ଯଦି ଆପଣଙ୍କ ଦାନ୍ତ ମଝିରେ ବି ଅଛି ଏମିତି ଗ୍ୟାପ ବା ପାଦର ଆକୃତି ଏହିପରି ଅଟେ ତ ଆପଣ ଏହାକୁ ନିଶ୍ଚୟ ଦେଖନ୍ତୁ (Samudrika Shastra)

ନମସ୍କାର ବନ୍ଧୁଗଣ ତେବେ ପାଦର ଆଙ୍ଗୁଠିରୁ ଜାଣନ୍ତୁ ଆପଣ ଭାଗ୍ୟଶାଳୀ କି ନାହିଁ ଏହା ସହିତ ଆମେ ଜାଣିବା ଦାନ୍ତ ମଝିରେ ଥିବା ଗେପ୍ କଣ କହିଥାଏ କିଛି ମହିଳା ମାନଙ୍କର ନିଶ ଅଛି ତ ଏପରି ମହିଳାମାନେ ଘର ପାଇଁ ଭାଗ୍ୟ ଶାଳୀ କି ନୁହେଁ ଏବଂ ଏହା ସହିତ ଜାଣିବା ଯେଉଁ ପୁରୁଷ ମାନଙ୍କର ନିଶ ଦାଢ଼ି ଆସିନଥାଏ ବାସ୍ତୁ ଅନୁସାରେ ଏହି ପୁରୁଷମାନେ କିପରି ହୋଇଥାନ୍ତି । ବନ୍ଧୁଗଣ ପୃଥିବୀରେ ଯେତେବେଳେ ମନୁଷ୍ୟ ଜନ୍ମ ନେଇଥାନ୍ତି ।

ତେବେ ନିଜ ଭାଗ୍ୟ ସେଥିରେ ଆଣିଥାନ୍ତି ଭାଗ୍ୟ ଯଦି ସାଥ ଦେଇଥାଏ ବିନା ପରୀକ୍ଷାରେ ସେ ସଫଳତା ପାଇଥାଏ ଶାସ୍ତ୍ରୀରେ ଶରୀରର ଗଢ଼ଣୀ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ବିସ୍ତାର କରି ଜଣେଇ ଦିଆଯାଇଛି କିଛି ଏମିତି ବି ଲକ୍ଷଣ କୁହାଯାଇଛି ଯାହାଦ୍ଵାରା ଆପଣ ଜାଣି ପାରିବେ ବ୍ୟକ୍ତି ଭାଗ୍ୟଶାଳୀ ବା ଦୁର୍ଭାଗ୍ୟଶାଳୀ ଯଦି ଆପଣଙ୍କ ପାଖରେ ଏଥିରୁ ମଧ୍ୟରୁ କିଛିବି ଲକ୍ଷଣ ବା ଚିହ୍ନ ଥାଏ ତେବେ ଆପଣ ଜାଣି ପାରିବେ ଭାଗ୍ୟ ଆପଣଙ୍କର ସାଥ ଦେଉଛି ।

ତେବେ ଆଜି ଆସନ୍ତୁ ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ ଯାହାଦ୍ଵାରା ବ୍ୟକ୍ତି ଭାଗ୍ୟଶାଳୀ କି ନାହିଁ ଜଣା ପଡିବ ତେବେ ଆମେ ଦେଖିଥାନ୍ତି କି ପାଦର ଆଙ୍ଗୁଳି ସମାନ ରହିଥାଏ କିନ୍ତୁ ବୋହୁତ ଲୋକ ଏମିତି ଅଛନ୍ତି ଯାହାର ପାଦର ଆଙ୍ଗୁଳି ଅଧା ବଙ୍କଡା ଥାଏ କେବେ ପାଦର ଆଙ୍ଗୁଠି ସାନ କେବେ ବାକି ଆଙ୍ଗୁଠି ଠାରୁ ବଡ ହୋଇଥାଏ ଏହି ଆଙ୍ଗୁଠି ବଡ଼ ହେବାର କାରଣ ଅଲଗା ମହତ୍ତ୍ଵ ରହିଥାଏ ଶାସ୍ତ୍ର ଅନୁସାରେ ଏମିତି କୁହାଯାଇଛି କି ଆପଣଙ୍କ ଶରୀରରେ ଉପସ୍ଥିତ ଅଙ୍ଗ ଆପଣଙ୍କ ବିଷୟରେ ବୋହୁତ କିଛି କହିଥାଏ ପାଦର ଲମ୍ବା ଆଙ୍ଗୁଳିର ରହସ୍ୟ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଯାହାର ପାଦର ପ୍ରଥମ ଆଙ୍ଗୁଠିର ଦ୍ଵିତୀୟ ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ ଏମିତି ମଣିଷ ଊର୍ଯାବାନ୍ ହୋଇଥାନ୍ତି ଏବଂ କିଛି କରିବାର ଲକ୍ଷ୍ୟ କରିଥାନ୍ତି ଯାହାର ପାଦର ପ୍ରଥମ ଆଙ୍ଗୁଠିର ଦ୍ଵିତୀୟ ଆଙ୍ଗୁଠି ଛୋଟ ହୋଇଥାଏ ସେ ସବୁବେଳେ ଖୁସିରେ ରହିଥାଏ କିମ୍ବା ଖୁସୀ ରହିବାକୁ ଚେଷ୍ଟା କରିଥାଏ । ଯଦି ଆପଣଙ୍କ ପାଦର ଆଙ୍ଗୁଠି ସମାନ ହୋଇଥାଏ କିମ୍ବା ଆପଣଙ୍କ ପାଦର ଆଙ୍ଗୁଠି ଦୁଇଟି ଯାକ ସମାନ ଥାଏ ଏବଂ ବାକି ଆଙ୍ଗୁଠି ଛୋଟ ହୋଇଥାଏ ।

ସମାଜରେ ଆପଣ ପରିଶ୍ରମ ପାଇଁ ପରିଚୟ ହୋଇଥାନ୍ତି ବୋହୁତ ସ୍ତିରିକୃତ ହୋଇଥାନ୍ତି ଏମିତି ବ୍ୟକ୍ତି ଲଢେଇ ଝଗଡ଼ା ଠାରୁ ଦୂରେଇ ରହିଥାନ୍ତି । ଯେଉଁ ବ୍ୟକ୍ତିର ପାଦର ଆଙ୍ଗୁଠି ବିଲକୁଲ୍ ଛୋଟରୁ ବଡ ହୋଇଥାଏ ଏମାନେ ସବୁବେଳେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିବାରେ ଲାଗିଥାନ୍ତି ନିଜର ଅଧିକାର ବିଷୟରେ କଥା ହୋଇଥାନ୍ତି ଏମାନଙ୍କୁ ଏମିତି ଲାଗେ କି ଯାହା ମୁଁ ଭାବୁଛି ଯାହା ମୁଁ କରୁଛି ତାହା ହିଁ ଭଲ ।

ତେବେ ସମୁଦ୍ର ଶାସ୍ତ୍ର ଅନୁସାରେ କିଛି ଖାସ୍ ବ୍ୟକ୍ତି ମହିଳା ମଧ୍ୟ ପୁରୁଷମାନେ ଭାଗ୍ୟଶାଳୀ ଅଧିକ ହୋଇଥାନ୍ତି ତେବେ ଆସନ୍ତୁ ଜାଣିବା । ଚକା ମୁହଁ ଥିବା ବ୍ୟକ୍ତି ନିଶ୍ଚିତ ରୂପେ ଭାଗ୍ୟଶାଳୀ ହୋଇଥାନ୍ତି ଭଲ ଚାକିରୀ ସଫଳତା ଏମାନଙ୍କୁ ମିଳିଥାଏ । ଯଦି ଆପଣଙ୍କ ପାଦର ଆଙ୍ଗୁଠି ପାଦ ସହିତ ସମାନ ହୋଇଥାଏ ତଥା ପାଦର ଦୁଇଟି ଆଙ୍ଗୁଠି ସମାନ ଥାଏ ଏବଂ ବାକି ଆଙ୍ଗୁଠି ଛୋଟ ହୋଇଥାଏ ତେବେ ଏହାର ଅର୍ଥ ସମାଜରେ ଆପଣ ପରିଶ୍ରମ ପାଇଁ ପରିଚିତ ଅଟନ୍ତି ।

ତୀକ୍ଷ୍ଣ ବା ଧାରୁଆ ନାକ ଉପରେ ଥିବା କଳାଯାଇକୁ ବୋହୁତ ଶୁଭ ମାନାଥାଏ । ଯେଉଁ ଲୋକମାନଙ୍କର କାନ ସାଧାରଣ ସାମାନ୍ୟ ଠାରୁ ବଡ଼ ହୋଇଥାଏ ସେମାନେ ବି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଚନ୍ଦା ଲୋକ ସୁନ୍ଦରତା ଦୃଷ୍ଟିରୁ ଭଲ ମାନାଯାଏ ନାହିଁ କିନ୍ତୁ ଏହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଚନ୍ଦା ଲୋକ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ମଥାର ମଝିରେ କଳାଯାଇ ଥାଏ ତେବେ ଏମିତି ବ୍ୟକ୍ତି ବୋହୁତ ଲକି ହୋଇଥାନ୍ତି ଠିକ୍ ଏମିତି ହାତର ଡାହାଣରେ କିମ୍ବା ଡାହାଣ ଆଖିରେ ଯଦି କଳାଯାଇ ଥାଏ ଏମିତି ବ୍ୟକ୍ତି ବୋହୁତ ଖାସ୍ ହୋଇଥାନ୍ତି ଏବଂ ଭାଗ୍ୟଶାଳୀ ହୋଇଥାନ୍ତି ।

ମୁକ୍ତା ଭଳି ସଫା ଦାନ୍ତ କାହାକୁ ବା ପସନ୍ଦ ହୋଇ ନଥାଏ ଏବଂ ବିନା ଫାଟ ଥିବା ଦାନ୍ତ ଭଲ ଦେଖା ଯାଇଥାଏ କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଦାନ୍ତ ମଝିରେ ଫାଙ୍କା ଥାଏ ତେବେ ଏମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏମିତି ବ୍ୟକ୍ତି ଚାକିରୀରେ ଉଚ୍ଚ ପଦବୀରେ ରହିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ଟିକେ ବାହାରକୁ ବାହାରି ରହିଥାଏ ତେବେ ଏମାନେ ଜିଦ୍ଦି ଓ ଅଧିକ କଥା କହିବା ସ୍ୱଭାବର ହୋଇଥାନ୍ତି ।

ଶାସ୍ତ୍ର ଅନୁସାରେ ମହିଳାମାନେ ସମୟ ସମୟରେ ନିଶକୁ ସଫା କରିବା ଦରକାର ଏହି ଅଙ୍ଗରେ ଚୁଟି ରହିବ ବର୍ବାଦିର କାରଣ ହୋଇଥାଏ । ଦର୍ଶକ ବନ୍ଧୁ ଯେଉଁ ପୁରୁଷ ମାନଙ୍କ ନିଶ ବା ଦାଢ଼ି ବଢ଼ି ନଥାଏ ଏହି ବ୍ୟକ୍ତିର ଜୀବନରେ ବୋହୁତ କଷ୍ଟ ରହିଥାଏ ମାନାଯାଏ ଏମିତି ବ୍ୟକ୍ତିମାନେ ଜୀବନରେ ଅସଫଳତା ରହି ଯାଇଥାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *