ଏତେ ସୁନ୍ଦର Successful ଅଭନୟ କ୍ଯାରିୟର ଛାଡି ହଠାତ କାହିଁକି ସନ୍ୟାସୀ ହୋଇଗଲେ Sriram Panda

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ସମସ୍ତ ଓଡିଆ ଅଭିନେତା ମାନେ ନିଜ ଜୀବନରେ ଅନେକ କଷ୍ଟ ଏବଂ ସଂଘର୍ଷ କରି ଓଡିଶାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ହେଲେ ଜଣେ ଅଭିନେତା ଏପରି ବି ଅଛନ୍ତି ଯିଏ ଓଡିଆ ଇଣ୍ଡଷ୍ଟ୍ରିରେ ଗୋଟେ ବଡ ସଫଳତା ପାଇବା ପରେ ମଧ୍ୟ ସବୁ କିଛି ତ୍ୟାଗ କରି ସନ୍ୟାସ ନେଇ ଛନ୍ତି ।

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଭିନେତା ଜଣକଙ୍କ ବିଷୟରେ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହଁ ସେ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଶ୍ରୀରାମ ପଣ୍ଡା ।

ଶ୍ରୀରାମ ପଣ୍ଡା ନବରଙ୍ଗପୁର ଓଡିଶାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଉଛି ତ୍ରିପୁରା ମିଶ୍ର । ସେ 1972 ମସିହାରେ ଧାରିତ୍ରି ଫିଲ୍ମରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ତେବେ ଏହି ଫିଲ୍ମଟିରେ ସେ ନିଜର ନିଖୁଣ ଅଭିନୟ ପଦର୍ଶନ କରି ଦର୍ଶକ ମାନଙ୍କ ମନ କିଣି ଥିଲେ । ଏହା ପରେ ଶ୍ରୀରାମ ଅନେକ ସାରା ଓଡିଆ ଫିଲ୍ମରେ ଅଭିନୟ କରି ଥିଲେ ।

ଶ୍ରୀରାମ ଜଣେ କଳାକାର ହେବା ସହ ଜଣେ ପ୍ରଯୋଜକ ମଧ୍ୟ ଥିଲେ । ଶ୍ରୀରାମଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ଲୋକ ମାନେ ଖୁବ ପସନ୍ଦ କରନ୍ତି ଏବଂ ସାରା ଓଡିଶାରେ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ଥିଲା । ହେଲେ ହଠାତ ଶ୍ରୀରାମଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଲା ଶ୍ରୀରାମ ପଣ୍ଡାରୁ ସେ ସ୍ଵାମୀ ନିତ୍ୟ ଚତ୍ୟନ ପାଲଟି ଗଲେ ।

ତେବେ ଶ୍ରୀରାମ ଏ ଦୁନିଆର ସମସ୍ତ ମୋହ ମାୟା ତ୍ୟାଗ କରି ସନ୍ୟାସ ନେଇ ଥିଲେ । ସନ୍ୟାସ ନେବା ପରେ ସାରା ଓଡିଆ ଦର୍ଶକ ତାଙ୍କୁ ବହୁତ ଝୁରି ଥିଲେ । ଏବେ ବି ଶ୍ରୀରାମ ସନ୍ୟାସୀ ରୂପେ ଜୀବନ ଜାପନ କରୁଛନ୍ତି । ଶ୍ରୀରାମ ହେଉଛନ୍ତି ଆମ ଓଡିଶାର ପ୍ରଥମ ଓଡିଆ କଳାକାର ଯିଏ ସନ୍ୟାସୀ ହୋଇ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ଶ୍ରୀରାମ ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *