ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଦୁଇଜଣ ଅଭିନେତା ହେଉଛନ୍ତି ବାବୁସାନ ଓ ଅନୁଭବ । ଏହି ଦୁଇଜଣ ଅଭିନେତା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆଜି ପର୍ଯ୍ୟନ୍ତ ଏହି ଦୁଇଜଣ ଏକା ସହ କୌଣସି ଫିଲ୍ମ ଓ ଆଲବମ ଗୀତରେ ନଜର ଆସି ନାହାନ୍ତି ।
ହେଲେ ଏହି ଦୁଇଜଣଙ୍କ ଫ୍ୟାନ୍ସ ଏମାନଙ୍କ ଦମଦାର ଯୋଡିକୁ ଦେଖିବା ପାଇଁ ଅନେକ ବସିଛନ୍ତି । ଗତ କିଛି ସମୟ ହେବ ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନୁଭବ ଓ ବାବୁସାନ ଏକା ସହ ଗୋଟିଏ ସ୍ଟେଜରେ ନଜର ଆସିଛନ୍ତି । ସ୍ଟେଜରେ ଅନୁଭବ ଓ ବାବୁସାନ ନିଜର ଦମଦାର ଡ୍ୟାନ୍ସ ଫର୍ମ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ଉଭୟ ବାବୁସାନ ଓ ଅନୁଭବ ଓଡିଆ ଗୀତ ବାଳୁଙ୍ଗା ଟୋକାରେ ନିଜର ଦମଦାର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ବାବୁସାନ ଓ ଅନୁଭବ ଲୁଙ୍ଗୀ ପିନ୍ଧି ଦମଦାର ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ଦେଖି ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । Z ସାର୍ଥକ ପରଦାରେ ପ୍ରଥମ ଥର ବାବୁସାନ ଓ ଅନୁଭବଙ୍କ ଦମଦାର ଯୋଡି ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।