ଅର୍ଶ (Piles) ଶୁଖି କି ଝଡ଼ିଯିବ, କେବଳ କରନ୍ତୁ ଏହି 1 ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବହୁତ ଲୋକ ପାଇଲ୍ସ ବା ଅର୍ଶ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅର୍ଶ ହେବାର ବହୁତ କାରଣ ରହିଥାଏ । ଅର୍ଶ ହେବା ଦ୍ଵାରା ମଳ ଦ୍ଵାରରେ ଛୋଟ ଛୋଟ ମାଂସ ପିଣ୍ଡୁଳା ସଦୃଶ ପଡିଥାଏ ଏବଂ ଯଦି ଏହା ବହୁତ ପୁରୁଣା ହୋଇଯାଏ ତା ହେଲେ ମଳ ତ୍ୟାଗ କରିବା ସମୟରେ ଆପଣଙ୍କ ଅର୍ଶରୁ ରକ୍ତ ପଡିଥାଏ । ସେଥିପାଇଁ ଲୋକମାନଙ୍କୁ ବହୁତ କଷ୍ଟ ସହିବାକୁ ପଡିଥାଏ ଓ ଏହାର ଉପଚାର ପାଇଁ ଲୋକମାନଙ୍କୁ ଅପରେସନ ଓ ବହୁତ ଦାମର ମେଡ଼ିସିନର ସାହାରା ନେବାକୁ ପଡିଥାଏ ।


ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ବହୁତ ସହଜ ଓ ପରୀକ୍ଷିତ ଅଟେ । ଯଦି ଆପଣ ଏହି ଉପଚାରକୁ ମାତ୍ର ୩ ଦିନ ପ୍ରୟୋଗ କରନ୍ତି ତା ହେଲେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ନଷ୍ଟ ହୋଇଯିବ ଓ ଯଦି ଆପଣଙ୍କ ଅର୍ଶ ଅଧିକ ପୁରୁଣା ଅଛି ତା ହେଲେ ମାତ୍ର କିଛି ଦିନ ଭିତରେ ଏହାର ପ୍ରୟୋଗ କରନ୍ତୁ, ଦେଖିବେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ ।

ତେବେ ପ୍ରଥମେ ଆପଣ ନିଜର ପେଟ କିପରି ଠିକ ଭାବରେ ସଫା ହେବ ସେ ବିଷୟରେ ଧ୍ୟାନ ଦେବା ଆବଶ୍ୟକ କାରଣ ଯେତେବେଳେ ଠିକ ଭାବରେ ପେଟ ସଫା ନ ହୁଏ ସେତେବେଳେ ହିଁ ଏହି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ପେଟ ସଫା କରିବା ପାଇଁ ଆପଣ ଏକ ଗିଲାସ ରେ ଉଷୁମ କ୍ଷୀର ନିଅନ୍ତୁ ଏବଂ ସେଥିରେ କିଛି କାଷ୍ଟର ତେଲ ମିଶାନ୍ତୁ ଏବଂ ଭଲ ଭଲ ଭାବରେ ମିଶାଇବା ପରେ ଆପଣ ଏହାକୁ ରାତି ସମୟରେ ସେବନ କରନ୍ତୁ ।


ତେବେ ଦେଖିବେ ଆପଣଙ୍କ ପେଟ ଏକଦମ ସଫା ହୋଇଯିବ । ତେବେ ଏହା ଛଡା ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏହା ଛଡା ଆପଣ ନିଜ ଡାଏଟ ରେ ମୂଳା କୁ ନିଶ୍ଚିତ ଆଡ଼ କରନ୍ତୁ । ତେବେ ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ଧଳା ପିଆଜ ନିଅନ୍ତୁ ଏବଂ ତାର ରସ ବାହାର କରନ୍ତୁ ତେବେ ଏହା ସହ ଅଦା ର ରସ କୁ ମିଶାଇ ଦିଅନ୍ତୁ ତେବେ ଭଲ ଭାବରେ ମିଶାଇବା ପରେ ଏକ ତୁଳା କୁ ନେଇ ସେଥିରେ ବୁଡ଼େଇ ଅର୍ଶ ହୋଇଥିବା ସ୍ଥାନରେ ଲଗାନ୍ତୁ ।


ତେବେ ଏହି ଭଳି ଭାବରେ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ସେହି ଅର୍ଶ ଶୁଖି ଝଡ଼ିଯିବ । ତେବେ ଏହା ଛଡା ଆପଣ ନିଜ ଖାଦ୍ୟ ପାନୀୟ ର ଧ୍ୟାନ ଦେବା ଆବଶ୍ୟକ ଏବଂ କମ ମସଲା ଯୁକ୍ତ ଖାଦ୍ୟ କମ ଖାଆନ୍ତୁ । ତେବେ ଏହା ଉପରେ ଆପଣଙ୍କ ନିଜର ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *