IAS ପାଇଁ ସେ ସବୁବେଳେ ସ୍ଵପ୍ନ ଦେଖୁଥିଲେ, ତାଙ୍କ ସ୍ଵପ୍ନ ହିଁ ମୋ ସ୍ଵପ୍ନ ଥିଲା, ମୋ ସ୍ଵାମୀ IAS ପାଇବା ଜାଣି ବହୁତ ଖୁସି ଲାଗୁଛି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ IAS ହୋଇ ଓଡିଶା ପାଇଁ ସୁନାମ ଅର୍ଜନ କରିଥିବା ପ୍ରାଥୀ ହେଉଛନ୍ତି ସତ୍ୟପ୍ରକାଶ ମିଶ୍ର । ଜିଏକି ଚଳିତ ବର୍ଷ ୨୬୧ ରାଙ୍କରେ ରହି IAS ପଦବୀକୁ ଉର୍ତୀର୍ଣ୍ଣ ହୋଇପାରିଛନ୍ତି । ତେବେ ନିଜ ସ୍ଵାମୀ ସତ୍ୟପ୍ରକାଶଙ୍କ ଏତେ ବଡ ସଫଳତା ପରେ ତାଙ୍କ ସ୍ତ୍ରୀ ସୁଶ୍ରୀ ସୁଜାତା ଶତପଥୀଙ୍କ ମୁହଁରୁ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ପ୍ରତିକ୍ରିୟା ରହିଛି । ଯେଉଁଠାରେ ସତ୍ୟପ୍ରକାଶଙ୍କ ଧର୍ମପତ୍ନୀ କହିଛନ୍ତି । ଯେ ତାଙ୍କର ସଫଳତା ପାଇଁ ମୁଁ ବହୁତ ହିଁ ଖୁସି ଅଛି ।

ମୁଁ ଜାଣିଥିଲି ଯେ ସେ ଯେଉଁ ପ୍ରକାର ନିଜର ସ୍ଵପ୍ନ ପୂରଣ ପାଇଁ କଷ୍ଟ କରୁଛନ୍ତି । ତାଙ୍କୁ ତାଙ୍କର ଉଚିତ ଫଳ ନିହାତି ଭାବେ ମିଳିବ । କାରଣ ସେ କେତେ ରାତି ରାତି ଅନିଦ୍ରା ହୋଇକି ପାଠ ପଢିଥାନ୍ତି । ତାପରେ ଭଗବାନଙ୍କ ଆଶ୍ରୀବାଦ ପାଇଁ ହିଁ ସେ ଆଜି ତାଙ୍କ ଜୀବନରେ ଏତେ ବଡ ସଫଳତା ଆଚିଭ କରିପାରିଛନ୍ତି । ସେଥିପାଇଁ ମୁଁ ବହୁତ ବହୁତ ସାରା ଖୁସି ଅଛି । ମୁଁ ତାଙ୍କର ପାଠ ପଢା ବେଳେ ତାଙ୍କୁ କେବେବି ଡିଷ୍ଟର୍ବ କରେ ନାହିଁ ।

ତାଙ୍କୁ ଯେପରି କମଫରଟେବଲ ଲାଗିବ । ସେ ସେମିତି କରିକି ନିଜର ପାଠ ପଢିଥାନ୍ତି । ଖାଲି ମୁଁ କାହିଁକି ସମସ୍ତ ସ୍ତ୍ରୀ ନିଜ ନିଜର ସ୍ଵାମୀଙ୍କ ସଫଳତା ପରେ ବହୁତ ହିଁ ଖୁସି ଅନୁଭବ କରନ୍ତି । ଯେହେତୁ ସେ ସଂଘର୍ଷ କରିକି ଏତେ ସବୁ ପ୍ରାକ୍ଟିସ କରିଥିଲେ । ତେବେ ମୋର ଆଗରୁ ହିଁ ଆଶା ରହିଥିଲା ଯେ ତାଙ୍କୁ ସକସେସ୍ ମିଳିବ ବୋଲି ଏପରି କିଛି ନିଜର ମତ ସତ୍ୟପ୍ରକାଶଙ୍କ ଧର୍ମପତ୍ନୀ ଗଣ ମାଧ୍ୟମ ସମ୍ମୁଖରେ ବୟାନ କରିଛନ୍ତି ।

ତେବେ ସବୁ ପରେ ବି ସତ୍ୟପ୍ରକାଶଙ୍କର ଏହି ସଫଳତା ପାଇଁ ଭଗବାନଙ୍କ ଆଶ୍ରୀବାଦ ଆମ ଉପରେ ରହିଛି । କରମ ସବୁ କିଛି ତ ଭଗବାନଙ୍କ ହାତରେ ରହିଛି । ତଥାପି ଆମେ ଆମର କାମ ଆମର ଲକ୍ଷ ପାଇଁ ସବୁବେଳେ ପ୍ରୟାସ ଜାରୀ ରଖିବା ଉଚିତ । ଯାହାଦ୍ୱାରା ସଫଳତା ନିହାତି ଭାବେ ସମସ୍ତଙ୍କୁ ମିଳିପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *