“ଯା ବିକ୍ରମ… ମୁଁ ତତେ ଖୁସି ଖୁସିରେ ଯିବାକୁ ଦେଲି, ତୋ ଖୁସିରେ ମୋ ଖୁସି, ତୁ ଖୁସିରେ ରହ” Rani panda

ଯା ବିକ୍ରମ ମୁଁ ତତେ ଖୁସିରେ ଯିବାକୁ ଦେଲି… ତୋ ଖୁସିରେ ହିଁ ମୋ ଖୁସି । ହଁ ଆଜ୍ଞା ଗତ କିଛି ଧରି ରାଣୀଙ୍କ ପ୍ରେମ କାହାଣୀ ଚର୍ଚାରେ ରହିଥିଲା । ବିକ୍ରମ ନାମକ ଏକ ପିଲା ରାଣୀଙ୍କର ପ୍ରେମିକ ଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ମଧ୍ୟରେ ବାହାଘର ପର୍ଯ୍ଯନ୍ତ ମଧ୍ୟ କଥା ଯାଇଥିଲା । ହେଲେ ବିକ୍ରମ ରାଣୀଙ୍କୁ ଭଲ ପାଇ ତାଙ୍କ ଠାରୁ ସ୍ଵାର୍ଥ ହାସଲ କରିସାରିଲା ପରେ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ତେବେ ଏହାପରେ ଅଭିନେତ୍ରୀ ରାଣୀ ପଣ୍ଡା ଯେ କେମିତି ପ୍ରେମରେ ଧୋକା ଖାଇ ଭାଙ୍ଗି ପଡିଥିଲେ ତାହା ସମସ୍ତଙ୍କୁ ଜଣା ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ରାଣୀ ପଣ୍ଡାଙ୍କର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ରାଣୀ ବିକ୍ରମକୁ ନେଇ କିଛି ଏଭଳି କଥା କହିଛନ୍ତି । ଯା ବିକ୍ରମ ତୁ ଯା । ମୁଁ ତୋତେ ଖୁସି ଖୁସିରେ ତୋ ବାଟରେ ତୋତେ ଯିବାକୁ ଦେଲି । କାରଣ ମୁଁ ତୋତେ କେବେବି ଜବରଦସ୍ତି ପ୍ରେମ କରି ନିଜ ପାଖରେ ରଖିବାକୁ ଚାହିଁନଥିଲି । ମୁଁ ତୋ ତୋତେ ହୃଦୟରୁ ପାଇବାକୁ ତତେ ଭଲ ପାଇଥିଲି । ହେଲେ ତୁ ଯଦି ଏବେ ମୋ ଠାରୁ ଅଲଗା ହେଇଯିବାକୁ ଚାହୁଁଛୁ ।

ତେବେ ମୁଁ ଆଉ ତୋ ବାଟରେ କଣ୍ଟା ହେଇକି ଠିଆ ହେବି ନାହିଁ । ମୁଁ ତୋତେ ଖୁସିରେ ଯିବାକୁ ଦେଉଛୁ । ତୋର ଯାହା ଇଛା ତୁ ସେଇଆ କର । ତୋର ଯେଉଁଥିରେ ଖୁସି ସେଇଟା କର । କାରଣ ହେ ବିକ୍ରମ ତୋ ଖୁସିରେ ହିଁ ମୋ ଖୁସି ରହିଛି । ମୁଁ ତୋତେ ହୃଦୟରୁ ପ୍ରକୃତରେ ଭଲ ପାଇଥିଲି ।  ହେଲେ ବିକ୍ରମ ତୁ ମୋ ସହ ଯାହା ବି କରିଲୁ । ସେମିତିକା କାମ ତୁ ଆଉ କେବେ କାହା ସହ କରିବୁ ନାହିଁ ।

ଯା ତୋ ଖୁସି ପାଇଁ ତୋତେ ଆଜି ମୁଁ ମୋ ଠାରୁ ଅଲଗା କରିଦେଉଛି । ମୁଁ ଭଗବାନଙ୍କୁ ଡାକୁଛି । ତୁ ବାହା ହେଇ ଭଲରେ ଘର ସଂସାର କର ।ଜୀବନରେ ତୁ ସବୁବେଳେ ଖୁସିରେ ରହ ।   ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *