ଜାଗର ଅମାବାସ୍ୟାରେ ଏ କି କାଣ୍ଡ ! ଅନ୍ଧବିଶ୍ଵାସ ପାଇଁ ସ୍ତ୍ରୀ ସହ ସ୍ଵାମୀ ଯାହା କରୁଛି ଦେଖିଲେ ଲୋମ ଟାଙ୍କୁରି ଉଠିବ…

ଅମାବାସ୍ୟାରେ ତ-ନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବ-ଳି, ହତୟଆ ପରେ ଉଲ-ଗ-ନ କରି ମଶାଣିରେ ଚାଲିଛି ପୂଜା । ପି-ଶା-ଚ ସ୍ଵାମୀର ବ-ଳି ପୂଜା ଦେଖି ସମସ୍ତେ ତାଯୁବ । ତେବେ ବନ୍ଧୁଗଣ ଏବେ ଏଭଳି ଏକ ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ତେବେ ବଳି ଦେଇଥିବା ପି-ଶା-ଚ ସ୍ଵାମୀ ଗଣମାଧ୍ୟମ ଆଗରେ କହିଛି- ‘ମୁଁ ଧରିକି ଆସିଲି ମୁଁ କହିଲି ମୋ ମାଆ ଯଦି ଠିକ ଅଛି ମୁଁ ମାକୁ ବ-ଳି ଅର୍ପଣ କରିବି । ମୋତେ କହିବା ଲାଗି କାହାର ସାହାସ ନାହିଁ କି କାହାର ସହଯୋଗ ବି ନାହିଁ । ମୋ ଅଜା ଶିଖେଇ ଥିଲେ 50-60 ବର୍ଷ ଆଗରୁ । ସେ ବି ଏମିତି ଆଣୁ ଥିଲେ ମୁଁ ବି ମୋ ସ୍ତ୍ରୀକୁ ଆଣିଛି’ । ତେବେ ଦର୍ଶକ ବନ୍ଧୁ 50 ରୁ 60 ବର୍ଷ ତଳୁ ଅଜା ଶିଖାଇଥିବା ତନ୍ତ୍ର ବିଦ୍ୟା ପାଇଁ ସ୍ତ୍ରୀକୁ ମ-ଆରି ଉଲ-ଗ-ନ କରି ମା’ଙ୍କୁ ଅର୍ପଣ କରୁଛନ୍ତି ବୋଲି କହୁଛି ଅଭିଯୁକ୍ତ ।

ପୁରା ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ  । ସ୍ତ୍ରୀ’ର କ୍ଷ-ତ-ଆକ୍ତ ମୃ-ତ-ଦେ-ହକୁ ଉଲ-ଗ-ନ କରାଯାଇଛି  । ଜଙ୍ଗଲରେ ଏକ ପିଢା ଉପରେ ମୃତ ସ୍ତ୍ରୀକୁ ରଖି ସିନ୍ଦୁର ଧୂପ ସହ ମା’ ଭୈରବୀଙ୍କୁ ଅର୍ପଣ କରାଯାଉଛି । ଏଭଳି ଏକ ଲୋ-ମ-ଟାଙ୍କୁରା ଘଟଣା ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ । ମୃତ ମହିଳା ଜଣକ ହେଉଛନ୍ତି ଆମ୍ବ ପଳାଶ ଗାଁର ମମତା ଖଟୁଆ ।

ପି-ଶା-ଚ ସ୍ଵାମୀ ଅଷ୍ଟମ ଖଟୁଆ ସ୍ତ୍ରୀକୁ ହତୟଆ ପରେ ଉଲ-ଗ-ନ କରି ଜଙ୍ଗଲ ମଧ୍ୟରେ ଥିବା ପିଢ ଉପରେ ପୂଜା ଅର୍ଚ୍ଚନା କରୁଥିବା ନେଇ ଖବର ଆସିଥିଲା । ଆଉ ଏ ଥିଲା ଘଟଣା ସ୍ଥଳର ଦୃଶ୍ୟ । ଶିବରାତ୍ରିରେ ତନ୍ତ୍ର ସାଧନା ପାଇଁ ହତୟଆ କରା ଯାଇଥିବା ସନ୍ଦେହ କରା ଯାଉଛି । ତେବେ ମହିଳାଙ୍କ ଦେ-ହ-ରେ ଅନେକ କ୍ଷ-ତ ଚିହ୍ନ ରହିଛି । ପୂର୍ବରୁ ମହିଳା ଜଣକ ନିଜ ସ୍ଵାମୀ ଏବଂ ତିନି ଛୁଆଙ୍କୁ ଛାଡି ଅଷ୍ଟମ ଖଟୁଆଙ୍କ ସହିତ ପଳାଇ ଆସିଥିଲେ ।

ପାରିବାରିକ ଜୀବନରେ ପ୍ରତିଦିନ କଳହ ହେଉଥିବାର ମଧ୍ୟ ପୋଲିସ ସୂତ୍ରରୁ ଖବର ମିଳିଛି । ଏବେ ପି-ଶା-ଚ ସ୍ଵାମୀକୁ ପୋଲିସ ଗି-ର-ଫ କରି କୋର୍ଟ ଚାଲାଣ କରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *