ଦେଖନ୍ତୁ ହୀରୋ Biswa Bhusan ଙ୍କ ଗ୍ରାଣ୍ଡ ରିସେପ୍ସନ ର ଫୁଲ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସିନେମା ଦେଖୁଥିବେ ଏବଂ ନିଜର ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ହେଉ କିମ୍ବା ଧାରାବାହିକ ଆପଣ ମାନେ ଦେଖିବାକୁ ଭୁଲୁ ନଥିବେ । ତେବେ ଆପଣ ମାନେ ଏହା ବି ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡିଆ ର ଯୁଗ ଏବଂ ଲୋକମାନେ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରହୁଛନ୍ତି । ତେବେ ଲୋକମାନେ ନିଜ ନିଜର ମନ ପସନ୍ଦ ର କଳାକାର ମାନଙ୍କ ଜୀଵନ ରେ କଣ ଘଟଣା ଘଟୁଛି ତାହା ସବୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଜରିଆରେ ଆମେ ସହଜ ରେ ଏବଂ ସୁବିଧା ରେ ଜାଣି ପାରୁଛୁ । ତେବେ ସେମାନଙ୍କ ସହ ମିଶି ମଧ୍ୟ ପାରୁଛୁ ।


ତେବେ ବର୍ତ୍ତମାନ ସବୁଆଡେ ଚାଲିଛି ବାହାଘର ସିଜିନ ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ବାହାଘର ଉତ୍ସବ ଚାଲୁଛି । ତେବେ କିଛି କଳାକାର ବିବାହ ବନ୍ଧନ ରେ ଆବଦ୍ଧ ହୋଇ ସାରିଛନ୍ତି ଏବଂ ଆଉ କିଛି କଳାକାର ଆଗାମୀ ଦିନ ରେ ବିବାହ କରିବାକୁ ଯାଉଛନ୍ତି । ତେବେ ଆପଣ ଅଭିନେତ୍ରୀ ସୋମାଲିନ ଙ୍କ ବିବାହ ବିଷୟରେ ଜାଣିଥିବେ ତାହା ଖୁବ ଚର୍ଚ୍ଚା ରେ ରହିଥିଲା ।

ତେବେ ବର୍ତ୍ତମାନ ଓଲିଉଡ ଜଗତର ଜଣେ ଦକ୍ଷ ଅଭିନେତା ଯାହାଙ୍କ ନାମ ହେଉଛି ବିଶ୍ଵ ଭୂଷଣ । ତେବେ ବିଶ୍ୱ ଭୂଷଣ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତେବେ ସେ ଅନେକ ଧାରାବାହିକ ରେ ନିଜର ନେଗେଟିଭ ରୋଲ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତେବେ ସେ ତୋ ପାଇଁ ମୁଁ,ବିଜୟିନୀ ଭଳି ଧାରାବାହିକ ରେ ବହୁତ ସୁନ୍ଦର ଅଭିନୟ ପ୍ରଦର୍ଶନ କରିଛନ୍ତି ତେବେ ଏହା ସହିତ ସେ କିଛି ସିନେମା ରେ ମଧ୍ୟ କାମ କରିଛନ୍ତି ।

ତେବେ ସେ ନିଜ ଇଂଷ୍ଟାଗ୍ରାମ ରେ ବହୁତ ସୁନ୍ଦର ସୁନ୍ଦର ଅଭିନୟ କରି ପୋଷ୍ଟ କରିଛନ୍ତି ଯାହା ଦର୍ଶକ ମାନଂକୁ ବହୁତ ପସନ୍ଦ ଲାଗେ । ତେବେ ଅଭିନେତା ବିଶ୍ଵ ଭୂଷଣ ବର୍ତ୍ତମାନ କିଛି ଦିନ ପୂର୍ବରୁ ରୂପାଲି ରଥ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ବର୍ତ୍ତମାନ ରିସେପସନ ମଧ୍ୟ ଶେଷ ହୋଇଛି । ତେବେ ବିବାହ ଏବଂ ରିସେପସନ ର କିଛି ଭିଡିଓ ଏବଂ ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।


ତେବେ ବିଶ୍ୱ ଭୂଷଣ ଙ୍କ ଫ୍ୟାନ ମଧ୍ୟ ଦୁହିଁଙ୍କ ଯୋଡି କୁ ଖୁବ ପସନ୍ଦ କରୁଛନ୍ତି ଏବଂ ତାଙ୍କର ଆଗାମୀ ଦିନ ସଫଳ ସୁଖ ମୟ ହେଉ ବୋଲି ମଧ୍ୟ ଶୁଭେଚ୍ଛା ଏବଂ ଶୁଭ କାମନା ଦେଇଛନ୍ତି । ତେବେ ଏହି ଭାଇରାଲ ହୋଇଥିବା ଫୋଟୋ ରେ ବିଶ୍ୱ ଭୂଷଣ ଏବଂ ରୂପାଲି ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି ଏବଂ ଦୁହିଁଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଦେଖା ଯାଉଛି ।

ତେବେ ରୂପାଲି ଜଣେ ବହୁତ ସୁନ୍ଦର କ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରନ୍ତି ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ତେବେ ଏହି ନବ ବିବାହିତା ଯୋଡି କୁ ଆମେ ଅଭିନନ୍ଦନ ଜଣାଉଛୁ । ତେବେ ଆପଣ ଙ୍କୁ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *