ଦେଖନ୍ତୁ କେମିତି ହିରୋଇନ Gungun ଙ୍କ ସଙ୍ଗୀତରେ ଧୁମ ନାଚିଲେ ସବୁ ହିରୋ ହିରୋଇନ, ଦେଖନ୍ତୁ Video

ବନ୍ଧୁଗଣ ଆମ ଓଡିଆ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ତ ଆମ ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ବନ୍ଧୁଗଣ ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ସୋମାଲିନ୍ ପରିଡା ନିଜ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତେବେ ବିବାହ ପରଠାରୁ  ସୋମାଲିନ୍ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଆଉ ଗୋଟେ ବଡ ଖବର ସାମ୍ନାକୁ ଆସିଛି । ସୋମାଲିନ୍ ଙ୍କ ପରେ ଏବେ ଓଡିଆ ଅଭିନେତ୍ରୀ ଗୁନଗୁନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଗୁନଗୁନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ଗୁନଗୁନ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ କାଲି ଗୁନଗୁନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମେହେନ୍ଦି ସେରିମୋନିର ଫଟୋ ଅପଲୋଡ କରି ଥିଲେ ଓ ନିଜ ଫ୍ୟାନ୍ସ ମାନଙ୍କୁ ବିବାହ ବିଷୟରେ କହିଥିଲେ । ଗୁନଗୁନଙ୍କ ମେହେନ୍ଦି ସେରିମୋନି ଶେଷ ହେବା ପରେ ସଙ୍ଗୀତ ସେରିମୋନି ହୋଇଥିଲା ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସଙ୍ଗୀତ ସେରିମୋନି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗୁନଗୁନଙ୍କ ସଙ୍ଗୀତ ସେରିମୋନିରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟିଭି ଇଣ୍ଡଷ୍ଟ୍ରିରେ କେତେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ । ଏହି ହିରୋ ହିରୋଇନ ମାନେ ସଙ୍ଗୀତ ସେରିମୋନିରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆସନ୍ତା ନଭେମ୍ବର ୩୦ ତାରିଖରେ ଗୁନଗୁନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜ ବିବାହ ପାଇଁ ଗୁନଗୁନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଗୁନଗୁନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *