Rahul Rescue Update: ନିକଟତ୍ତର ହେଲା ଉଧାରକାରୀ ଟୀମ, ହାତ ହଲାଇ ଡାକୁଛି Rahul ! ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ କୁ ଉଦ୍ଧାର କରିବା ମୁସ୍କିଲ । ୮୦ ଫୁଟ ବୋରୱେଲ ତଳୁ ବାହାରି ପାରୁନାହିଁ ରାହୁଲ । ବର୍ତ୍ତମାନ ରାହୁଲ କୁ ଉଦ୍ଧାର କରିବା ବହୁଅତ କଷ୍ଟ ହେଉଛି । ସେ ନା କିଛି ଖାଉଛି ନା ଭଲରେ ଡାକ ମଧ୍ୟ ଶୁଣୁଛି, କେତେବେଳେ ସେ ଶୋଇପଡୁଛି ତ ଆଉ କେତେବେଳେ ସେ ଆଖିପତା ଲେଉଟାଉଛି । ସେଥିପାଇଁ ଚିନ୍ତା ବଢିଯାଇଛି । ସମୟ ଯେତିକି ଗଢୁଛି ଭୟ ସେତିକି ବଢୁଛି ।

ଗୋଟିଏ ପଟରେ ଉଦ୍ଧାର କରିବାକୁ ପ୍ରାଣପ୍ରଣେ ଚେଷ୍ଟା ଚଳାଇଥିବା ସମୟରେ କେମିତି ରାହୁଲ ଙ୍କୁ ଉଦ୍ଧାର କରିହେବ ସେ ନେଇ ସମସ୍ତଙ୍କୁ ଚିନ୍ତା ଘାରୁଛି । ସମସ୍ତଙ୍କର ଗୋଟିଏ ପାର୍ଥତା ଯେ ରାହୁଲ ଭଲରେ ବୋରୱେଲରୁ ବାହାରି ଆସୁ । କାରଣ ବର୍ତ୍ତମାନ ରାହୁଲ ୨ ଫୁଟ ଦୂରରେ ରହିଛି । ଆଉ ୨ ଫୁଟ ବୋରୱେଲ ଖୋଲା ହେବା ପରେ ରାହୁଲ ଙ୍କୁ ଉଦ୍ଧାର କରିହେବ । ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରହିଅଛି ।

ସମସ୍ତ ପ୍ରକାରର ଉଦ୍ୟମ ଚାଲିଛି ଉଦ୍ଧାରକାର୍ଯ୍ୟ ଆଜିକୁ ୫ ଦିନ ହେବ ଚାଲିଛି । କିନ୍ତୁ ଏହା ବାଦ ମଧ୍ୟ ବାହାରି ପାରୁନହିଁ ରାହୁଲ । ଏବେ କେବଳ ସମସ୍ତଙ୍କର ଗୋଟିଏ ପ୍ରାର୍ଥନା । ଶୀଘ୍ର ବାହାରି ଆସୁ ରାହୁଲ ଏବଂ ୧୨୦ ଯବାନ, ୩୨ ଜଣ NDRF ୧୫ HDRF ଙ୍କ ଉଦ୍ୟମ ସଫଳ ହେଉ । ରାହୁଲ ଙ୍କ ମାତା ପିତା ମଧ୍ୟ ବର୍ତ୍ତମାନ ଧର୍ଯ୍ୟହରା ହୋଇଗଲେଣି । ରାହୁଲ କୁ କ୍ରମଶଃ ଅକ୍ସିଜେନ ଯୋଗାଇ ଦିଆଯାଉଅଛି ।

ଖାଇବାକୁ ଫଳ ଏବଂ ଜୁଷ ମଧ୍ୟ ଦିଆଯାଉଅଛି । କିନ୍ତୁ ସୂଚନା ଅନୁଯାୟୀ ରାହୁଲ ଗତକାଲିଠାରୁ ରାହୁଲ କିଛି ଖାଇନାହିଁ । ମାତ୍ର ଆଖିପତା ପକାଉଥିବାର ମନିଟର ମାଧ୍ୟମରେ ପରିଲକ୍ଷିତ ହେଉଅଛି । ତେବେ ରାହୁଲ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ଥିଲେ ମଧ୍ୟ ୫ ଦିନ ହେଲାଣି ଉଦ୍ଧାରକାର୍ଯ୍ୟ ରେ ସଫଳତା ନ ମିଳିବାରୁ ସମସ୍ତେ ମର୍ମାହତ ହୋଇ ଚାହିଁ ବସିଛନ୍ତି ଯେ ରାହୁଲ କିଭଳି ଉଦ୍ଧାର ହେବେ ।

ଜିଲ୍ଲା ପ୍ରଶାସନ ରାହୁଲ ଙ୍କ ନିମନ୍ତେ ପ୍ରାଣପ୍ରଣେ ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି । ଏବଂ ଆଉ କିଛି ସମୟ ପରେ ରାହୁଲ କୁ ଉଦ୍ଧାର କରିବାରେ ସଫଳ ହେବେ ତାହା ମଧ୍ୟ ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *