ଯଦି ଆପଣ ବି କାହା ମନର Current Feeling ଜାଣିବାକୁ ଚାହୁଁଛନ୍ତି ! ତେବେ କୌଣସି ଏକ ନମ୍ବରକୁ Choose କରନ୍ତୁ Tarot Card

ଆମେ ସମସ୍ତେ ଅନେକ ସମୟରେ ନିଜ ଫେବ୍ରେଟ ପର୍ଶନର ମନରେ ଆମ ପାଇଁ କେଉଁ ପ୍ରକାର ଭାବନା ରହିଛି ? ତାହା ଜାଣିବା ପାଇଁ ବହୁତ ଇଚ୍ଛା କରିଥାଉ । ହେଲେ କେବେକେବେ ତାଙ୍କ ମୁହଁରୁ ଆମେ ଜାଣିପାରିଥାଉ ତ ଅନ୍ୟ କେତେବେଳେ ଆମେ ଜାଣି ବି ପାରି ନଥାଉ । ହେଲେ ଆପଣ କାହାର ମନରେ ବର୍ତ୍ତମାନ ଆପଣଙ୍କ ପାଇଁ କ’ ଣ ଚାଲିଛି ଜାଣିବାକୁ ଚାହୁଁଥାନ୍ତି । ତେବେ ବୋତଲ ମଧ୍ୟରେ ଥିବା 4 ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟେଇ ନମ୍ବରକୁ ବାଛନ୍ତୁ ।

1; – ପ୍ରଥମ ନମ୍ବରକୁ ବାଛିଥିବା ଲୋକ ବର୍ତ୍ତମାନ ସମୟରେ ବହୁତ ହିଁ ଖୁସିରେ ଅଛନ୍ତି । ତାଙ୍କ ମଧ୍ୟରେ ପଜିଟିଭ ଚିନ୍ତାଧାରା ରହିଛି । ଯଦି ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଲଭର ହୋଇଥାନ୍ତି । ତେବେ ଆମେ ଏଠାରେ କହି ରଖିବୁ । ଯେ ଏହି ବ୍ୟକ୍ତି ଜଣଙ୍କ ବହୁତ ଭଲ । ଆପଣଙ୍କୁ ମଧ୍ୟ ସେ ଜୀବନ ସାରା ବହୁତ ଭଲରେ ରଖିବାକୁ ଚେଷ୍ଟା କରୁଛନ୍ତି ।

2; – ଯେଉଁ ମାନେ ଦିତୀୟ ନମ୍ବରକୁ ବାଛିଛନ୍ତି । ଏହି ବ୍ୟକ୍ତି ବର୍ତ୍ତମାନ ସମୟରେ କୌଣସି ନା କୌଣସି କାରଣ ପାଇଁ ବହୁତ ଚିନ୍ତାରେ ରହିଥିବାର ଜଣା ପଡ଼ୁଛନ୍ତି । ସ୍ଥିପାୟନ ତାଙ୍କ ମନ ମଧ୍ୟ ଦୁଃଖରେ ଅଛି । ତେବେ ଆପଣକ ପାଇଁ ତାଙ୍କ ମନରେ ନିରାଶ ଭାବନା ରହିଛି । ସେ ଭାବୁଛନ୍ତି କି ଆପଣ ଉଭୟଙ୍କ ମଧ୍ୟରେ ଯଥେଷ୍ଟ ଦେଖା କି କଥାବାର୍ତ୍ତା ହୋଇ ପାରୁନାହିଁ । ହେଲେ ଯେଉଁ ନିରାଶ ଭାବ ତାଙ୍କ ମନରେ ଆପଣଙ୍କ ପାଇଁ ଅଛି । ଯଦି ଆପଣ ଦୁହିଙ୍କର କଥାବାର୍ତ୍ତା ହୋଇଯିବ । ତେବେ ତାହା ସବୁ ଠିକ ହୋଇଯିବ ।

3; -ଯେଉଁ ମାନେ ତୃତୀୟ ନମ୍ବରକୁ ବାଛିଛନ୍ତି । ସେହି ପର୍ଶନ ଜଣଙ୍କ ବର୍ତମାନ ବହୁତ ଭଲରେ ଅଛନ୍ତି । ନିଜ ଜୀବନରେ କିଛି ନୂଆର ଆରମ୍ଭ କରିବାକୁ ଭାବୁଛନ୍ତି ବା ନୂଆ ଆରମ୍ଭ କରିସାରିଲେଣି । ଯଦି ଏହି ପର୍ଶନ ଜଣଙ୍କୁ ନେଇ ଆପଣ ରିଲେସନ ଆଗକୁ ନେବା ପାଇଁ ଚାହୁଁଥାନ୍ତି । ତେବେ ସେହି ବ୍ୟକ୍ତି ଜଣଙ୍କ କିନ୍ତୁ ନିଜର ପରିବାର ଓ ନିଜର କାମ ବା ବୀଜନେସ୍ କୁ ବହୁତ ସିରିଏସ ଅଛନ୍ତି । ବର୍ତ୍ତମାନ ସମୟରେ ଲଭ ରିଲେସନକୁ ନେଇ ଅଧିକ ମାତ୍ରାରେ ସିରିଏସ କିନ୍ତୁ ଏହି ବ୍ୟକ୍ତି ନାହାନ୍ତି ।

4; -ଏଠାରେ ଯାହାଙ୍କ କଥା ବି ଆପଣ ଜାଣିବାକୁ ଚାହୁଁଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଆଗାମୀ ସମୟରେ ଏକ ନିଷ୍ପତ୍ତି ନେବା ପାଇଁ ଚାହୁଁଛନ୍ତି । ହେଲେ ସେ ଯାହା ବି କିଛି କରିବେ । ତାହା ସଉ ଭାବିଚିନ୍ତି ଭଲ ସକାରାତ୍ମକ ଏନର୍ଜିରେ ସବୁ କିଛି ଭଲ କରିବେ ବୋଲି ଜଣା ପଡୁଛି । ତାଙ୍କର ଆଗାମୀ ନିଷ୍ପତ୍ତି ଆପଣଙ୍କ ପାଇଁ ଯାହା ବି ହେବ ସବୁ ଭଲ ହିଁ ହେବ ବୋଲି ଜଣା ପଡୁଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *