ଗୋଟିଏ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ ତାର ସାଙ୍ଗ ତାକୁ ପଚାରିଲା, “ଏ ପିଲା କାହାର?”, ଝିଅଟି ଜବାବ ଦେଲା ଟିକେ ଟିକେ…(Odia Jokes)

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

୧- ଗୋଟିଏ ପୁଅ କହିଲା ମୁଁ ଆଉ କେବେବି କେଉଁ ଝିଅ କୁ ବିବାହ କରିବାକୁ କହିବିନି।

ସାଙ୍ଗ- କାହିଁକି ତୋ ପ୍ରେମିକା କଣ ବାହାହେବା ପାଇଁ ମନା କରିଦେଲା।

ପୁଅ- ଆରେ ନା ସବୁ ଝିଅ ବିବାହ ପାଇଁ ରାଜି ହୋଇ ଯାଉଛନ୍ତି।

୨- ସ୍ତ୍ରୀ- ଆରେ ତୁମ ପାଖରେ କିଛି ଭଲ ମୋଜା ନାହିଁ ଚାଲ ନେଇକି ଆସିବା।

ସ୍ୱାମୀ ସପିଙ୍ଗ ରୁ ଫେରିବା ବେଳେ ହାତରେ ଦୁଇ ଟି ଡ୍ରେସ,ଚାରିଟି ଶାଢ଼ୀ ଏବଂ ଲେଗିନ୍ସ ପ୍ୟାଂଟ।

ସ୍ତ୍ରୀ- ଏହି ଠାରେ କିଛି ଭଲ ମୋଜା ନାହିଁ ଆଉ କେଉଁ ଦିନ ଭଲ ମଲ ରେ ଯାଇ ଆଣିବା।

୩- ପପୁ ର ସ୍ତ୍ରୀ ହଠାତ ବେହୋଶ ହୋଇଗଲା।

ଡାକ୍ତର କହିଲେ କି ତୁମ ସ୍ତ୍ରୀ ମରି ଯାଇଛି

ତେବେ ସମସ୍ତେ ତାକୁ ଜାଳିବା ପାଇଁ ନେଇଗଲେ।

ହଠାତ ସ୍ତ୍ରୀ ଉଠି କହିଲା କି ମୁଁ ବଞ୍ଚିଛି।

ସ୍ୱାମୀ- ଚୁପ ତୁ କଣ ଡାକ୍ତର ଠାରୁ ଅଧିକ ଜାଣିଛୁ।ଜଳାଅ ଜଳାଅ।

୪- କାଲି ରାତିରେ ମୋ ସ୍ୱପ୍ନ ରେ ଯମରାଜ ଆସିଥିଲେ। ଓ କହିଲେ ମୁଁ ତୋ ଜାନ ନେବାକୁ ଆସିଛି।

ମୁଁ ବି କହିଲି ନେଇ ଯାଅ ପଡୋଶୀ ଘର ରୁହେ।

୫- ସ୍ୱାମୀ ଗୋଟିଏ ନୂଆ କାର କିଣିଲା ଏବଂ ନିଜ ସ୍ତ୍ରୀ କୁ ସରପ୍ରାଇଜ ଦେବ ବୋଲି ଭାବିଲା।

ତେବେ ସ୍ତ୍ରୀ କୁ ଆସି କହିଲା କି ଦେଖ ତୁମର ଏତେ ଦିନର ସ୍ୱପ୍ନ ପୁରା ହୋଇଗଲା।

ସ୍ତ୍ରୀ ଦୌଡ଼ି ଆସି କଣ ହେଲା ଶାଶୂ ମାଆ ଙ୍କ ର।

୬- ଲୋକ- ବାବା ଯେତେବେଳେ ରାତିରେ ମୋ ନିଦ ଭାଙ୍ଗେ ସେତେବେଳେ ମୋ ସ୍ତ୍ରୀ କୁ ଦେଖିଲେ

ତା ମୁହଁ ପୁରା ଲାଇଟ ଭଳି ଚମକୁ ଥାଏ ମୋତେ ଚାଦର ଭିତରୁ ଦେଖିବାକୁ ପଡେ। ଏମିତି କେମିତି?

ବାବା- ଆବେ! ସେ ତୋର ଫୋନ ଚେକ କରେ ଫୋନ ରେ ପାସୱାର୍ଡ ଦେଇକି ରଖ।

୭- ବାପା ଦେଖିଲେ କି ତାଙ୍କ ପୁଅ ଜିନ୍ସ ରେ ବୋତାମ ଲଗାଉଥିଲା।

ବାପା କହିଲେ ପୁଅ ଆମେ ତୋର ବିବାହ କରାଇଲୁ ବୋହୁ ଆଣିଲୁ ତଥାପି ତୁ ଜିନ୍ସ ରେ ବୋତାମ ଲଗାଉଛୁ।

ପୁଅ- ବାପା ତୁମେ ଭୁଲ ଭାବୁଛ ଏହି ଜିନ୍ସ ହିଁ ହେଉଛି ତାର।

ବାପା ବେହୋଶ।

୮- ସନ୍ତା ବଂଟା ର ଘରକୁ ଯାଇ କହିଲା ଆରେ ତୋର ଆଉ ଭାଉଜ ଙ୍କ ଯୋଡି ପୁରା ରାମ ସୀତା ଙ୍କ ଭଳି।

ବଂଟା- ଅରେ କେଉଁଠି। ନା ସେ ପୃଥିବୀରେ ଯାଉଛି ନା କେଉଁ ରାବଣ ଆସି ନେଉଛି।

୯- ସ୍ତ୍ରୀ- ମୁଁ ତ କିଛି ବର୍ଷ ହେବ କରବା ଚୋଥ ର ବ୍ରତ କରୁନି ତଥାପି ତୁମେ କିପରି ସ୍ୱାସ୍ଥ୍ୟ ଅଛ।

ସ୍ୱାମୀ- ମୋତେ କଣ ହେବ ମୁଁ ବ୍ୟାୟାମ କରୁଛି ଭଲ ଖାଉଛି।

ସ୍ତ୍ରୀ- ସତ ସତ କୁହ ସେ କିଏ ଚୁଡେଲ ଯିଏ କି ତୁମପାଇଁ କରବା ଚୋଥ ର ବ୍ରତ ରଖୁଛି।

10- ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ

ତାର ସାଙ୍ଗ ତାକୁ ପଚାରିଲା,

“ଏ ପିଲା କାହାର ?”

ଝିଅଟି ଜବାବ ଦେଲା –“ଟିକେ ଟିକେ ରିଚାର୍ଜ କରୁଥିଲି

ଜଣା ନାହିଁ କିଏ ଲାଇଫ ଟାଇମ ଭାଉଚର ପକେଇଦେଲା”

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *