Humane Sagar ଙ୍କ ଉପରେ ହଠାତ ରାଗିଗଲେ Sura bhaai, ଆଉ କହିଲେ ‘ହ୍ୟୁମାନ ସାଗର ତୁମର ଏତେ ଛୋଟ ପ୍ରକୃତି, ତୁମେ…’ ଦେଖନ୍ତୁ Video

ବନ୍ଧୁଗଣ, ସାଂସଦ ସୁର ରାଉତରାୟ କହିଛନ୍ତି ଯେ ହ୍ୟୁମାନ ସାଗର ଜଣେ ଭଲ ନିମାପଡା ଅଞ୍ଚଳ ର ସଦସ୍ୟ ଅଟନ୍ତି । ହ୍ୟୁମାନ ସାଗର ଗୀତ ଗାଇ ଓଡିଶା ରେ ନାଁ କମାଇଛନ୍ତି । ମାତ୍ର ଜଗନ୍ନାଥ ଙ୍କ ଭଜନ ଗାଇବା ପାଇଁ କାହିଁକି କୁଣ୍ଠାବୋଧ ? କ’ଣ ପାଇଁ ତୁମେ କୁଣ୍ଠାବୋଧ କରୁଛ ? ଏହି ଜଗନ୍ନାଥ ଙ୍କ ମାଟି ରେ ବଡ ବଡ ଗାୟକ ମହମ୍ମଦ ଅଜିଜ, ସିକନ୍ଦର ଆଲାମ, ସରୋଜନନ୍ଦ ମାନେ ଜଗତର ନାଥ ଜଗନ୍ନାଥ ଙ୍କ ପାଇଁ ବଢିଆ ଭଜନ ଗାଇ ଯାଇଛନ୍ତି ।

ମାତ୍ର ତୁମେ କାହିଁକି ଗାଇବନି ? ମାତ୍ର ତୁମେ ଓଲଟା ଧମକ ଦେଉଛ ଜାପାନୀ ଭାଇ ଙ୍କୁ ତପୁ ନାୟକଙ୍କୁ, କ’ଣ ପାଇଁ ତୁମେ ଧମକ ଦଉଛ ? କଟକ ରେ ତୁମକୁ ଜିଅନ୍ତା ମାରିଦେବେ । ତୁମ୍ଭେ ଗୋଟିଏ କଳାକାର ତୁମ୍ଭର କ’ଣ ଏ ଛୋଟ ପ୍ରକୃତି ? ତୁମର ପିଏ ଧମକ ଦେଉଛି, ମାତ୍ର ଏ କି କଥା ? କଳାକାର ନରମ ହେବା ଦରକାର ସାଧା ହେବା ଦରକାର, ସରଳ ହେବା ଦରକାର, ମଧୁର କଥା କହିବା ଦରକାର ।

ତୁରନ୍ତ ଏ ଧମକ ଧମକି ତଥା ଗଣ୍ଡୋଗଳ ଏଥିରୁ ଓହରୀ ଯାଅ । ଜଗନ୍ନାଥ ଙ୍କ ଭଜନ ଗାଅ । ତୁମର ଯେଉଁ ସୁନାମ ବଢିଛି ଆହୁରୀ ବଢିବ । ସୁର ରାଉତରାୟ ଏହା ମଧ୍ୟ କହିଛନ୍ତି ଯେ ମୁଁ ନିବେଦନ କରୁଛି ତୁମ୍ଭ ଭଳି ଗାୟକ ଜଗନ୍ନାଥ ଙ୍କ ଭଜନ ଗାଇ ବିଶ୍ଵ ରେ ନାଁ କରନ୍ତୁ, ଭାରତରେ ତଥା ଓଡିଶା ରେ ନାଁ କରନ୍ତୁ । ଏହି ଛୋଟ କାରବାର ତଥା ଝାମଲା ରେ ଆଦୌ ଫଶ ନାହିଁ, ଝମେଲା ରେ ଫଶନାହିଁ ।

ହ୍ୟୁମାନ ସାଗରକୁ ସାନ ଭାଇ ହିସାବରେ ମୋର ନିବେଦନ ତୁମ୍ଭ ପିଏ କୁ ୱାର୍ନିଙ୍ଗ ଦିଅ, ଝାମେଲା କରିବେ ନାହିଁ । ତୁମ୍ଭେ ସୁନାମ କରି ଚାଲିଛ, ଜଗନ୍ନାଥ ମହାପ୍ରଭୁ ଙ୍କ ଭଜନ ଗାଇବା ଆରମ୍ଭ କର । ତେବେ ବନ୍ଧୁଗଣ ଏହିଭଳି ସୁର ରାଉତରାୟ ନିବେଦନ କରି ହ୍ୟୁମାନ ସାଗର ଙ୍କୁ କହିଛନ୍ତି । ସୂଚନା ଅନୁଯାୟୀ ଗତ କାଲି ଥାନା ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିରୋଧରେ ଏକା ମାମଲା ରୁଜୁ ହୋଇଥିଲା ।

ମାମଲା ଟି ମ୍ୟୁଜିକ ଡାଇରେକ୍ଟର ଜାପାନୀ ଏବଂ ତପୁ ନାୟକଙ୍କର ଥିଲା ହ୍ୟୁମାନ ସାଗର ଆଲବମ ଗୀତ ଗାଇବା ବେଳକୁ ପଛାଉ ନାହାଁନ୍ତି, କିନ୍ତୁ ତାଙ୍କୁ ଜଗନ୍ନାଥ ଙ୍କ ଗୀତ ଗାଇବାକୁ କହିଲା ବେଳକୁ ମନା କରିଦେଉଛନ୍ତି ।  କହୁଛନ୍ତି ଯେ ମୁଁ ଗାଇ ପାରିବିନି ତଥା ଆମ୍ଭ ଧର୍ମ ରେ ନାହିଁ ଭଜନ ଗାଇବା । ତେବେ ଏଭଳି କହିବା କେତେ ଦୂରେ ଉଚିତ କାରଣ ଜଣେ କଳାକାର କେବେ ମଧ୍ୟ ଜାତିଧର୍ମ ଦେଖିବା କଥା ନୁହେଁ ।

ତାଙ୍କ ନିମନ୍ତେ ସମସ୍ତ ଜାତି ଧର୍ମ ସମାନ ରଖି ନିଜ କଳାକୁ ପ୍ରଦର୍ଶନ କରିବା ଉଚିତ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *