ହୋଟେଲ ‘ମେ ଫେୟାର’ରେ ଭାରତୀୟ Cricketer ଙ୍କୁ ମ୍ୟାଜିକ ଦେଖାଇଲେ ଯାଦୁଗର Jeevan Mishra, ଦେଖନ୍ତୁ କେମିତି ଖୁସିରେ ତାଳି ମାରିଲେ ଖେଳାଳି, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆସନ୍ତା କାଲି ଭାରତ ଓ ଦକ୍ଷିଣ ଆଫ୍ରିକାର ଟି20 ମ୍ଯାଚ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି । ଏନେଇ ଏବେ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଗତ କାଲି ଆମ ଭାରତୀୟ ଟିମ ଭୁବନେଶ୍ଵରର ମେ ଫେୟାର ହୋଟେଲରେ ରହିଥିଲେ । ବନ୍ଧୁଗଣ ସୂଚନା ମୁତାବକ ଏବେ ବି ଭାରତୀୟ ଟିମ ମେ ଫେୟାର ହୋଟେଲରେ ଅଛନ୍ତି । ଗତ କାଲି ଓଡିଶାକୁ ଭାରତୀୟ ଟିମ ଆସିବା ପରେ ଅତି ସୁନ୍ଦର ଭାବରେ ତାଙ୍କର ସ୍ଵାଗତ କରଯାଇଥିଲା ।

ମେ ଫେୟାର ହୋଟେଲ ଭିତରକୁ ପଶିବା ମାତ୍ରେ ତାଙ୍କୁ ବହୁତ ଭଲ ଭାବରେ ସ୍ଵାଗତ କରଯାଇଥିଲା । ତେବେ ଗତ କାଲି ରାତିଆରେ ଭାରତୀୟ ଟିମ ଡିନର କରିବା ସମୟରେ ମ୍ୟାଜିକ୍ ସୋ ଦେଖିଛନ୍ତି । ଭାରତୀୟ ଟିମ ଜାଦୁ ଦେଖିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଆମ ଦେଶ ପାଇଁ ଗର୍ବ ଗୌରବ ଆଣୁ ଥିବା ଭାରତୀୟ କ୍ରିକେଟ ଟିମକୁ କାଲି ସମସ୍ତ ସୁଖ ସୁବିଧା ମେ ଫେୟାର ହୋଟେଲରେ ଦିଆଯାଇଛି । ତାଙ୍କର କୌଣସି ଜିନିଷର ଅଭାବ ନ ହେବ ସେଥିପାଇଁ ଖାସ ଧ୍ୟାନ ମଧ୍ୟ ରଖାଯାଇଛି । ତେବେ ଭାରତୀୟ କ୍ରିକେଟ ଟିମ ଡିନର କରିବା ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ ଜାଦୁ ଦେଖାଇ ଛନ୍ତି ।

ଜାଦୁ ଦେଖାଇ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜୀବନ ମିଶ୍ର । ଜୀବନ ମିଶ୍ର ଜଣେ ଯାଦୁଗର ଅଟନ୍ତି । ସେ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି ମାନଙ୍କୁ ନିଜ ଜାଦୁ ଦେଖାଇ ତାଙ୍କ ମନ ଜିତି ଛନ୍ତି । ଭିଡିଓରେ ଜୀବନ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି ମାନଙ୍କୁ ଜାଦୁ ଦେଖାଉ ଛନ୍ତି ଆଉ ସମସ୍ତେ ଧ୍ୟାନର ସହ ଜୀବନଙ୍କ ଜାଦୁ ଦେଖୁଛନ୍ତି ।

ଜୀବନ ଜାଦୁ ଦେଖାଇବା ପରେ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି ବେସ ଅଧିକ ଖୁସି ହେଉଛନ୍ତି । ବନ୍ଧୁଗଣ ମ୍ୟାଚ ଆରମ୍ଭ ହେବାକୁ ମାତ୍ର ଆଉ କିଛି ଘଣ୍ଟା ରହିଛି ଆଉ ଏବେ ଭାରତୀୟ କ୍ରିକେଟ ଟିମର ଖେଳାଳି ମାନଙ୍କୁ ଏଭଳି ଭାବରେ ଖୁସି କରାଉଛନ୍ତି ଆମ ଓଡିଶା ବାସୀ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *