Odia Gk Questions- Book ର ଫୁଲ ଫର୍ମ କଣ ? LIC ର ଫୁଲ ଫର୍ମ କଣ ? ଏହା ସହିତ ଜାଣନ୍ତୁ 16 ଟି Full Form…

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଆଲୋଚନା କରିବା। ଯାହା ଦ୍ୱାରା ଆପଣ କିଛି ଅଜଣା ପ୍ରଶ୍ନ ବିଷୟରେ ଜାଣି ପାରିବେ ଏବଂ ଏହାର ଉତ୍ତର ମଧ୍ୟ ଜାଣି ପାରିବେ। ତେବେ ଏହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ବୃଦ୍ଧି ମଧ୍ୟ ହେବ ତେବେ ଆସନ୍ତୁ ଜାଣିନେବା ସେହି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ।

୧- ଓଟିଭି ର ଫୁଲ ଫର୍ମ କଣ?
ଉତ୍ତର- ଓଡିଶା ଟେଲିଭିଜନ।

୨- ଟିଆରପି ର ଫୁଲ ଫର୍ମ କଣ?
ଉତ୍ତର- ଟେଲିଭିଜନ ରେଟିଂ ପଏଣ୍ଟ।

୩- ଏଲ ଆଇ ସି ର ଫୁଲ ଫର୍ମ କଣ?
ଉତ୍ତର- ଲାଇଫ ଇନ୍ସୁରାନ୍ସ କର୍ପୋରେସନ।

୪- ଏନଟିପିସି ର ଫୁଲ ଫର୍ମ କଣ ?
ଉତ୍ତର- ନେସନାଲ ଥର୍ମାଲ ପାୱାର କର୍ପୋରେସନ।

୫- ଆଇ ଏ ଏସ ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଡିଆନ ଆଡ଼ମିନିସ୍ତ୍ରେଟିଭ ସର୍ଭିସ।

୬- ଆଇ ପି ଏସ ର ଫୁଲଫର୍ମ କଣ ?
ଉତ୍ତର- ଇଣ୍ଡିଆନ ପୋଲିସ ସର୍ଭିସ।

୭- ଆଇ ଏସ ଏସ ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଟରନେସନାଲ ସ୍ପେସ ଷ୍ଟେସନ।

୮- ସି ଏଚ ସି ର ଫୁଲ ଫର୍ମ କଣ?
ଉତ୍ତର- କମ୍ୟୁନିଟି ହେଲଥ ସେଣ୍ଟର।

୯- ଆଇ ଏସ ଆଇ ର ଫୁଲ ଫର୍ମ କଣ?
ଉତ୍ତର- ଇଣ୍ଡିଆନ ଷ୍ଟାଣ୍ଡର୍ଡ଼ ଇନଷ୍ଟିଚ୍ୟୁଟ।

୧୦- ବି ଆର ଡ଼ି ର ଫୁଲ ଫର୍ମ କଣ?
ଉତ୍ତର- ବିଜନେସ ରିକ୍ୟୁଆରମେଣ୍ଟ ଡକ୍ୟୁମେଣ୍ଟ।

୧୧- ସି ଡ଼ି ର ଫୁଲ ଫର୍ମ କଣ?
ଉତ୍ତର- କମ୍ପାକ୍ଟ ଡିସ୍କ।

୧୨- ଜି ଆଇ ଇ ଟି ର ଫୁଲ ଫର୍ମ କଣ?
ଉତ୍ତର- ଗାନ୍ଧୀ ଇନଷ୍ଟିଚ୍ୟୁଟ ଆଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି।

୧୩- ଡ଼ି ଏମ ର ଫୁଲ ଫର୍ମ କଣ?
ଉତ୍ତର- ଡ଼ାଇରେକ୍ଟ ମେସେଜ।

୧୪- ଏମ ବି ର ଫୁଲ ଫର୍ମ କଣ?
ଉତ୍ତର- ମେଗା ବାଇଟ।

୧୫- ଏମ ବି ଡ଼ି ର ଫୁଲ ଫର୍ମ କଣ?
ଉତ୍ତର- ମାଲହୋତ୍ର ବୁକ ଡେପ୍ଟ।

୧୬- ନାଟୋ ର ଫୁଲ ଫର୍ମ କଣ?
ଉତ୍ତର- ନର୍ଥ ଆଣ୍ଟଲାଟିକ ଅର୍ଗାନାଇଜେସନ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *