ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ Hypoglycaemia ରୋଗର ଶିକାର ହେଉଛନ୍ତି । Hypoglycaemia ହେଲା ସାଧାରଣ ଭାଷାରେ ଲୋ ବ୍ଲଡ଼ ପ୍ରେସର । ଯଦି ଆମର ବ୍ଲଡ଼ ପ୍ରେସର ୭୦ ବା ୬୦ ତଳକୁ ଗଲା ରୋଗୀର Hypoglycaemia ଲକ୍ଷଣ ରହିଲା ଯଥା ଦେହରୁ ଝାଳ ବାହାରିବା, ମୁଣ୍ଡ ବୁଲେଇବା, ଅଚେତ ହୋଇ ପଡିବା ଓ ଛାତି ଧଡ ଧଡ ହେଲେ ଆମେ Hypoglycaemia ବୋଲି କହିଥାଉ ।
ତେବେ ବନ୍ଧୁଗଣ Hypoglycaemia ହେବାର କାରଣ ଓ ଏହାର ଚିକିତ୍ସା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । Hypoglycaemia ହେଲେ ମେଡ଼ିସିନ ଓ ଇନସୁଲିନ ଆଦି ନେବାକୁ ପଡିଥାଏ । ଯେଉଁ ମାନେ ଡାଇବେଟିକ ମେଡ଼ିସିନ ନେଉଛନ୍ତି ଯଦି ଇନସୁଲିନର ଡୋଜ ହାଇ ହେଇଯିବ ସେମାନଙ୍କର Hypoglycaemia ହେବାର ସମ୍ଭାବନା ଅଧିକ ଥାଏ ।
ଏହା ସହିତ ଯଦି ଟ୍ଯୁମର ହେବ ଯାହାଦ୍ୱାରା ଇନସୁଲିନ ଶିକ୍ରେସନ ବହୁତ ଅଧିକ ବଢିଯିବ ତା ହେଲେ ବି Hypoglycaemia ହୋଇପାରେ । କିନ୍ତୁ ସାଧାରଣ ଲୋକଙ୍କର କିଛି କାରଣ ନଥାଇ Hypoglycaemia ହେବାର ସମ୍ଭାବନା ବହୁତ କମ । Hypoglycaemia ଜେନେଟିକ ନୁହେଁ ଡାଇବେଟିସ ହେଉଛି ଜେନେଟିକ ରୋଗ ।
Hypoglycaemi ବିଷୟରେ ରୋଗୀ ଅପେକ୍ଷା ରୋଗୀର ପରିବାର ଲୋକ ବା ସମ୍ପର୍କୀୟ ଜାଣିବା ଅଧିକ ଆବଶ୍ୟକ । ଏହାର ଲକ୍ଷଣ ହେଉଛି ବହୁତ କ୍ଳାନ୍ତ ଲାଗିବା, ଦେହରୁ ଅତ୍ୟଧିକ ଝାଳ ବାହାରିବା, ଛାତି ଧଡ ଧଡ ହେବା ଓ ଅଚେତ ହୋଇପଡିଯିବା । ଯଦି କୌଣସି ଡାଇବେଟିକ ରୋଗୀ ମେଡ଼ିସିନ କିମ୍ବା ଇନସୁଲିନରେ ଥାଇ ଏ ସବୁ ଲକ୍ଷଣ ଦେଖାଯାଏ ତା ହେଲେ ଗ୍ଲୋକୋ ମିଟରରେ ସେମାନେ ଟେଷ୍ଟ କରିବା ଦରକାର ବ୍ଲଡ଼ ପ୍ରେସର କେତେ ରହୁଛି ।
ଯଦି ୭୦ ରୁ କମ ରୁହେ ଆଉ ଏହି ସବୁ ଲକ୍ଷଣ ଦେଖାଏ ତା ହେଲେ ତୁରନ୍ତ ଗ୍ଲୋକୋଜ ଖାଇବା ଦରକାର । ଆପଣ ମାନେ କିଛି ମିଠା ଜିନିଷ ଖାଇ ଖାଦ୍ୟ ଖାଇବା ଦରକାର । ସାଧାରଣତଃ ଡାଇବେଟିସ ରୋଗୀଙ୍କ ମଧ୍ୟରେ Hypoglycaemia ରୋଗ ଦେଖା ଦେଇଥାଏ । ଯେଉଁ ଡାଇବେଟିସ ରୋଗୀ ଇନସୁଲିନ ନିଅନ୍ତି ସେମାନଙ୍କୁ ଏହା ହେବାର ଅଧିକ ସମ୍ଭାବନା ଥାଏ ଓ ଯେଉଁ ମାନେ ମେଡ଼ିସିନ ବା ବଟିକା ଖାନ୍ତି ସେମାନଙ୍କ ମଧ୍ୟରେ ଏହା କମ ଦେଖା ଦିଏ ।
Hypoglycaemiaର ଲକ୍ଷଣ ଯଦି କେଉଁ ରୋଗୀକୁ ଦେଖା ଦିଏ ଓ ତାଙ୍କ ପାଖରେ ଗ୍ଳୁକୋ ମିଟର ନାହିଁ ଟେଷ୍ଟ କରେଇବା ପାଇଁ ତା ହେଲେ ଆପଣ ତୁରନ୍ତ ମିଠା ଜିନିଷ ଖାନ୍ତୁ । ଆପଣ ମାନେ ଚକିଲେଟ, ମିଠା ମେଡ଼ିସିନ ବା ମିଠା ଖାଇଦେବେ ଓ ତା ସହ ଖାଦ୍ୟ ଖାଇବେ । ତା ହେଲେ ବନ୍ଧୁଗଣ Hypoglycaemia ସହ ଜଡିତ ଏହି ସବୁ କଥା ଗୁଡିକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।