ଯବାନଙ୍କ ଜୀବନ ନେଇଥିବା ମାଓବାଦୀ ଏବେ ପୋଲିସ କବଜା ରେ..ପୋଲିସ ଭୟରେ କଲେ ଆତ୍ମସମର୍ପଣ !

ମୁଣ୍ଡ ଉଡିବା ଭୟରେ ଧରା ଦେଲା କୁଖ୍ୟାତ ମାଓ କମାଣ୍ଡର । ଯବାନ ଙ୍କୁ ମାରିଥିଲେ ଏବେ ପୋଲିସର ଜାଲ ରେ ପଡିଲେ କମାଣ୍ଡର । ହଁ ଦର୍ଶକ ବନ୍ଧୁ ଏହି କମାଣ୍ଡର ଜଣକ ଜଙ୍ଗଲ ରେ ଲୁଚି ରହି ଯବାନ ଙ୍କୁ ମାରି ଦେଉଥିଲେ । ଯବାନ ମାନଙ୍କର ଜୀବନ ନେବାକୁ ଏମାନଙ୍କୁ ଭଲ ଲାଗେ । ଜବାନଙ୍କର ଜୀବନ ନେଇ ଏମାନେ ଖୁସି ମନାନ୍ତି । ଆଉ ଏବେ ପୋଲିସ ହାତରେ ଧରା ପଡିଛନ୍ତି କୁଖ୍ୟାତ ମାଓ କମାଣ୍ଡର । ମାଓବାଦୀ ମାନଙ୍କୁ ହେଉଥିବା ଏନକାଉଣ୍ଟର ଭୟରେ ଆସି ପୋଲିସ ମାନଙ୍କ ପାଖରେ ସରେଣ୍ଡର କରିଛନ୍ତି ମାଓ କମାଣ୍ଡର ।

ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ବଢିବାରେ ଲାଗିଛି ମାଓବାଦୀ ମାନଙ୍କର ଉପସ୍ଥିତି । ଯାହାକୁ ନେଇ କଠୋର ହୋଇଛି ପୋଲିସ ଓ ସେନା । ସୂଚନା ଅନୁଯାୟୀ ଏବେ ଜଙ୍ଗଲରେ ଚାଲିଛି ମାଓବାଦୀ ମାନଙ୍କୁ ଏନକାଉଣ୍ଟର । ମାଓବାଦୀ ମାନଙ୍କୁ ଦେଖିବା ମାତ୍ରେ ପୋଲିସ ଓ ଯବାନ ମାନେ ଗୁଳି କରିବା ଆରମ୍ଭ କରି ଦେଉଛନ୍ତି । ଯାହା ପାଇଁ ଭୟରେ ଦୁଇ ଜଣ ମାଓ କମାଣ୍ଡର ଧରା ଦେଇଛନ୍ତି । ଦୁଇ ମାଓବାଦୀ ଙ୍କୁ ଆରେଷ୍ଟ କରିଛି କାଁକେର ପୋଲିସ । ମାଓ କମାଣ୍ଡର ବିନୋଦ ଅବଲମ୍ବ ଓ ଆଶୁକ କୋର୍ଶା କୁ ଗିରଫ କରା ଯାଇଛି । ଉଭୟଙ୍କ ନାମରେ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ଏମାନେ ବିଭିନ୍ନ ମାଓ କାର୍ଯ୍ୟ ରେ ଲିପ୍ତ ଥିବା ନେକେ କାଁକେର ପୋଲିସ ସୂଚନା ଦେଇଛନ୍ତି । ଦୁହିଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ କରା ଯାଇଛି । ଏତେ ପରିମାଣରେ ବିସ୍ଫୋରକ ଏମାନଙ୍କ ପାଖରେ ଥିଲା ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ଅନ୍ୟ ପଟେ ମାଓବାଦୀ ମାନଙ୍କର ଷଡଯନ୍ତ୍ର ଏବେ ବିଫଳ ହେବାରେ ଲାଗିଛି । ସବୁ ଷଡଯନ୍ତ୍ର ଏବେ ଫେଲ ମାରୁଛି । ଜଙ୍ଗଲ ଭିତରେ ପଶି ମାଓବାଦୀ ମାନକ କ୍ୟାମ୍ପ ରେ ପଶି ସେନା ଓ ପୋଲିସ ଆକ୍ରମଣ କରୁଛନ୍ତି । ପୋଲିସ ମାନଙ୍କର ଜାଲ ରେ ଫାସୁଛନ୍ତି କୁଖ୍ୟାତ ମାଓ କମାଣ୍ଡର ।

ଯବାନ ମାନେ ଦିନକୁ ଦିନ ସହିଦ ହେବା ପରେ ଏବେ ସର୍ଚ୍ଚ ଅପରେସନ କଠୋର ହୋଇଛି । ମାଓବାଦୀ ମାନଙ୍କୁ ଦେଖିବା ମାତ୍ରେ ଡାଇରେକ୍ଟ ଏନକାଉଣ୍ଟର କରୁଛନ୍ତି ସେନା ଓ ପୋଲିସ । ଯେଉଁ ଏନକାଉଣ୍ଟର ରେ ଜଣେ ମାଓ କମାଣ୍ଡର ଗୁଡୁ ମଣ୍ଡାରୀ ଓରଫ ଦାସରୁ କୁ ଏନକାଉଣ୍ଟର କରା ଯାଇଥିଲା ।

ତେବେ ଦିନକୁ ଦିନ ମାଓବାଦୀ ମାନନ୍କର କାର୍ଯ୍ୟ କଳାପ ବଢିବାରେ ଲାଗିଛି ଯାହା ପାଇଁ ଯବାନ ଓ ପୋଲିସ ଅଧିକାରୀ ମାନେ ଏଭଳି କଠୋର ହେବାରେ ଲାଗିଛନ୍ତି । ଆଉ ମାଓବାଦୀ ମାନଙ୍କୁ ଦେଖିବା କ୍ଷଣି ଏନକାଉଣ୍ଟର କରିବା ଆରମ୍ଭ କରି ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *