍କୁ ଦିଆଯାଇଥାଏ । ଏହାପରେ ଆପଣ ମାନଙ୍କୁ ପ୍ରତି ଜିବି ପାଇଁ ୧୦ ଟଙ୍କା ଖର୍ଚ କରିବାକୁ ପଡିବ । ଏହି ପ୍ଳାନରେ ବି ଆପଣ ମାନେ ଡିଜିନି ପ୍ଲସ ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମାଜୋନ ପ୍ରାଇମର ସସ୍କ୍ରିବ୍ସନ ମାଗଣାରେ ପାଇବେ ।

୭୯୯ ଟଙ୍କାର ଜିଓ ପୋଷ୍ଟ ପେଡ ପ୍ଳାନରେ ୟୁଜର୍ସଙ୍କୁ ୧୫୦ ଜିବି ଡାଟା ଦିଆଯାଇଥାଏ । ଏଥିରେ ପରିବାର ଲୋକଙ୍କ ପାଇଁ ଦୁଇଟି ଆଡିସନାଲ ସିମ କାର୍ଡ୍ସ ଦିଆଯାଇଥାଏ । ଏହି ପ୍ଳାନରେ ମଧ୍ୟ ଆପଣ ମାନଙ୍କୁ ଡିଜିନି ପ୍ଲସ ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମାଜୋନ ପ୍ରାଇମର ସସ୍କ୍ରିବ୍ସନ ମାଗଣାରେ ମିଳିଥାଏ । ବନ୍ଧୁଗଣ ଜିଓର ୯୯୯ ଟଙ୍କିଆ ପ୍ଳାନରେ ୟୁଜର୍ସ ମାନଙ୍କୁ ୨୦୦ ଜିବି ଡାଟା ଦିଆଯାଉଛି ।

ଏହା ସହିତ ୟୁଜର୍ସ ମାନଙ୍କୁ ପ୍ରତି ଜିବି ପାଇଁ ୧୦ ଟଙ୍କା ଖର୍ଚ କରିବାକୁ ହେବ । ଏହି ପ୍ଳାନରେ ୩ଟି ଆଡିସନାଲ ସିମ କାର୍ଡ ପରିବାର ଲୋକଙ୍କୁ ଦିଆ ଯାଇଥାଏ । ଆପଣ ମାନଙ୍କୁ ଏହି ପ୍ଳାନରେ ଡିଜିନି ପ୍ଲସ ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମାଜୋନ ପ୍ରାଇମର ସସ୍କ୍ରିବ୍ସନ ମାଗଣାରେ ମିଳିଥାଏ । ତା ହେଲେ ବନ୍ଧୁଗଣ ଜିଓର ଏହି ପ୍ଳାନ ଗୁଡିକ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *