‘ମୋତେ ଗୋଟିଏ ସୁନ୍ଦର ଆଉ ଗୁଲୁଗୁଲିଆ ସ୍ୱାମୀଟେ ଦରକାର, ଟୁଙ୍ଗୁର ଭୋଳ ଭଳିଆ…’ Tunguru କୁ ନେଇ ଝିଅଟି ଯାହା କହିଲା ଶୁଣିଲେ ହସି ହସି ଗଡିବେ ଆପଣ

ଦର୍ଶକ ବନ୍ଧୁ ଗତ କାଲି ଥିଲା କୁମାର ପୂର୍ଣ୍ଣିମା ପର୍ବ । ଆମ ଓଡିଆ ଧର୍ମର ଏହା ହେଉଛି ଏକ ପ୍ରମୁଖ ପର୍ବ । ପ୍ରତ୍ୟକ ବର୍ଷ ଝିଅ ମାନେ ଏହି ପର୍ବକୁ ଅତି ଧୁମଧାମର ସହ ପାଳନ କରିଥାନ୍ତି । ନୂଆ ବସ୍ତ୍ର ଆଉ ସଜ ଧଜ ହୋଇ ଭଗବାନଙ୍କୁ ପୂଜା କରିଥାନ୍ତି ଆଉ ଏକ ଭଲ ସ୍ଵାମୀ ପାଇବା ପାଇଁ ପ୍ରାର୍ଥନା କରିଥାନ୍ତି । ତେବେ ଗତ କାଲି କୁମାର ପୂର୍ଣ୍ଣମୀରେ ଆମ ଓଡିଶାର ଅନେକ ଝିଅ ପାଳନ କରିଥିଲେ ।

ଆଉ ଗତ କାଲିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓରେ ଜଣେ ଝିଅ ଏପରି କିଛି କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ କୁମାର ପୂର୍ଣ୍ଣିମା ଓଷା କରୁଥିବା ଜଣେ ଝିଅ ଜଣକ କହୁଛନ୍ତି-‘ମୁଁ ଆଜିକୁ ପାଞ୍ଚ ବର୍ଷ ହେଲା କୁମାର ପୂର୍ଣ୍ଣିମା ପର୍ବ କରୁଛି । ମୁଁ ଏହି ପର୍ବ କରୁଛି ମୋ ନିଜ ପାଇଁ ଆଉ ଗୋଟେ ଭଲ ସ୍ଵାମୀ ପାଇବା ପାଇଁ । ସେ ଭଲ ହ୍ୟାଣ୍ଡସମ ଗୁଲୁଗୁଲିଆ ହେଇଥିବ ଏ ଟୁଙ୍ଗୁରୁ ଭୋଳ ପରିକା ନ ହେଉ ଥାଉ । ମୋତେ ପସନ୍ଦ ଆସିଲା ଭଳି ହେଇଥାଉ’ ।

ଦର୍ଶକ ବନ୍ଧୁ ଶୁଣିଲେ ତ ଝିଅ ଜଣକ କହୁଛନ୍ତି । ସେ କହୁଛନ୍ତି ତାଙ୍କୁ ଟୁଙ୍ଗୁରୁ ଭୋଳ ପରି ବର ପାତ୍ର ଦରକାର ନାହିଁ । ଯଦି ଏମିତି ବର ଟିଏ ମିଳିବ ତେବେ ସେ ସବୁଦିନ ଜହ୍ନକୁ ଖୁଣୁ ଥିବେ । ତା ଦେହରେ ଲାଗିଥିବା ଦାଗ ବଢି ଚାଲୁ ବୋଲି କହୁଥିବେ । ଏମିତି କିଛି ପ୍ରତିକ୍ରିୟା ଦେଇ ଏବେ ଭାଇରାଲ ହୋଇଛନ୍ତି ଏହି ଯୁବତୀ ଜଣକ । ଆଉ ଏହା ଶୁଣିବା ପରେ ଟୁଙ୍ଗୁରୁ ଭୋଳ ମନରେ ଭାରି ଆଘାତ ଲାଗିଥିବ ।

ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲାର । ଗତ କାଲି ଥିଲା କୁମାର ପୂର୍ଣ୍ଣିମା ଓଷା । ଧିମା ଧିମା ଶୀତର ଆରମ୍ଭ ହୋଇଥାଏ ଏହି ପର୍ବ ପର ଠାରୁ । ତେବେ ଗତ କାଲି ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଏହି ଯୁବତୀ ଜଣକ । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *