Viral Video: ଆଜିର ସାବିତ୍ରୀ ! ଯମରାଜା ଠାରୁ ଏମିତି ଫେରାଇ ଆଣିଲେ ନିଜ ସ୍ବାମୀଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ସାଧାରଣତ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଆଜିର କଳିଯୁଗର ସାବିତ୍ରୀ ଦେଖିବାକୁ ମିଲିଛନ୍ତି । ସାବିତ୍ରୀ ଯେମିତି ଯମରାଜାଙ୍କ ଠାରୁ ନିଜ ସ୍ଵାମୀଙ୍କୁ ବଞ୍ଚାଇ ଥିଲେ ଠିକ ସେହିଭଳି ଏହି ମହିଳା ଜଣକ ଯମରାଜାଙ୍କ ଠାରୁ ନିଜ ସ୍ଵାମୀଙ୍କ ପ୍ରାଣ ବଞ୍ଚାଇ ଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଉତ୍ତର ପ୍ରଦେଶର ମଥୁରାରେ ଏହି ଘଟଣା ଘଟିଛି ।

ବନ୍ଧୁଗଣ ଏକ ଚଳନ୍ତା ଟ୍ରେନରେ 70 ବର୍ଷ ବୟସ୍କ ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ସହ ଯାତ୍ରା କରୁଥିଲେ । ଟ୍ରେନ ଚାଲିବା ସମୟରେ ହଠାତ ସେ ହୃଦଘାତର ଶିକାର ହୋଇଥିଲେ । ସେହି ସମୟରେ ଟ୍ରେନରୁ ରୋକା ଯାଇଥିଲା ଆଉ କିଛି ଆରପିଏଫ ଯବାନ ଯାଇ ସେଠାରେ ପହଞ୍ଚି ଥିଲେ । ବୃଦ୍ଧଙ୍କ ପତ୍ନୀ ସେଠାରେ ବୃଦ୍ଧଙ୍କୁ ସିପିଆର ଦେଇ ତାଙ୍କ ପ୍ରାଣ ବଞ୍ଚାଇ ଥିଲେ ।

ସେଠାରେ ଥିବା ଆରପିଏଫ ଯବାନ ମାନେ ବୃଦ୍ଧଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲେ । ଆଉ 10 ମିନିଟ ମୃତ୍ୟୁ ମୁଖରେ ପଡି ପୁଣି ଫେରି ଥିଲେ ବୃଦ୍ଧ ଜଣକ । ପତ୍ନୀ ନିଜ ବୃଦ୍ଧ ସ୍ଵାମୀଙ୍କୁ ଷ୍ଟେସନରେ 10 ମିନିଟ ପର୍ଯ୍ୟନ୍ତ ସିପିଆର ଦେଇଥିଲେ ଯେଉଁଥି ପାଇଁ ବୃଦ୍ଧ ଜଣକ ବଞ୍ଚି ଗଲେ । ବନ୍ଧୁଗଣ  ଏହା ପରେ ବୃଦ୍ଧଙ୍କୁ ଆରପିଏଫ ଜବାନ ମାନେ ସ୍ଥାନୀୟ ମେଡିକାଲକୁ ନେଇଗଲେ । ଆଉ ଏବେ ବୃଦ୍ଧ ଜଣକ ସୁସ୍ଥ ଅଛନ୍ତି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଅନେକ ଲୋକ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଭିଡିଓଟି ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଅନେକ ଲୋକ ଉକ୍ତ ମହିଳାଙ୍କ ପ୍ରଶଂସା ବି କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *