‘ହଁ ଅର୍ଚ୍ଚନାର ଦୋଷ, ସେ ଡାକିଲା ହେଲେ ତମେ ଓଡିଆ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ କାହିଁକି…’ କଣ କହିଲେ Madhumita, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଅର୍ଚ୍ଚନା ସୋସିଆଲ ମିଡିଆ ମାଧ୍ୟମରେ ଅନେକ ବଡ ବଡିଆ ଲୋକଙ୍କୁ ପ୍ରେମ ଜାଲରେ ଫସାଉ ଥିଲେ ଆଉ ତାଙ୍କୁ ନିଜ ଘରକୁ ଡାକି ତାଙ୍କ ସହ ଶାର-ଇରିକ ସମ୍ପର୍କ ରଖୁଥିଲେ । ଶାରୀରିକ ସମ୍ପର୍କର ଭିଡିଓ ସେ ଏକ ସିକ୍ରେଟ କ୍ୟାମେରାରେ କଏଦ କରି ରଖୁଥିଲେ । ଆଉ ଏହା ପରେ ସେ ସବୁ ବ୍ୟକ୍ତି ମାନଙ୍କ ଠାରୁ ଟଙ୍କା ଲୁଟୁ ଥିଲେ ।

ତେବେ ଏଥିରେ ଓଡିଆ ପ୍ରଜଜୋକ ଅକ୍ଷୟ ପରିଜା ବି ସାମିଲ ଅଛନ୍ତି । ଅକ୍ଷୟଙ୍କ ଅର୍ଦ୍ଧ ନ-ଗନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ପରେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ଜଣେ ମହିଳା ସମାଜ ସେବି ନିଜର ବଡ ବୟାନ ଦେଇଛନ୍ତି । ଉକ୍ତ ମହିଳା ସମାଜସେବୀ ଜଣକ କହିଛନ୍ତି-‘ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରିର ଅବସ୍ଥା ଯାହା ସେ ଫିଲ୍ମ ହଲ ପାଉ ନାହାନ୍ତି ।

ଯଦି ତମେ ନିର୍ଦେଶକ ହେଇକି ତମେ କହୁଛ ସେ ତମକୁ ବ୍ଲ-ଆକ ମେଲ କରୁଥିଲା । ତା ହେଲେ ସେ ଫଟୋ ଗୁଡିକ କେଉଁଠୁ ଆସିଲା । ଫଟୋ ଗୁଡିକ ଯଦି ଏମିତି ସୋସିଆଲ ମିଡିଆରେ ବୁଲିବ ତା ହେଲେ ଆପଣ ମାନଙ୍କର ଫିଲ୍ମ ଦେଖିବା ପାଇଁ କିଏ ଯିବ । ଗତ କିଛି ଦିନ ତଳେ ଦୁଇଟି ହିରୋ ହିରୋଇନଙ୍କର ମାମଲା ସାମ୍ନାକୁ ଆସିଥିଲା ସେହି ହିରୋ ହିରୋଇନଙ୍କ ଫିଲ୍ମ ନେଲେ କି କେହି ।

ତେଣୁ ତମେ ମାନେ କହିବ ଯେ ଝିଅର ଦୋଷ ହଁ ଝିଅର ଦୋଷ ଅଛି । ହେଲେ ତମେ କାହିଁକି ଝିଅ ପାଖକୁ ଗଲ ଯେଉଁଥି ପାଇଁ ଏସବୁ ହେଲା । ମୁଁ ଭୁବନେଶ୍ବର ଡିସିପିଙ୍କୁ ଧନ୍ୟବାଦ କହିବି କାରଣ ସେ ଆସିଲା ପରେ ଏତେ ବଡ ମାମଲାର ପରଦାଫାସ ହେଲା । ଏଠି ମୁଁ କହିବାକୁ ଚାହେଁ ସେ ଝିଅର ଦୋଷ ଅଛି ତା ସହ ତାର ସ୍ଵାମୀର ଦୋଷ ବି ଅଛି । ଏହା ସହ ଏଠି କେତେକ ରାଜନେତା, କେତେକ ବିଜନେସ ମ୍ୟାନ ଆଉ କେତେକ ଫିଲ୍ମ ଲୋକ ଯାଇଛନ୍ତି ।

ସେ ଝିଅକୁ ଧରିଦେଲେ ହେଲେ ଏମାନେ ଖସି ଗଲେ । ସେ ଝିଅ ସେମାନଙ୍କୁ ଘରକୁ ଡାକି ତାଙ୍କୁ ବ୍ଲ-ଆକ ମେଲ କରି ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ଲୁଟିଛି । ଏ କେବେ ଠାରୁ ଆଉ କେତେ ପଇସା କମଇଲାଣି ତାକୁ କେହି ଧରି ପାରୁ ନଥିଲେ କାରଣ ଏଠି ବଡ ବଡିଆଙ୍କର ହାତ ଅଛି’ । ତେବେ ଦର୍ଶକ ବନ୍ଧୁ ଏଭଳି ଭାବରେ ସମାଜସେବୀ ଜଣକ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *