Swapna Shastra- ସ୍ଵପ୍ନରେ ମୃତ ପରିଜନ ! ଯଦି ଆପଣଙ୍କୁ ଦେଖା ଦେଉଛି ଏମିତି 5 ଟି ସ୍ଵପ୍ନ ଭୁଲରେ ବି ଅନ୍ୟ କାହାକୁ କୁହନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ତେବେ ସ୍ୱପ୍ନ ମଣିଷ ନିଜ ଜୀବନ ଭିତରେ ଅନେକ ସ୍ୱପ୍ନ ଦେଖିଥାଏ ,ରାତିରେ ଶୋଇଲା ବେଳେ ଆମେ ଜାଣି ନଥାଉ କି ଆମେ କୋଉ ଦୁନିଆରେ ରହିଛୁ ଆଉ ସେହି ସମୟରେ ଏମିତି କିଛି ଭାବନା ଆମ ଭିତରେ ଚାଲି ଥାଏ ତାହା ଶୋଇ ଉଠିଲା ପରେ ଜାଣି ପାରୁ ନାହିଁ । ତେବେ ଏମିତି କିଛି ସ୍ୱପ୍ନ ଥାଏ ଯାହା ରାତି ଅଧରେ ବି ଆମ ନିଦ ଭାଙ୍ଗିଦିଏ ଆଉ ତାପରେ ଆମକୁ ଆଉ ନିଦ ହୁଏ ନାହିଁ । ତେବେ ଆଉ କିଛି ସ୍ୱପ୍ନ ବି ରହିଛି ଯାହା ସକାଳୁ ଉଠିଲେ ଆମର ମନେ ରହେ ନାହିଁ ।

ତେବେ ଆମେ ଯାହାବି ସ୍ୱପ୍ନ ଦେଖିଥାଉ ତାହାକୁ ଆମେ ସକାଳେ କାହାକୁ ନା କାହାକୁ କହିଦେଇ କିନ୍ତୁ ଜାଣିଛନ୍ତି ଶାସ୍ତ୍ର ଅନୁଯାୟୀ ସବୁ ସ୍ୱପ୍ନ କାହାକୁ କହିବା ଭୁଲ ଅଟେ । ଏହା ଦ୍ବାରା ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ଖୁସି ଆଉ ଆସେ ନାହିଁ । ତେବେ ୫ଟି ସ୍ୱପ୍ନ ରହିଛି ଯାହାକୁ ଆମେ କାହାକୁ କେବେ କହିବା ଅନୁଚିତ ତେବେ ସେଗୁଡିକ କଣ କଣ ଆସନ୍ତୁ ଜାଣିବା ।

୧- ପ୍ରଥମରେ ହେଉଛି ଯଦି ଆପଣ ମାନେ ଏହିପରି କିଛି ସ୍ୱପ୍ନ ଦେଖୁଛନ୍ତି ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ଅର୍ଥାତ ସ୍ୱପ୍ନରେ ସମୁଦ୍ର , ବୃକ୍ଷଲତା,ପାହାଡ, ନଦୀ ଏହି ସମସ୍ତ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ହିଁ ବଡ ଖୁସି ଖବର ଆସିବାକୁ ଯାଉଛି । ଯେମିତିକି ପ୍ରକୃତିର ପାଖକୁ ଗଲେ ଆମର ମନ ପ୍ରସନ୍ନ ହୋଇଥାଏ ଠିକ ସେହିପରି ଏହି ସ୍ୱପ୍ନର ଅର୍ଥ ତାହା ହିଁ ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି ମୃତ ସମ୍ବନ୍ଧୀୟ ସ୍ୱପ୍ନ । ତେବେ ବେଳେ ବେଳେ ଆମେ ଏମିତି ସ୍ୱପ୍ନ ଦେଖିଥାଉ ୟେଉଁଥିରେ ଆମେ ନିଜର ବା ଅନ୍ୟ କାହାର ମୃତ୍ୟୁ ବିଷୟରେ ଦେଖିଥାଉ । ଏହିପରି ସ୍ୱପ୍ନ ଦେଖିବା ପରେ ଆମେ କେବେ କେବେ ଡରିଯାଉ । ଯଦି ଆପଣ ମାନେ ଏପରି ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ ବିଚଳିତ ହୁଅନ୍ତୁ ନାହିଁ । କାରଣ ମୃତ୍ୟୁର ସ୍ୱପ୍ନ ଆପଣଙ୍କର ସମସ୍ୟାର ଅନ୍ତ ହେବାର ଦର୍ଶାଇଥାଏ । ମାତ୍ର ଏହି ସ୍ୱର୍ନକୁ କାହା ଆଗରେ କହିଲେ ତାହା ଫଳ ପ୍ରଦ ହୁଏ ନାହିଁ ।

୩- ତୃତୀୟ ରେ ହେଉଛି ସର୍ପ ଦର୍ଶନ ସମ୍ବନ୍ଧିତ । ତେବେ ଆପଣ ମାନେ ସ୍ୱପ୍ନରେ ସାପ ଦେଖନ୍ତି ତେବେ ଆପଣ ମାନେ ଡରି ଯାଆନ୍ତି ମାତ୍ର ସ୍ୱପ୍ନରେ ସାପ ଦେଖାଗଲେ ଡରିବାର କୌଣସି ଆବଶ୍ୟକତା ନାହିଁ । କାରଣ ସ୍ୱପ୍ନରେ ସାପ ଦେଖିଲେ ଆପଣଙ୍କର ଆଗକୁ ଆସୁଥିବା ସମୟ ବ୍ୟାପାର ବା କାର୍ଯ୍ୟରେ ଉନ୍ନତି ଘଟିବ । ମାତ୍ର ଏହି ସ୍ୱପ୍ନ କାହାକୁ କହିଲେ ତାହା ଫଳ ପ୍ରଦ ହେବ ନାହିଁ ।

୪- ଚତୁର୍ଥ ରେ ହେଉଛି ଭଗବାନଙ୍କ ଦର୍ଶନ । ତେବେ ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ଭଗବାନଙ୍କର ଦର୍ଶନର ପ୍ରାପ୍ତି ହୋଇଥାଏ ତେବେ ଏହାର ଅର୍ଥ ଏହା କି ଆପଣଙ୍କର ଜୀବନରେ ବହୁତ ଜଲଦି ହିଁ ଖୁସି ଆସିବା ପାଇଁ ଯାଉଛି । ସ୍ୱପ୍ନରେ ଭଗବାନଙ୍କର ଦର୍ଶନର ଅର୍ଥ କିଛି ବଡ ସଫଳତାର ସୂଚନା ଅଟେ । ସେଠିପାଇଁ ଆପଣ ମାନେ ଏହି ସ୍ୱପ୍ନକୁ କେବେବି କାହା ଆଗରେ ସେୟାର କରିବେ ନାହିଁ ନଚେତ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ନାହିଁ ।


୫- ପଞ୍ଚମ ରେ ହେଉଛି ଯଦି ଆପଣ ସ୍ୱପ୍ନରେ କୌଣସି ପ୍ରକାରର ମାଛ ପହଁରୁଥିବାର ଦେଖନ୍ତି ବା ଆପଣ ବା ଅନ୍ୟ କୌଣସି ଲୋକ ମାଛ ଖାଉ ଥିବାର ସ୍ୱପ୍ନରେ ଦେଖନ୍ତି ତେବେ କାହାକୁ ବହୁତ ହିଁ ଶୁଭ ମାନାଯାଏ । ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ଏହା କି ଅଚାନକ ଧନ ଲାଭ ହେବା । ଆଗକୁ ଆସୁଥିବା ଏକ ମାସ ଭିତରେ ହିଁ ମିଳି ଯାଇଥାଏ । ଯେଉଁଥିପାଇଁ ଆପଣ ମାନେ ଏହି ସ୍ୱପ୍ନକୁ କାହା ଆଗରେ କହିବେ ନାହିଁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *