Exclusive: ହୋଟେଲରେ Archana Nag ଏମିତି କରୁଥିଲେ ଟଙ୍କା-ପଇସାର ଡିଲ, ଭାଇରାଲ ହେଲା Video

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏ ମୋବାଇଲ ରୁ ସେ ମୋବାଇଲକୁ ଏହି ଭିଡିଓଟି ଘୁରି ବୁଲୁଛି । ଆଉ ଏ ଭିଡିଓ ଦେଖିବା ପରେ ଅନେକ ନେତାଙ୍କ ମନରେ ଛନକା ପସିଲାଣି । ଅନେକ ବଡ ବଡିଆ ବାଉଳି ଚାଉଳି ହେଲେଣି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ବି ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଛି । ତେବେ କେବଳ ଅର୍ଚ୍ଚନାଙ୍କୁ ଗିରଫ କରିନି ପୋଲିସ, ଅର୍ଚ୍ଚନାଙ୍କ ଘର, ଫାର୍ମ ହାଉସ ଆଉ କାର ସୋ ରୁମ୍ ରେ ଚଢାଉ କରିଛି । ବନ୍ଧୁଗଣ ପୋଲିସ ମଧ୍ୟ ଅର୍ଚ୍ଚନାଙ୍କ ସମ୍ପତ୍ତି ଦେଖି ତାଯୁବ ହୋଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେହି ସୁନ୍ଦରୀ ସେହି ରାଣୀ ମହୁମାଛି ଅର୍ଚ୍ଚନା ନାୟକ । କୋଟି କୋଟି ଟଙ୍କାର ମାଲିକିଆଣୀ ଅର୍ଚ୍ଚନା ନାୟକ । ଦେହ ବିକ୍ରି କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା ଅର୍ଚ୍ଚନା ନାୟକ । ଯାହା ଘରେ କେତେ କଣ ସୁଟିଙ୍ଗ ହୋଇଛି ହଁ ଏ ସେହି ଅର୍ଚ୍ଚନା ନାୟକ ଯାହାର ପେଣ୍ଡ୍ରାଇଭରେ ଅନେକ ବଡ ବଡିଆଙ୍କ ଗୁମର ଲୁଚି ରହିଛି ।

ଭଲ କରି ଦେଖି ନିଅନ୍ତୁ ଏହି ଭିଡିଓକୁ ଏହି ଭିଡିଓରେ ନିଜେ ଅର୍ଚ୍ଚନା ନାୟକ ଅଛନ୍ତି । ଆଉ ଏ ଭିଡିଓଟି ଟଙ୍କା ଲେଣ ଦେଣ ସମୟର ଆଉ ତାହା ପୁଣି ଏକ ବିଳାସପୂର୍ଣ୍ଣ ହୋଟେଲରେ । ଦର୍ଶକ ବନ୍ଧୁ ଅର୍ଚ୍ଚନା ନାଗଙ୍କ ଫଣ୍ଡା ଟିକେ ଅଲଗା ପ୍ରକାର । ପ୍ରଥମେ ଫେସବୁକରେ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଉ ଥିଲେ ଆଉ ଫ୍ରେଣ୍ଡ ହେବା ପରେ ସେ ଆରମ୍ଭ କରୁଥିଲେ ଚାଟିଙ୍ଗ । ତାଙ୍କର ବଡ ବଡ ଘର ଅଛି ବଡ ବଡ ବିଜନେସ ଅଛି ଆଉ ଆକୁ ଦେଖିବା ପରେ କିଏ ବା ତାଙ୍କ ସହ ବନ୍ଧୁତା କରିବ ନାହିଁ ।

ବନ୍ଧୁତା କରିବା ପରେ ଘରକୁ ନିମନ୍ତ୍ରଣ ଆଉ ତା ପରେ କରନ୍ତି ଶାରୀରିକ ସମ୍ପର୍କ । ଏହାକୁ ରେକର୍ଡ କରନ୍ତି ଆଉ ତା ପରେ ମିଟିଂ ବସେ ଏହି ହୋଟେଲରେ । ଯେଉଁ ହୋଟେଲର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ହୋଟେଲରେ ହୁଏ ଲେଣ ଦେଣ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *