ଗୋଟିଏ ଗୀତ ଗାଇଲେ କେତେ ଟଙ୍କା ନିଅନ୍ତି Ollywood ର ଏହି ସିଙ୍ଗର ମାନେ ? ନଂ 2 ଓ 8 ନିଅନ୍ତି ସବୁଠୁ ଅଧିକ ଟଙ୍କା

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ଇଣ୍ଡଷ୍ଟ୍ରୀ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । କିନ୍ତୁ ସେ ପର୍ଯ୍ୟନ୍ତ ମନୋରଞ୍ଜନ ହୋଇ ନଥାଏ ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ଗୀତ ଦେଖିବାକୁ ମିଳି ନଥାଏ ।

ଏହି ଗୀତ ପଛରେ ଅନେକ ଲୋକଙ୍କ ର ହାତ ରହିଥାଏ । କିନ୍ତୁ ସବୁଠାରୁ ବେଶୀ ହାତ ରହିଥାଏ ଗାୟକ ଓ ଗାୟିକା ମାନଙ୍କର । ସେମାନେ ନିଜ କଣ୍ଠ ଦ୍ୱାରା ଗୀତ କୁ ସୁମଧୁର କରିପାରନ୍ତି । ଗୋଟିଏ ଚଳଚ୍ଚିତ୍ର ର ଗୀତ ଦ୍ଵାରା ହିଁ ସେହି ଚଳଚ୍ଚିତ୍ର ସୁପରହିଟ ହୋଇଥାଏ । ଏହା ସମ୍ଭବ ହୋଇଥାଏ କେବଳ ସେହି ଗାୟକ ଓ ଗାୟିକା ମାନଙ୍କ ପାଇଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଗାୟକ ମାନଙ୍କ ସମ୍ବନ୍ଧରେ ସେ ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ର ଚାର୍ଜ କରନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  ୧- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ । ଦୀପ୍ତିରେଖା ଗୋଟିଏ ଗୀତ ଗାଇବା ପାଇଁ ୧୬,୦୦୦ ଟଙ୍କା ଚାର୍ଜ କରନ୍ତି ।


୨- ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା । ଅସୀମା ଗୋଟିଏ ଗୀତ ଗାଇବା ପାଇଁ ୧୮,୦୦୦ ଟଙ୍କା ଚାର୍ଜ କରନ୍ତି ।


୩- ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ର ପ୍ରସିଦ୍ଧ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ । ଅନ୍ତରା ଗୋଟିଏ ଗୀତ ଗାଇବା ପାଇଁ ୧୪,୦୦୦ ଟଙ୍କା ଚାର୍ଜ କରନ୍ତି ।


୪- ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଗାୟିକା ଅନନ୍ୟା ଶ୍ରିତମ ନନ୍ଦା । ଅନନ୍ୟା ଗୋଟିଏ ଗୀତ ଗାଇବା ପାଇଁ ୧୬,୦୦୦ ଟଙ୍କା ଚାର୍ଜ କରନ୍ତି ।


୫- ପଞ୍ଚମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଗାୟିକା ସୋହିନୀ ମିଶ୍ର । ସୋହିନୀ ଗୋଟିଏ ଗୀତ ଗାଇବା ପାଇଁ ୧୭,୦୦୦ ଟଙ୍କା ଚାର୍ଜ କରନ୍ତି ।

୬- ଷଷ୍ଠ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ପ୍ରଜ୍ଞା ହୋତା । ପ୍ରଜ୍ଞା ଗୋଟିଏ ଗୀତ ଗାଇବା ପାଇଁ ୧୪,୦୦୦ ଟଙ୍କା ଚାର୍ଜ କରନ୍ତି ।


୭- ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ଫିଲ୍ମ ରେ ନିଜର କଣ୍ଠଦାନ କରି ପ୍ରସିଦ୍ଧି ହାସଲ କରିଥିବା ଗାୟିକା ଇରା ମହାନ୍ତି । କଣ୍ଠଶିଳ୍ପୀ ଇରା ମହାନ୍ତି ଗୋଟିଏ ଗୀତ ଗାଇବା ପାଇଁ ୧୮,୦୦୦ ଟଙ୍କା ଚାର୍ଜ କରନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *