Personality Test- ହାତର ଆଙ୍ଗୁଠିରୁ ଜାଣନ୍ତୁ କିପରି ହେବ ଆପଣଙ୍କ ଭବିଷ୍ୟତ, କିଏ ଅଧିକ ଭାଗ୍ୟଶାଳୀ ? ଦେଖନ୍ତୁ କଣ କୁହେ ଆପଣଙ୍କ ଆଙ୍ଗୁଠି ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ବୁଢା ଆଙ୍ଗୁଠି ବା ଥମ ବିଷୟରେ କହିବାକୁ ଯାଉଛୁ । ଆଙ୍ଗୁଠି ବ୍ୟକ୍ତିର ଇଛା ଶକ୍ତିକୁ ଦର୍ଶାଇ ଥାଏ । ଏହା ସହିତ ମଣିଷର ଚିନ୍ତାଧାରା, ଅଭ୍ଯାସ, ବିଚାର, ଚରିତ୍ର ଓ ଭବିଷ୍ୟତ ବିଷୟରେ ଦର୍ଶାଇ ଥାଏ । ଶାସ୍ତ୍ର ଅନୁସାରେ ଆଙ୍ଗୁଠି ତିନି ପ୍ରକାରର ହୋଇଥାଏ ଯାହା ଆପଣ ମାନେ ଏହି ଫଟୋରେ ଦେଖି ପାରୁ ଥିବେ । ଆପଣ ମାନେ ପ୍ରଥମେ ମୁଠା କରନ୍ତୁ ଆଉ ନିଜ ବୁଢା ଆଙ୍ଗୁଠିକୁ ପଛକୁ ମୋଡିବା ପାଇଁ ଚେଷ୍ଟା କରନ୍ତୁ ଆଉ ଦେଖନ୍ତୁ ଆପଣଙ୍କ ବୁଢା ଆଙ୍ଗୁଠିର ସଠିକ ଆକାର କଣ ଅଛି ।

୧. ଆମ ଲିଷ୍ଟର ପ୍ରଥମ ଆଙ୍ଗୁଠି ହେଉଛି ସିଧା ଆଙ୍ଗୁଠି ଯାହା ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ । ଏହି ଆଙ୍ଗୁଠି ଥିବା ବ୍ୟକ୍ତି ମାନେ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି । ଏମାନେ ଯଦି କୌଣସି କାମ କରିବା ପାଇଁ ଭାବନ୍ତି ତା ହେଲେ ଯେତେ ଯାହା ହେଲେ ବି ଏମାନେ ସେହି କାର୍ଯ୍ୟ କରିଥାନ୍ତି । ଏହି ଲୋକ ମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି ।

ଏହି ଲୋକ ମାନେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଏମାନଙ୍କୁ କୌଣସି ଜିନିଷ ସହଜରେ ମିଳେ ନାହିଁ । ଏହି ବ୍ୟକ୍ତି ମାନେ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି ଆଉ ଜୀବନର ସମସ୍ତ ନିଷ୍ପତ୍ତି ଏମାନେ ଭାବି ଚିନ୍ତି ନେଇଥାନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଆଙ୍ଗୁଠି ସଂପୂର୍ଣ୍ଣ ସିଧା ନାହିଁ କି ସଂପୂର୍ଣ୍ଣ ବଙ୍କା ନାହିଁ । ମୁଠା କରିକି ଯଦି ଆପଣ ବୁଢା ଆଙ୍ଗୁଠି ପଛକୁ ଦେବେ ତା ହେଲେ ୩୦-୪୦ ପ୍ରତିଶତ ଏହି ଆଙ୍ଗୁଠି ପଛକୁ ଯିବ । ଏହି ଆଙ୍ଗୁଠି ଥିବା ଲୋକମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ସମସ୍ତ କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି ଏଣିକି ଏମାନେ ଅସୁବିଧାରେ ପଡନ୍ତୁ ନା କାହିଁକି । ଏହି ଲୋକ ମାନଙ୍କୁ ବହୁତ ଅଧିକ ଦାୟିତ୍ଵ ମିଳିଥାଏ । ଏମାନେ ନିଜ ମନର କଥାକୁ ସେତେବେଳେ କହିଥାନ୍ତି ଯେତେବେଳେ ସାମ୍ନା ବାଲା ବ୍ୟକ୍ତି ଏମାନଙ୍କୁ ବହୁତ ଭଲ ଲାଗିଥାଏ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଆଙ୍ଗୁଠିଟି ବହୁତ ଅଧିକ ବଙ୍କା ଅଛି । ଏହି ଆଙ୍ଗୁଠି ଥିବା ଲୋକ ମାନେ ବହୁତ ଶରଳ ଓ ଭୋଳା ହୋଇଥାନ୍ତି । ଏମାନେ ଯେକୌଣସି ବ୍ୟକ୍ତି ଉପରେ ସହଜରେ ବିଶ୍ଵାସ କରିଥାନ୍ତି । ଏହି ବ୍ୟକ୍ତି ମାନେ କାହା ପଛରେ କୌଣସି ଖରାପ କଥା କହି ନଥାନ୍ତି ଏମାନେ ସବୁବେଳେ ଲୋକଙ୍କ ମୁହଁରେ କଥା କୁହନ୍ତି । ଏହି ବ୍ୟକ୍ତି ମାନେ ବହୁତ ଦୟାଳୁ ହୋଇଥାନ୍ତି ଏମାନେ କାହାର ଦୁଃଖ ଦେଖି ପାରନ୍ତି ନାହିଁ । ଅନେକ ଥର ଲୋକମାନେ ଏମାନଙ୍କ ଏହି ନେଚରର ଫାଇଦା ମଧ୍ୟ ଉଠାଇ ଥାନ୍ତି ।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *