ଯଦି ଏହି ଗଛ କେଉଁଠି ମିଳିଯାଏ ତା ହେଲେ ଧନବାନ ହେବାରୁ ଆପଣଙ୍କୁ କେହି ବି ଅଟକାଇ ପାରିବେ ନାହିଁ, ଜଲ୍ଦି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣଙ୍କ ଘରେ ବିଶୃଙ୍ଖଳା ଓ ଧନର ଅଭାବ ବା କୌଣସି ସମସ୍ୟା ହେଉଛି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଏହି ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । କାରଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଗଛ ବିଷୟରେ କହିବୁ ଯାହାକୁ ଆପଣ ଘରେ ଲଗାଇଲେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ । ପରିବାରରେ କେତେବେଳେ ଧନର ଅଭାବ ହୋଇଥାଏ ତ କେତେବେଳେ ବାଦବିବାଦ ।

ଆପଣମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଉପାୟ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଉପାୟର ସମାଧାନ ପାଇଁ ଏକ ଗଛର ନାମ କହିବାକୁ ଯାଉଛୁ ସେହି ଗଛଟି ହେଉଛି ଅରଖ ଗଛ । ସାଧାରଣତଃ ଅଧିକାଂଶ ଲୋକଙ୍କ ଘର ପାଖରେ ଏହି ଗଛ ଦେଖିବାକୁ ମିଳିଯିବ । ଅରଖ ଗଛର କ୍ଷୀର ବିଶାକ୍ତ ହୋଇଥାଏ । ହେଲେ ଏଥିରେ ଭଗବାନ ଗଣେଶ ବାସ କରନ୍ତି ।

ତେବେ ଯଦି ଆପଣଙ୍କ ଘର ପାଖରେ ଏହି ଗଛ ରହିଛି ତାହାଲେ ତୁରନ୍ତ ଏହି ଗଛର ଚେରକୁ ଆଣି ନିଜ ଘର ବାହାରେ ତଥା ବଗିଚାରେ ଲଗାନ୍ତୁ । ଯେହେତୁ ଏହି ଗଛର କ୍ଷୀର ବିଶାକ୍ତ ହୋଇଥାଏ ସେଥିପାଇଁ ଏହାକୁ ଘର ବାହାରେ ତଥା ବଗିଚାରେ ଲଗାଇବା ଉପଯୋଗୀ ହୋଇଥାଏ । ଏହି ଗଛକୁ ଆପଣ ନିଜ ଘରର ବଗିଚାରେ ଲଗାଇବା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହି ଗଛକୁ ଆପଣ ନିଜ ଘର ସାମ୍ନାରେ ଲଗାଇ ଦେବେ ।

ତେବେ ଯଦି ଆପଣଙ୍କର ଖରାପ ସମୟ ଚାଲିଥାଏ ତାହାଲେ ଆପଣ ଏହି ଗଛର ଚେରକୁ ଆଣି ନିଜ ଘରେ ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରୁ ବ୍ୟାଡ ଲକ ଦୂର ହୋଇଯିବ । ଯେକୌଣସି ପୂର୍ଣ୍ଣିମା ଦିନ ଆପଣ ଏହି ଗଛର ଚେରକୁ ଏକ ନାଲି କପଡାରେ ବାନ୍ଧି ଘରେ ରଖନ୍ତୁ ଓ ଏହାର ପୂଜା ଅର୍ଚନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଉପରେ ଥିବା ସମସ୍ତ ଦୁଷ୍ଟ ଗ୍ରହମାନଙ୍କ ପ୍ରଭାବ ଶାନ୍ତ ହୋଇଯିବ । ଏହା ସହିତ ଆପଣ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ ।

ତେବେ ଯଦି ଆପଣଙ୍କ ଘରେ ବାଦବିବାଦ ଲାଗି ରହିଛି ବା ବିଶୃଙ୍ଖଳା ଲାଗିରହିଛି ତା ହେଲେ ଆପଣ ସବୁଦିନ ଅରଖ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଓ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ହେଉଥିବା ସମସ୍ତ ବାଦବିବାଦ ଦୂର ହୋଇଯିବ । ଏହାର ଚେରକୁ ପୂଜା କରି ଆପଣ ନିଜ ପାଖରେ ରଖିପାରିବେ ଏହା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ଭୟ ଦୂର ହୋଇଯିବ ।


ତେବେ ହେଲେ ଏହି ଗଛକୁ ଭୁଲ ରେ ମଧ୍ୟ ହାଣିବେ ନାହିଁ ଓ ଗୋଇଠା ମାରିବେ ନାହିଁ । ଏହି ସମସ୍ତ ଉପାୟ କରିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ ଓ ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବ । ଏହି ସବୁ ଉପାୟକୁ ଶୀଘ୍ର କରି ଏହାର ଆନନ୍ଦ ନିଅନ୍ତୁ ଓ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଏହି ଚମତ୍କାରୀ ଉପାୟ ବିଷୟରେ କୁହନ୍ତୁ।

ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *