ଦେଖନ୍ତୁ ହିରୋଇନ Gungun ଙ୍କ ମେହେନ୍ଦୀ କୁ ଆସିଲେ କେଉଁ ସବୁ ହିରୋଇନ, କରିଲେ ଏମିତି ମସ୍ତି

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସିନେମା କୁ ଖୁବ ଭଲ ପାଉଥିବେ ଏବଂ ନିଜ ମନ ପସନ୍ଦ ର ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ ବହୁତ ଉତ୍ସାହିତ ମଧ୍ୟ ରହୁଥିବେ । ତେବେ ବର୍ତ୍ତମାନ ସବୁଆଡେ ଚାଲିଛି ବାହାଘର ଉତ୍ସବ । ତେବେ ବଲିଉଡ ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ବିବାହ ର ସମାଗମ ଚାଲିଛି । ତେବେ ଅନେକ ସେଲିବ୍ରେଟି ଙ୍କ ବିବାହ ଏହି ନିକଟ ଦିନରେ ହୋଇ ସାରିଛି ଏବଂ ଆଉ କିଛି କଳାକାର ମାନଙ୍କ ର ହେବାକୁ ଯାଉଛି ।

ତେବେ ଏହାର ସବୁ ଖବର ଆମକୁ ସୋସିଆଲ ମିଡ଼ିଆ ରେ ହିଁ ମିଳି ଯାଉଛି । ତେବେ ଆଜିର ଏହି ସୋସିଆଲ ମିଡ଼ିଆ ଯୁଗରେ ସେଲିବ୍ରେଟି ମାନଙ୍କ ଲୋକପ୍ରିୟତା ବେଶ ଅଧିକ । ଯେହେତୁ ସେଲିବ୍ରେଟି ମାନଙ୍କ ଦୈନିକ ଜୀବନ ଚର୍ଯ୍ୟା,ଷ୍ଟାଇଲ,ଫ୍ୟାସନ ଆଚାର,ବ୍ୟବହାର ଆଦି ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ତେଣୁ ସେମାନଙ୍କର ଲୋକପ୍ରିୟତା ଖୁବ ଅଧିକ ଏବଂ କିଛି ଲୋକ ଏହି ସେଲିବ୍ରେଟି ଙ୍କୁ ନିଜର ଆଇଡ଼ଲ ମଧ୍ୟ ମାନି ନିଅନ୍ତି ।

ସେମାନଙ୍କ ର ସବୁ କାର୍ଯ୍ୟ କଳାପ କୁ ମଧ୍ୟ ଅନୁସରଣ କରୁଛନ୍ତି । ସେମାନଙ୍କ ଭଳି ଦେଖାଯିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ଏମିତିକି ନିଜ ମନ ପସନ୍ଦ ର କଳାକାର ଙ୍କ ବାହାଘର ପୋଷାକ କୁ ମଧ୍ୟ କପି କରି ନିଜ ବିବାହ ରେ ପିନ୍ଧୁଛନ୍ତି । ତେବେ ଏହି କିଛି ଦିନ ପୁର୍ବରୁ ଓଲିଉଡ ଅଭିନେତ୍ରୀ ସୋମାଲିନ ଙ୍କ ବିବାହ ହୋଇଥିଲା ଏବଂ ଏହି ଖବର ଖୁବ ଚର୍ଚ୍ଚା ରେ ମଧ୍ୟ ଥିଲା ତେବେ ବର୍ତ୍ତମାନ ଆଉ ଏକ ବିବାହ ଖବର ଖୁବ ଚର୍ଚ୍ଚା ଧରିଛି ।

ତେବେ ଆପଣ ମାନେ ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ସେ ଜଣେ ଅଭିନେତ୍ରୀ ହେବା ସହ ଜଣେ ଭଲ ଆଙ୍କର ମଧ୍ୟ ଏବଂ ସେ ଅନେକ ରିୟାଲିଟି ଶୋ ରେ ନିଜର ଉପସ୍ଥାପନା କୁ ପ୍ରଦର୍ଶିତ କରିଛନ୍ତି ଏବଂ ଦର୍ଶକ ମାନେ ତାଙ୍କର ଅଭିନୟ ତଥା ତାଙ୍କ ଉପସ୍ଥାପନା କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି ।


ତେବେ ଗୁନଗୁନ ଙ୍କୁ ଆପଣ ସାକ୍ଷୀ ରହିଲା ଏ ସିଂହ ଦୁଆର, ଜଗୁ ଅଟୋଵାଲା ଆଦି ଅନେକ ସିନେମା ରେ ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତେବେ ଏବେ ଖବର ଆସୁଛି କି ଅଭିନେତ୍ରୀ ଗୁନଗୁନ ବିବାହ କରିବାକୁ ଯାଉଛନ୍ତି ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ମେହେନ୍ଦୀ ପୋଗ୍ରାମ ର କିଛି ଫୋଟୋ ଭାଇରାଲ ହେଉଛି । ଯେଉଁଠି ସେ ନିଜ ହାତରେ ମେହେନ୍ଦୀ ଲଗେଇଛନ୍ତି ଏବଂ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ।

ତେବେ ଗୁନଗୁନ ଙ୍କ ମେହେନ୍ଦୀ ରେ ଓଲିଉଡ ଜଗତର ଅନେକ କଳାକାର ମାନେ ମଧ୍ୟ ଯୋଗଦାନ ଦେଇଥିଲେ ଏବଂ ଖୁବ ମସ୍ତି ମଧ୍ୟ କରିଥିଲେ ସମସ୍ତେ ଗୁନଗୁନ ଙ୍କ ମେହେନ୍ଦୀ ପୋଗ୍ରାମ ରେ ନାଚ ଗୀତ ମଧ୍ୟ କରିଥିଲେ ଏବଂ ସମସ୍ତେ ବହୁତ ଖୁସି ମଧ୍ୟ ନଜର ଆସୁଥିଲେ । । ତେବେ ଅଭିନେତ୍ରୀ ଗୁନଗୁନ ଅଭିସ୍ମିତ ନାୟକ ଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ତେବେ ଦୁହିଁଙ୍କ କିଛି ଏକାଠି ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି ଯେଉଁଥିରେ ଦୁହେଁ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ତେବେ ତାଙ୍କର ଆଗାମୀ ଜୀଵନ ସୁଖମୟ ହେଉ ବୋଲ ଆମେ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ । ତେବେ ଆଶା କରୁଛି ଏହି ଲେଖା ଟି ଆପଣଂକୁ ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *