ଡାଲଖାଇ ସାଙ୍ଗକୁ ଲମ୍ୱା ଲମ୍ୱା ଚୁଲ୍ ଗୀତ ଗାଇଲେ ଯୋଡ଼ା ମୁଣ୍ଡ ଶିଶୁ Jaga…ଖେଳୁଛନ୍ତି ଆଉ ମସ୍ତି ବି କରୁଛନ୍ତି, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ତେବେ ବନ୍ଧୁଗଣ ଅନେକ ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ଜରିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ଯୋଡା ମୁଣ୍ଡ ଶିଶୁ ଗୀତ ଗାଉଥିବାର ନଜର ଆସୁଛନ୍ତି । ଶିଶୁ ଜଣକ ଅତି ଖୁସିର ସହ ଗୀତ ଗାଉଛନ୍ତି । ଆଉ ଏହି ଭିଡିଓକୁ ଦେଖି ଅନେକ ଲୋକ ଶିଶୁଙ୍କ ଗୀତକୁ ବେସ ପସନ୍ଦ କରିଛନ୍ତି ।

ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଡାଲଖାଇ ସାଙ୍ଗକୁ ଲମ୍ୱାଲମ୍ୱା ଚୁଲ୍ ଗୀତ ଗାଉଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା । କେବଳ ଗୀତ ଗାଉ ନାହାନ୍ତି ସେ ଖେଳୁଛନ୍ତି ଆଉ ମସ୍ତି ବି କରୁଛନ୍ତି । ଜଗାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ କଟକ ଏସସିବି ମେଡିକାଲକୁ ଅଣାଯାଇଛି । ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ତାକୁ ରଖାଯାଇଛି ।

ତେବେ କଟକ ମେଡିକାଲରେ ଥିବା ସମୟରେ ସେ ଏଭଳି ଭାବରେ ଗୀତ ଗାଇ ସମସ୍ତଙ୍କ ମନ ଜିତି ଛନ୍ତି । ଜଗାଙ୍କ ଗୀତକୁ ସମସ୍ତ ଲୋକ ବେସ ପସନ୍ଦ କରିଛନ୍ତି । ଆଉ ଏହି ଭିଡିଓଟି ଏବେ ମୋବାଇଲ ରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଅନେକ ଲୋକ ଏହି ଭିଡିଓ ଦେଖି ମତ ପ୍ରକାଶ ବି କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *