ପୁରୁଣା ନୋଟ ଓ ମୁଦ୍ରା ଥିଲେ ମିଳିବ 5 ଲକ୍ଷ ଟଙ୍କା ! ଦେଖନ୍ତୁ କିପରି ?

ଦର୍ଶକ ବନ୍ଧୁ ଆପଣଙ୍କ ପାଖରେ ପୁରୁଣା କଏନ ବା ପୁରୁଣା ନୋଟ ଅଛି କି । ଯଦି ଆପଣ ତାକୁ ବିକିବେ ତା ହେଲେ ଆପଣଙ୍କୁ କେତେ ଟଙ୍କା ମିଳିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେହି ପୁରୁଣା କଏନ ବଦଳରେ ଆପଣଙ୍କୁ ୫ ରୁ ୧୦ ଲକ୍ଷ ଟଙ୍କା ମିଳିପାରେ । କଏନଟି କେତେ ମସିହାର ହେବା ଦରକାର କଏନ ପଛରେ କେଉଁ ଚିତ୍ର ରହିଥିବା ଦରକାର ସବୁ ଆମେ ଆପଣ ମାନଙ୍କୁ କହିବୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ଆମ ପ୍ରଥମ ନୋଟଟିକୁ ଦେଖି ପାରୁଥିବେ ଏହି ନୋଟଟି ହେଉଛି ୫୦ ଟଙ୍କିଆ । ଯଦି ଆପଣଙ୍କ ପାଖରେ ଏହି ନୋଟ ଅଛି ତା ହେଲେ ଏହି ନୋଟ ବଦଳରେ ଆପଣଙ୍କୁ ମିଳିବ ୨୦ ହଜାର ଟଙ୍କା । ନୋଟଟିକୁ ଭଲରେ ଦେଖନ୍ତୁ ନୋଟ ପଛରେ ଭାରତୀୟ ସମ୍ବିଧାନର ଚିହ୍ନ ଥିବ ଓ ନୋଟର ରଙ୍ଗ ଏହି ଭଳି ଥିବା ଦରକାର ତା ହେଲେ ଆପଣଙ୍କୁ ଟଙ୍କା ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଫଟୋରେ ଥିବା ଏକ ଟଙ୍କିଆ ଦଶ ପଇସା ବା ୨୫ ପଇସାରେ କଏନ ଅଛି କି । ଯଦି ଆପଣଙ୍କ ପାଖରେ ଏହି କଏନ ଅଛି ତା ହେଲେ ଆପଣଙ୍କୁ ଏହି କଏନ ବଦଳରେ ମିଳିବ ୭୦ ହଜାର ଟଙ୍କା । ଏକ ଟଙ୍କିଆ କଏନ ବଦଳରେ ଆପଣଙ୍କୁ ମିଳିବ ୮୦ ହଜାର ଟଙ୍କା ହେଲେ ଏକ ଟଙ୍କିଆ କଏନର ରଙ୍ଗ ନାଲି ଥିବାର ଦରକାର ତା ହେଲେ ଆପଣଙ୍କୁ ଟଙ୍କା ମିଳିବ ।

ବନ୍ଧୁଗଣ ଆମ ପରବର୍ତ୍ତୀ କଏନଟିକୁ ଆପଣ ମାନେ ଦେଖି ପାରୁଥିବେ । ଯେତେବେଳେ ଇଂରେଜ ମାନେ ଆମକୁ ଶାସନ କରୁଥିଲେ ସେହି ସମୟରେ ଏହି କଏନ ତିଆରି କରାଯାଉଥିଲା । ଯଦି ଆପଣଙ୍କ ପାଖରେ ଏହି କଏନ ଅଛି ତା ହେଲେ ଏହି କଏନ ବଦଳରେ ଆପଣ ୮ ରୁ ୧୦ ଲକ୍ଷ ଟଙ୍କା ପାଇ ପାରନ୍ତି । କଏନଟିକୁ ଭଲ ସେ ଦେଖନ୍ତୁ କଏନରେ ତିନୋଟି ସିଂହ ଅଛନ୍ତି ଆଉ ତଳେ ଧନୁ ଆକାରର ଏକ ଚିତ୍ର ହୋଇଛି । ଏହି କଏନଟି ହେଉଛି ୧୮୩୫ ମସିହାର କଏନ ।

ବନ୍ଧୁଗଣ ଆମ ଶେଷ କଏନଟି ହେଉଛି ୨୦ ପଇସା କଏନ । ଭଲ ଭାବରେ ଏହି କଏନଟିକୁ ଦେଖନ୍ତୁ ଏହି କଏନ ଯଦି ଆପଣଙ୍କ ପାଖରେ ଅଛି ତା ହେଲେ ଏହି କଏନ ବଦଳରେ ଆପଣଙ୍କୁ ୩୦ ହଜାର ଟଙ୍କା ମିଳିବ । ଯଦି ଆପଣଙ୍କ ପାଖରେ ଏହି ସବୁ କଏନ କିମ୍ବା ନୋଟ ଅଛି ତା ହେଲେ ଆପଣ ମାନେ (rakeshrn14@gmail.com)ରେ ଫଟୋ ପଠାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *