ଯାଦୁ (Fungal infection) କାହିଁକି ହୁଏ ଓ କେମିତି ବ୍ୟାପେ ? ଜାଣନ୍ତୁ ଏହାର ଚିକିତ୍ସା (Dr Kishan Agarwal)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଜାଦୁ ଏକ ଚର୍ମ ରୋଗ ଅଟେ । ଏହା ଆମ ଦେହ ସାରା ହୋଇ ଥାଏ । ଯେତେବେଳେ ଆମେ ଅପରିଷ୍କାର ଥାଉ  । ଏହି ଭଳି କୁହା ଯିବାର କାରଣ କଣ ଆପଣ ମାନେ ଜାଣିଛନ୍ତି କି ଏହାର କାରଣ ହେଉଛି ଆମର କ୍ଲାଇମେଟ । ଆପଣ ମାନେ ଜାଣିଥିବେ କି ଆମ ଦେଶରେ ପାଣି ପାଗ କିଭଳି ବଡଲୂ ଥାଏ ।
ମାତ୍ର ଯଦି ଦେଖିବା ଅପାଇନ ଯିବା ତ ଜାଣି ପାରିବା କି ଏହିଜାଗର ପରିବେଶ ସବୁ ବେଳେ ଗରମ ରୁହେ ।

ତେଣୁ କରି ଦେଖିବା ଯଦି ଏହି ଜାଗାର ଲୋକ ଙ୍କ ଦେହରେ ସବୁ ବେଳେ ମଏଶ୍ଚର ରହୁ ଥାଏ । ତେଣୁ କରି ଯେଉଁ ଜାଗାରେ ପଣି ପାଗରେ ଅଧିକ ମଏଶ୍ଚର ଥାଏ ସେହି ଜାଗାରେ ଆପଣ ଜାଣିଥିବେ କି ଅଧିକ ଝାଳ ମଧ୍ୟ ହୋଇ ଥାଏ। ତେବେ ସାଧାରଣତଃ ଦେଖିବା ପାଇ ଗଲେ ଏହା ଏକ ପ୍ରକାର ଡିଆଁ ରୋଗ କାରଣ ହେଉଛି କି ଏହି ରୋଗ ଯଦି ଜଣଙ୍କୁ ହୋଇଛି ପରିବାର ରେ ସଭିଙ୍କୁ ଏହା ହୋଇ ଜୀବ ।

ଏହାର କାରଣ ହେଉଛି କି ପରିବାର ଲୋକ ମାନେ ସାଧାରଣତଃ ଏକ ବାଥରୁମ ବ୍ୟଭାର କରନ୍ତି । ଏହି ରୋଗ ଦେଖିବା ପାଇଁ ସାଧାରଣ କୁଣ୍ଡିଆ ରୋଗ ଭଳି ଆରମ୍ଭ ହୋଇ ଥାଏ ଧୀରେ ଧୀରେ ଏହା ଗୋଲ ଆକାର ରେ ବଢିବା ପାଇଁ ଲାଗେ ଓ ମଝି ଜାଗା ଧଳା ହୋଇ ଯାଏ। ତେବେ ଅନେକ ଲୋକ ଏହାକୁ ଲାଜ ଅନୁଭବ କରି କୁହନ୍ତି ନି ଓ ବଜାର ରୁ ଷ୍ଟେରଏଡ କ୍ରିମ ଆଣିକି ଲଗାଇ ଥାନ୍ତି ।

ଏହାକୁ  ଲଗାଇବା ଦ୍ଵାରା ଏହା କିଛି କ୍ଷଣ  ପାଇଁ ଭଲ ହୋଇଯାଏ ଓ କିଛି ସମୟରେ ଏହା ଅଧିକ ହୋଇ ଯାଏ । ତେଣୁ କରି ଆପଣ ଏହାକୁ କିଣିବା ଆଗରୁ ଡାକ୍ତର ଙ୍କ ସହ ପରାମର୍ଶ କରି ନିଅନ୍ତୁ । କିଛି ଜଣ ଏହାକୁ ଜାଣି ମଧ୍ୟ ପାରନ୍ତି ନି କିଛି ଲୋକମାନଙ୍କ ପାଖରେ ଏହା ମୁଣ୍ଡରେ ମଧ୍ୟ ଦେଖା ଯାଏ।

ଏହାକୁ ସେମାନେ ରୂପୀ ବୂଳି ଭାବି ଥାନ୍ତି । ଏହା ସହ କିଛି ଜାଗାରେ ଏହା ହୋଇ ଥାଏ ଯେଉଁ ଜାଗା ସବୁ ବେଳେ ଓଦା ରୁହେ ଜେଭଳି ଆପଣଙ୍କ ପାଦ ଓ ହାତ । ଯେଉଁ ମାନେ ଘରେ କାମ କରନ୍ତି ଅଧିକ ସେମାନାଙ୍କ ନଖରେ ମଧ୍ୟ ଏହା ହୋଇ ଥାଏ । ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଏହା କେବଳ ଏକ ଚର୍ମ ରୋଗ ଏହା ନୁହେଁ ଏହା ଏକ ଖୁବ ଶୀଘ୍ର ମାଡୁ ଥିବା ରୋଗ।

କିଛି ଲୋକ ଯେଉଁ ମାନେ ଝାଳ ହୋଇ ଆସୁଛନ୍ତି ଆଗ ନିଜ ଦେହକୁ ଶୁଖାଇ କି ତା ପରେ ଡ୍ରେସ ପିନ୍ଧାନ୍ତୁ କେବଳ ସେତିକି ନୁହେଁ ଯଦି ଆପଣ ବର୍ଷା ରେ ମଧ୍ୟ ଭିଜି ଛନ୍ତି ତେବେ ଆପଣ ଆଗେ ପୋଛି ହୋଇକି ତା ପରେ ଆପଣ ଡ୍ରେ ପିନ୍ଧାନ୍ତୁ ଘରେ ଥିବା ବେଳେ ଆପଣ ଢିଲା ଡ୍ରେସ ପିନ୍ଧନ୍ତୁ। ଜାଡୀ ଜାଦୁ ହୋଇଛି ତ ଡାକ୍ତର ଙ୍କ ପରାମର୍ଶ ନେଇକି କାମ କରନ୍ତୁ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *