ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କୁ କହିବୁ ଗୁରୁବାର ର ଉପାୟ ଆପଣଙ୍କୁ ଗୁରୁବାର ଦିନ ଏମିତି କେଉ କାମ କରିବା ଉନୁଚିତ ହୋଇଥାଏ । ଏହା ନକରିବାର ଦ୍ଵାରା ଗୁରୁଗ୍ରହ ମଜଭୁତ ରହିଥାଏ । ଏମିତି କୁହା ଯାଇଥାଏ ଯେଉଁ ବ୍ୟକ୍ତି ଉପରେ ଗୁରୁ ଗ୍ରହ ମଜଭୁତ ରହିଥାଏ ତାର କେହି କିଛିବି କରି ପାରନ୍ତି ନହିଁ । ତାକୁ ସବୁ କ୍ଷେତ୍ରରେ ସମୃଦ୍ଧି ଦେଖିବାକୁ ମିଳିଥାଏ । ଧନ ମାମଲାରେ ବିଜୟପ୍ରାପ୍ତ ହୋଇଥାଏ । ଯେଉଁ କାମରେ ସେଇ ବ୍ୟକ୍ତି ହାତ ଦେଇଥାନ୍ତି ସେଇ କାର୍ଯ୍ୟ ନିଶ୍ଚିତ ସଫଳ ହୋଇଥାଏ ।
ଯଦି ଆପଣ ଗୁରୁବାର ଦିନ କିଛି ଏମିତି କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କ ପରିବାର ଉପରେ ଭାରି ସଙ୍କଟ ଆସିଥାଏ । ତେବେ ଆପଣଙ୍କ ଗୁରୁ ଗ୍ରହ ମଜଭୁତ ସ୍ଥିତିରୁ ନେଇକି କମଜୋର ସ୍ଥିତିକୁ ଆସି ଯାଇଥାଏ । ସେହି କାରଣରୁ ଆପଣଙ୍କୁ ବହୁତ ସାରା ପରିଣାମକୁ ଭୋଗିବାକୁ ପଡିଥାଏ । ଆଜି ଆମେ ଜାଣିବା ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ । ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ନପଡେ ।
ଯଦି ଆପଣ ଗୁରୁବାର ଦିନ ଏହି କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କ ଉପରେ ଏହି ବିପଦ ଆସିଥାଏ । ଆପଣଙ୍କ ବୈବାହିକ ଜୀବନ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ପତି ପତ୍ନୀ ଭିତରେ ସବୁବେଳେ ଝଗଡା କଜିଆ ହୋଇଥାଏ ।
ତେବେ ଛୋଟ ଛୋଟ କଥାରେ ବଡ ବିବାଦ ହୋଇଥାଏ । ଆଉ ପ୍ରେମ କ୍ରୋଧରେ ବଦଳିଯାଇଥାଏ । କିଛିବି କାମ କରନ୍ତୁ ସେଥିରେ ଅସଫଳ ହୋଇଥାନ୍ତି । ଗୁରୁଗ୍ରହ ଯଦି ଉଚ ସ୍ଥିତିରେ ରହିଥାଏ ଖାଦ୍ଯ ପେୟ ମାନ ସମ୍ମାନ, ଯସ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଥାଏ । ଯଦି ଗୁରୁବାର ଦିନ ଘରର ମହିଳା କେସ ଧୋଇଥାଏ, ଆପଣ ନଖ, ଦାଢି କଟିଥାନ୍ତି । ଏଥିରେ ଗୁରୁ ଗ୍ରହ ବହୁତ ରାଗି ଥାନ୍ତି । ଆଉ ଏମିତି କରିବା ଦ୍ଵାରା ରହୁରା ପ୍ରସନ୍ନତା ଦେଖିବାକୁ ମିଳିଥାଏ । ଯଦି ରହୁ ଗୁରୁ ଗ୍ରହ ଉପରେ ଭାରି ହୋଇ ଯାଇଥାଏ ।
ତେଣୁ ଦେଖୁ ଦେଖୁ ହେଉଥିବା କାମ ବିଗିଡି ଯାଇଥାଏ । ଆଉ ଗୁରୁଗ୍ରହ ନୀଚ ସ୍ଥିତି ଆଡକୁ ଚାଲି ଯାଇଥାଏ । ସେଥିଲାଗି ମହିଳା ମାନେ ଗୁରୁବାର ଦିନ ଭୁଲ କରିବି କେସ ଧୁଅନ୍ତୁ ନହିଁ । ଗୁରୁବାର ଦିନ କେହିବି ବ୍ୟକ୍ତିକୁ ଉଧାର ଦେବା କି ନେବା ଠିକ ହୋଇନଥାଏ । ଯିଏ ଉଧାର ଦେଇଥାଏକି ନେଇ ଥାଏ ସେ କଙ୍ଗାଳ ହୋଇଥାଏ ।
ସେଇ ପଇସା କେବେବି ଠିକ ସମୟରେ ଆସି ନଥାଏ ଆଉ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଭୁଲ କରି ଗୁରୁବାର ଦିନ କୌଣସି ବ୍ୟକ୍ତିକୁ ଉଧାର ଦେବା ଉଚିତ ନୁହେଁ । ଗୁରୁବାର ଦିନ ଘରକୁ ପୋଛା ଲଗାଇବା ମନା ରହିଛି । ତେବେ କୁହାଯାଇଛି କି ଏଥିରେ ଦୁର୍ଘଟଣା, ବାସ୍ତୁଦୋଷ, ନକାରାତ୍ମକକୁ ଆମନ୍ତ୍ରିତ କରିବାର ବରାବର ହୋଇଥାଏ । କିନ୍ତୁ ଯଦି ଆପଣ ଗୁରୁବାର ଦିନ ପୋଛା ଲଗାଇବା ପାଇଁ ଚାହୁଁଛନ୍ତି, ସେହି ପାଣିରେ ସାମୁଦ୍ରିକ ଲୁଣ କି ଘର ଲୁଣ ଯାହା ଆମେ ଖାଇବା ପାଇଁ ନେଇଥାଉ ।
ସେଇ ଲୁଣକୁ ପକାଇ ପୋଛା ଲଗାଇବା ଉଚିତ । ଏହା କରିବା ଦ୍ଵାରା କୌଣସି ପ୍ରକାର ଦୋଷ ଲାଗି ନଥାଏ ମାତା ଲକ୍ଷ୍ମୀ ଘର ଆଡକୁ ଆକର୍ଷିତ ହୋଇଥାନ୍ତି । ତାର ଉଚିତ ପରିଣାମ ଆପଣଙ୍କ ଘରେ ଦେଖିବାକୁ ମିଳିଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।