ହୀରୋ ନ ହେଇ କି ବି କେବଳ 5 ମିନିଟ ର ଅଭିନୟରେ ଫିଲ୍ମ କୁ ହିଟ କରି ଦେଉଥିଲେ ଏହି 5 ଜଣ ଅଭିନେତା, 2 ନମ୍ବର Actor ତ ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ବଲିଉଡ ଓ ସାଉଥ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଫିଲ୍ମ ସୁପର ହିଟ ହେବା ପରେ ସମସ୍ତେ ଫିଲ୍ମର ମୁଖ୍ୟ ଅଭିନେତା ଓ ମୁଖ୍ୟ ଅଭିନେତ୍ରୀ ମାନଙ୍କୁ ସମସ୍ତ ଶ୍ରେୟ ଦେଇଥାନ୍ତି । ହେଲେ ବନ୍ଧୁଗଣ କୌଣସି ଫିଲ୍ମ ସୁପର ହିଟ ହେବା ପାଇଁ ସେହି ଫିଲ୍ମର ସମସ୍ତ କଳାକାର ମାନଙ୍କ ଉପରେ ଏହି ବଡ ଦାଇତ୍ଵ ରହିଥାଏ । ତେବେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ କୌଣସି ଫିଲ୍ମରେ ମାତ୍ର ୫ ରୁ ୧୦ ମିନିଟର ଅଭିନୟ କରି ଫିଲ୍ମକୁ ସୁପର ହିଟ କରିଦେଇ ଦିଅନ୍ତି ।

ହେଲେ ଏହି କଳାକାର ମାନେ ମୁଖ୍ୟ ଅଭିନେତାର ଭୂମିକା ପଦର୍ଶନ କରି ନଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏହି ଟ୍ୟାଲେଣ୍ଟେଡ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ।

୧- ପ୍ରଥମ ରେ ହେଉଛନ୍ତି ମେହେର ମିତ୍ତଲ। ତେବେ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ମେହେର ମିତ୍ତଲ । ଆପଣ ମାନେ ସମସ୍ତେ ତାଙ୍କୁ ଅଧିକାଂଶ ହିନ୍ଦୀ ଫିଲ୍ମରେ ଦେଖିନଥିବେ । ହେଲେ ବନ୍ଧୁଗଣ ମେହେର ପଞ୍ଜାବୀ ଫିଲ୍ମର କମେଡି କିଙ୍ଗ ଅଟନ୍ତି । ଗୋଟେ ସମୟ ଏପରି ଥିଲା ଯେବେ ତାଙ୍କ ବିନା କୌଣସି ପଞ୍ଜାବୀ ଫିଲ୍ମ କରା ଯାଉନଥିଲା। ୧୯୩୫ ମସିହାରେ ପଞ୍ଜାବରେ ଜନ୍ମ ନେଇଥିବା ମେହେର ୩୦୦ ରୁ ଅଧିକ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି । ସେ ଯେଉଁ ଫିଲ୍ମରେ ରୁହନ୍ତି ସେହି ଫିଲ୍ମ ସୁପର ହିଟ ହୋଇଥାଏ।


୨- ଦ୍ଵିତୀୟ ରେ ହେଉଛନ୍ତି ବ୍ରହ୍ମାନନ୍ଦ। ତେବେ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥରେ ଫମ୍ସ କମେଡିଆନ ବ୍ରମ୍ହାନନ୍ଦମ । ବ୍ରମ୍ହାନନ୍ଦମ ଜଣେ ଏପରି କଳାକାର ଅଟନ୍ତି ଯାହାଙ୍କୁ ଭରତର ସମସ୍ତ ଲୋକ ଜାଣିଛନ୍ତି । ଆପଣ ମାନେ ସମସ୍ତେ ତାଙ୍କୁ ଅନେକ ସାଉଥ ଫିଲ୍ମରେ ଦେଖିଥିବେ । ବ୍ରମ୍ହାନନ୍ଦମଙ୍କ ଜନ୍ମ ୧ ଫେବୃୟାରି ୧୯୫୬ ମସିହାରେ ହୋଇଥିଲା । ସେ ସାଉଥର ଅନେକ ଫିଲ୍ମରେ ନଜର ଆସିଛନ୍ତି ଓ ସେ ବହୁତ କମ ସମୟ ପର୍ଯ୍ୟନ୍ତ ଫିଲ୍ମରେ ନଜର ଆସନ୍ତି ହେଲେ ତାଙ୍କ ଅଭିନୟ ପାଇଁ ଫିଲ୍ମ ସୁପର ହିଟ ହୋଇଯାଏ।


୩- ତୃତୀୟ ରେ ହେଉଛନ୍ତି ଅମରେଶ ପୁରି। ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭୁଇନେତା ଅମରେଶ ପୁରି । ଅମରେଶ ଉଭୟ କମେଡିଆନ ଓ ଖଳନାୟକର ଭୂମିକା ପଦର୍ଶନ କରନ୍ତି । ତାଙ୍କର ଜନ୍ମ ୨୨ ଜୁନ ୧୯୩୨ ମସିହାରେ ପଞ୍ଜାବରେ ହୋଇଥିଲା । ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ନିଜର ଅଭିନୟର ଯାଦୁ ଦେଖାଇ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ୧୨ ଜାନୁୟାରୀ ୨୦୦୫ ମସିହାରେ ଅମରେଶ ଏହି ଦୁନିଆ ଛାଡି ଚାଲି ଯାଇଥିଲେ।


୪- ଚତୁର୍ଥ ରେ ହେଉଛନ୍ତି ଜନି ଲିବର। ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ କମେଡିଆନ ଜନି ଲିବର । ଆପଣ ମାନେ ସମସ୍ତେ ଜନିଙ୍କୁ ଅନେକ ଫିଲ୍ମରେ କମେଡିଆନ ଭୂମିକାରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଜନି ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ନିଜ ପିତାଙ୍କ ସହ ହିନ୍ଦୁସ୍ଥାନ ଲିବର କମ୍ପାନୀରେ ମଜୁରିଆ କାମ ମଧ୍ୟ କରିଛନ୍ତି।୯୦ ଦଶକରୁ ଆଜି ପର୍ଯ୍ୟନ୍ତ ସେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି ଓ ଆଜି ସେ ଏକ ସଫଳ କଳାକାର ରୂପେ ପରିଚିତ ଅଛନ୍ତି।


୫- ପଞ୍ଚମ ରେ ହେଉଛନ୍ତି ମନୋରମା। ତେବେ ଅଭିନେତ୍ରୀ ମନୋରାମା ବିନା ବଲିଉଡ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ୮୦ ଦଶକରେ ୧୦୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବାରୁ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ରେକର୍ଡ କରାଯାଇଛି। ମନୋରାମା ତାଙ୍କ ଜୀବନରେ ୧୫୦୦ ରୁ ଅଧିକ ଚଳଚ୍ଚିତ୍ର ଏବଂ ୫୦୦ ରୁ ଅଧିକ ନାଟକରେ ଅଭିନୟ କରିଥିଲେ। ଇଣ୍ଡଷ୍ଟ୍ରିର ସମସ୍ତେ ମନୋରାମାକୁ ଆଚି ବୋଲି କହୁଥିଲେ । ଏହି ଅଭିନେତ୍ରୀ ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *