Odia Jokes- ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା, ତୁ ଜାଣିଛୁ ୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା…ଏହା ପରେ ମୁଁ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ ବ୍ୟସ୍ତ ବହୁଳ ଜୀବନରେ ରହୁଛନ୍ତି । ସାଧାରଣତଃ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି ଓ ମନରେ ବହୁତ ଚିନ୍ତା ରଖି କାର୍ଯ୍ୟ କରୁଛନ୍ତି । ଯଦି ଲୋକଙ୍କ ମନ ଖୁସିରେ ରହିବ ତା ହେଲେ ସେମାନେ ତାଙ୍କର ସମସ୍ତ କାର୍ଯ୍ୟକୁ ଖୁସିରେ ସଫଳ କରିବେ । ନିଜ ବ୍ୟସ୍ତ ବହୁଳ ଜୀବନକୁ ଦେଖି ଲୋକମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କର ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପୁଅ ଝିଅ ଘରକୁ ଯାଇଥିଲା ଝିଅ କବାଟ ଖୋଲି କହିଲା…

ଝିଅ- ଆଉ କାହିଁକି ଆସିଲ ମୋ ଜୀବନକୁ, କାଲି ମୋର ବାହାଘର ଅଛି ?

ପୁଅ- ତୋ ବାହାଘରରେ ଟେଣ୍ଟ ଲଗାଇବାର ଅର୍ଡର ମୋ ପାଖକୁ ଆସିଛି ଏବେ କଣ କାମ ଧନ୍ଦା ବି ଛାଡିଦେବି !!

୨. ପପୁ ଉପରେ ବିଜୁଳି ତାର ପଡିଗଲା…

ପପୁ ମ-ରୁ-ଥିଲା କି , ସେହି ସମୟରେ ତାକୁ ମନେ ପଡିଲା- ‘ବିଜୁଳି ତ ଦୁଇ ଦିନ ହେବ ବନ୍ଦ ଅଛି’

ଏହାପରେ ପପୁ ହସି ହସି ଉଠି କହିଲା- ଯାହା ହେଉ ଯଦି ମୋର ମନେ ପଡି ନଥାନ୍ତା ତା ହେଲେ ମୁ ଆଜି ମ-ରି-ଯାଇଥାନ୍ତି ।

୩. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ବାହାଘର ପୂର୍ବରୁ ମୋ ଫିଗର ପୁରା କୋକୋକୋଲା ବୋତଲ ପରି ଥିଲା

ସ୍ଵାମୀ- ଆରେ ସେଇଟା ତ ଏବେ ବି ଅଛି,

ପୂର୍ବରୁ ତମ ଫିଗର ୩୦୦ ml ର ଥିଲା ଆଉ ଏବେ ଦେଢ ଲିଟରର ହୋଇଯାଇଛି ।

୪. ସ୍ତ୍ରୀ ରାଗିକି ସ୍ଵାମୀକୁ ଫୋନ କରିଲା…

ସ୍ତ୍ରୀ- ଆରେ ଶୁଣୁଛ ମୁ ଆଜି ଡ୍ରାଇଭରକୁ ଚାକିରିରୁ ବାହାର କରୁଛି ?

ସ୍ଵାମୀ- କାହିଁକି ?

ସ୍ତ୍ରୀ- ଆଜି ମୁ ଦ୍ଵିତୀୟ ଥର ମରୁ ମରୁ ବଞ୍ଚିଲି

ସ୍ଵାମୀ- ପ୍ଳିଜ ଡାର୍ଲିଂ ତାକୁ ଆଉ ଗୋଟେ ମଉକା ଦିଅ

୫. ସ୍ତ୍ରୀ ନିଜ ମ-ଦୁ-ଆ ସ୍ଵାମୀ ଉପରେ ରାଗି ତାର ମ-ଦ ଅଭ୍ଯାସକୁ ଛଡାଇବା ପାଇଁ ଚେଷ୍ଟା କରିଲା…

ମ-ଦ ଅଭ୍ଯାସକୁ ଛଡାଇବା ପାଇଁ ସେ ସେ ତାର ସ୍ଵାମୀ ସାମ୍ନାରେ ଏକ କଳା ରଙ୍ଗର ଡ୍ରେସ ପିନ୍ଧି ଛିଡା ହୋଇଗଲା ।

ସ୍ଵାମୀ- କିଏ ତମେ ?

ସ୍ତ୍ରୀ- ମୁ ଡାହାଣୀ ।

ସ୍ଵାମୀ- ତା ହେଲେ ତମେ ତ ମୋ ସ୍ତ୍ରୀର ଭଉଣୀ ଆସ ହାତ ମିଶାଇବା ।

୬. ବାହାଘର ପରଦିନ ସ୍ତ୍ରୀ ସ୍ଵାମୀକୁ କହିଲା ମୋ ପାଖକୁ ଆସନାହିଁ…

ସ୍ଵାମୀ- କିନ୍ତୁ କାହିଁକି ?

ସ୍ତ୍ରୀ- ମୁ ମୋ ମାଙ୍କୁ ରାଣ ଦେଇଥିଲି ଯେ,

ବାହାଘର ପରେ ମୁ ଏ ସବୁ ଛାଡି ଦେବି… ସ୍ଵାମୀ ଏହା ଶୁଣି ବେହୋସ !!

୭. ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା

ସ୍ତ୍ରୀ ଲୋକ : ତୁ ଜାଣିଛୁ

୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା

ପଡୋଶୀ ଆଶ୍ଚର୍ଯ୍ୟରେ : ସେଉଠୁ ତୁ କଣ କଲୁ ?

ସ୍ତ୍ରୀ ଲୋକ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି

ତେବେ ମୋର ବାହାଘର କରିଦେଲେ

ପୁଣି ଯାଇ ମୁନା ଜନ୍ମ ହେଲା

ପଡୋଶୀ ଠିଆ ଠିଆ ବେହୋସ !!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *