ବନ୍ଧୁଗଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତ ମଣିଷ ଚିନ୍ତାରେ ରହୁଛନ୍ତି । ଚିନ୍ତାରେ ରହିବାରୁ ମଣିଷକୁ ଅନେକ ରୋଗ ଘାରି ଥାଏ । ଡାକ୍ତରଙ୍କ ମତରେ ବ୍ୟକ୍ତି ସେତେବେଳେ ସୁସ୍ଥ ରହିବ ଯେତେବେଳେ ସେ ନିଜ ମନ ଭିତରୁ ଖୁସିରେ ରହିବ । ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ‘laughter is the best medicine’ । ତେବେ ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଜଣେ ବ୍ୟକ୍ତି ନିଜ ବନ୍ଧୁକୁ କହିଲା-‘ମୁଁ ଆଜି ଠାରୁ କୌଣସି ଝିଅ ସହ ବିବାହ କଥା କହିବି ନାହିଁ…
ସାଙ୍ଗ- କାହିଁକି, ତମ ପ୍ରେମିକା କଣ ତମ ସହ ବିବାହ କରିବାକୁ ମନା କରିଦେଲା ?
ବ୍ୟକ୍ତି-ନାହିଁ, ସମସ୍ତେ ମୋ ସହ ବିବାହ କରିବାକୁ ଚାହୁଁଛନ୍ତି କଣ କରିବି ସାଙ୍ଗ ।
୨. ସ୍ତ୍ରୀ ସ୍ଵାମୀକୁ କହିଲା…
ସ୍ତ୍ରୀ- ତମ ପାଖରେ ମଉଜା ନାହିଁ ଚାଲ ମାରକେଟ ଯିବା ।
ମାରକେଟରୁ ଫେରିବା ବେଳେ ସ୍ଵାମୀ ହାତରେ ତିନୋଟି ସଲବାର, ଦୁଇଟି ଶାଢୀ ଆଉ ଲେଗିନ୍ସ ଥିଲା ।
ସ୍ତ୍ରୀ ସ୍ଵାମୀକୁ କହିଲା କି, ଏହି ମାରକେଟରେ ଭଲ ମଉଜା ନାହିଁ ତେଣୁ ଆମେ ଅଲଗା କେଉଁ ଦିନ ଯାଇ ମଉଜା ଆଣିବା ।
୩. ପପୁର ସ୍ତ୍ରୀ ବେହୋସ ହେଇଗଲା…
ଡାକ୍ତର- ଏ ତ ମରିଗଲେ ।
ଯେତେବେଳେ ପପୁ ସ୍ତ୍ରୀର ଶବ ସତ୍କାର କରିବାକୁ ନିଆ ହେଲା ସେତେବେଳେ ସେ ଉଠି ବସି ପଡିଲା ଆଉ କହିଲା-ମୁଁ ବଞ୍ଚିଛି ।
ଏହା ଦେଖି ପପୁ କହିଲା- ଚୁପ ଚାପ ଶୋଇପଡ ତମେ କଣ ଡାକ୍ତର ଠାରୁ ଅଧିକ ଜାଣିଛ, ଭାଇ ତମେ ଜଳାଅ ଶୀଘ୍ର ।
୪. ବ୍ୟକ୍ତି ବାବାକୁ କହିଲା- ବାବା ବେଳେବେଳେ ରାତିରେ ମୋର ନିଦ ଭାଙ୍ଗି ଯାଇଛୁ ।
ସେତେବେଳେ ଦେଖେ ସ୍ତ୍ରୀର ଚେହେରାରେ ଚମକ ଆସୁଛି ।
ଏତେ ଚମକ ଆସୁଛି ଯେ ଚାଦର ଉପରେ ଲାଇଟ ପଡୁଛି । ଏ କେମିତିଆ ଚମକ ବାବା ?
ବାବା- ବଶ୍ଚ୍ୟ ତମେ ନିଜ ମୋବାଇଲରେ ବୋଧେ ପାସ୍ୱାର୍ଡ ରଖିନ ସେ ତୁମ ଫୋନ ଚେକ୍ କରନ୍ତି ।
୫.ପପୁ ହସ୍ପିଟାଲରେ ଥିବା ଜଣେ ନର୍ସକୁ କହିଲା- ଆଇ ଲଭ ୟୁ ତମେ ମୋର ମନ ଚୋରୀ କରିଛ ।
ନର୍ସ ଲାଜ କରି କହିଲା- ମୀଛୁଆ, ମୁଁ ତମ ହାର୍ଟକୁ ତ ଟଚ ବି କରି ନାହିଁ ଆମେ କେବଳ ତମ କିଡ୍ନି ଚୋରୀ କରିଛୁ । ଏହା ପରେ ପପୁ କୋମାରେ ଚାଲିଗଲା ।
୬. ସ୍ତ୍ରୀ- ମୁଁ ଗତ କିଛି ବର୍ଷ ହେବ ସାବିତ୍ରୀ ବ୍ରତ ରଖୁ ନାହିଁ । ହେଲେ ବି ତମେ ପୁରା ସୁସ୍ଥ ଅଛ ।
ସ୍ଵାମୀ- ଏଥିରେ କଣ ଅଛି ମୁଁ ମୋ ସ୍ୱାସ୍ଥ୍ୟର ଧ୍ୟାନ ରଖୁଛି । ଆଉ ସବୁବେଳେ ନିୟମରେ ଚାଲୁଅଛି ।
ସ୍ତ୍ରୀ- ସଫା ସଫା କହିଦିଏ କିଏ ସେ ଯିଏ ତମ ପାଇଁ ସାବିତ୍ରୀ ବ୍ରତ ରଖୁଛି ।
୭. ଚଉଠି ରାତି ପରଦିନ ବୋହୂ ସଜବାଜ ହେଇ ରୁମରୁ ବାହାରିବା ଟିକେ ଲେଟ ହୋଇଗଲା
ଶାଶୁ-ମା ରେ ତୁ ଆଜି ଗାଧେଇବୁ ନାହିଁ କି?
ବୋହୂ-(ରାଗରେ) ତମ ପୁଅ କଣ ରଖିଛି କି ଆଉ ଗାଧେଇବି …
ଶାଶୁ-(ମୁରୁକି ହସି) କହିଲା ପୁରା ତା ବାପା କାଟ ଆଣିଛି ଲୋ ବୋହୂ
ବୋହୂ- ପୁରା ବେହୋସ