Jadeja ଙ୍କୁ RCB ପାଇଁ ଖେଳିବାକୁ ପରାମର୍ଶ ଦେଉଛନ୍ତି ଫ୍ୟାନ୍ସ, ଟ୍ରେଣ୍ଡ ହେଉଛି ଟ୍ବିଟ, କାରଣ କଣ ଜାଣନ୍ତୁ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ RCB ଚାଲିଆସ । ଭଗବାନ ଭଳି ପୂଜା କରିବୁ । ତେବେ ଖବର ମୁତାବିକ ଏଭଳି କିଛି କମେଣ୍ଟ ବର୍ତ୍ତମାନ ସମୟରେ ଟ୍ବିଟରରେ ବେଶ ଚର୍ଚା ହେବାକୁ ଲାଗିଛି । ତେବେ ରବୀନ୍ଦ୍ର ଜାଡେଯା ଚେନ୍ନାଇ ସୁପର କିଂର ଜଣେ ଦକ୍ଷ ଖେଳାଳୀ । ସେ ନିଜର ପଦର୍ଶନରେ ନିଜ ଦଳ ପାଇଁ ସୁନାମ ଆଣିଦେଇଛନ୍ତି । ଯାହା ଯୋଗୁ ଜାଡେଯାଙ୍କର ଫ୍ୟାନ ଫୋଲୋଇଙ୍ଗ ସବୁବେଳେ ତାଙ୍କର ଦିୱାନା ଅଟନ୍ତି ।

ହେଲେ ଫ୍ୟାନ ମାନଙ୍କ ଜାଡେଜାଙ୍କୁ ନେଇ କରୁଥିବା ଏଭଳି କିଛି ଟ୍ବିଟ ଏହା କି ପ୍ରକାର ସୂଚନା ବୋଲି ଆଲୋଚନା ହେବାରେ ଲାଗିପଡିଛି । ଯେଉଁଠାରେ କି ଟ୍ବିଟରରେ ଜାଡେଯାଙ୍କୁ ନେଇ କମ୍ ଟୁ RCB ବୋଲି ଜଣେ ଫ୍ୟାନ ଟ୍ବିଟ କରିଥିଲେ । ହେଲେ ସେ କଣ ଭାବି ଏହା କହିଥିଲେ, ତାହା ଯଦିଓ ବହୁ ଲୋକ ସ୍ପଷ୍ଠ ଭାବେ ଜାଣିପାରୁନାହାନ୍ତି । ହେଲେ ଏହାକୁ ନେଇ ଚର୍ଚା ଜୋର ଧରୁଛି ।

କାରଣ କିଛି ଦିନ ଧରି ଚେନ୍ନାଇ ସୁପର କିଂ ଟିମରେ ରବୀନ୍ଦ୍ର ଜାଡେଯା ଖେଳୁଥିବା ବେଳେ ସେ ନିଜର ଭଲ ପଦର୍ଶନ ତ ବହୁ ସମୟରେ କରିଥାନ୍ତି । ହେଲେ କିଛି ଚେନ୍ନାଇ ଫ୍ୟାନ ମାନେ ରବୀନ୍ଦ୍ର ଜାଡେଯାଙ୍କୁ ସମର୍ଥନ କରୁନାହାନ୍ତି ବୋଲି କଥା ଚର୍ଚାକୁ ଆସିଥିଲା । ଏହାପରେ ଜାଡେଜାଙ୍କ ଟ୍ବିଟ ମଧ୍ୟ ଚର୍ଚାକୁ ଆହୁରି ସରଗରମ କରିବାକୁ ଖୋରାକ ଯୋଗାଇଛି । ତେବେ ରବୀନ୍ଦ୍ର ଜାଡେଜା ମଧ୍ୟ ନିଜେ ଏହିଭଳି କିଛି କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ଓ ଜାଡେଜାଙ୍କ ମଧ୍ୟରେ କିଛି ବିବାଦ ରହିଛି । ହେଲେ ଗୁଜୁରାଟ ବିପକ୍ଷ ମ୍ଯାଚରେ ସେପରି କିଛି ଦେଖିବାକୁ ମିଳିନଥିଲା । ହେଲେ ଅପର ପକ୍ଷରେ ଆଉ ଜଣେ ଫ୍ୟାନ କହିଛନ୍ତି । ଯେ ରୋୟାଲ ଚାଲେଞ୍ଜର୍ଷକୁ ଚାଲିଆସ । ଭଗବାନଙ୍କ ଭଳି ତମକୁ ପୂଜା କରିବୁ । ଆଉ ଜଣେ ଫ୍ୟାନଙ୍କ ଲେଖା ଅନୁଯାଇ ରବୀନ୍ଦ୍ର ଜଡେଜା ରୋୟାଲ ଚାଲେଞ୍ଜରକୁ ଆସିବା ଉଚିତ ।

ହେଲେ କିଏ ପୁଣି କହୁଛି । ବିରାଟ କୋହଲୀଙ୍କୁ ଯଦି ଟ୍ରଫି ଜିତିବାର ଅଛି । ତେବେ ସେ ଚେନ୍ନାଇ ଟିମରେ ଆସି ସାମିଲ ହୋଇଯାଆନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *