ବନ୍ଧୁଗଣ, ଆପଣ ମାନେ ଏହି ଖବରଟି ଜାଣିଲେ ଆପଣଙ୍କର ହୋସ ଉଡିଯିବ ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ଗୋଟିଏ ଗାଁ ରୁ ଏକା ସହିତ ଉଠିଲା ୨୬ ଟି କୋକେଇ । ଏହି ଦୃଶ୍ୟ କେତେ ହୃଦୟବିଦାରକ ତାହାକୁ ସାଧାରଣତଃ ବର୍ଣ୍ଣନା କରି ହେବନି । କିନ୍ତୁ ଏହି ଦୃଶ୍ୟ କୁ ଦେଖିବା ପରେ ଆପଣଙ୍କ ଆଖିରୁ ନିଶ୍ଚିତ ଭାବରେ ଲୁହ ଚାଲି ଆସିବ । ଆପଣ ମଧ୍ୟ କହିବେ ଯେ ଭଗବାନ କାହାକୁ ଏହି ଦୁଃଖ ନ ଦିଅନ୍ତୁ ।
ଏକା ସହିତ ଗୋଟିଏ ନୁହେଁ କି ଦୁଇଟି ନୁହେଁ ସମୁଦାୟ ୨୬ କୋକେଇ ଉଠିବା ପରେ ସେହି ଗାଁ ର ଅବସ୍ଥା କ’ଣ ଥିବ ଆପଣ ମଧ୍ୟ ଚିନ୍ତା କରନ୍ତୁ । କାନ୍ଦ ବୋବାଳିରେ ଗାଁ ଦାଣ୍ଡ କମ୍ପି ଉଠୁଛି ଏବଂ ଗାଁ ଲୋକ ଙ୍କ କାନ୍ଧ ଉପରେ ଯାଉଛି ଏକା ସହିତ ୨୬ ଟି ଶବ । କିଏ କେବେ ଭାବି ନଥିଲେ କି ଚିନ୍ତା କରି ନଥିଲେ ଏହିଭଳି ଘଟଣା ଘଟିବ ବୋଲି । ତେବେ ସେମାନେ ତୀର୍ଥ କରିବାକୁ ଯାଇ ପୂଣ୍ୟ କରିବାକୁ ଯାଇଥିଲେ ।
ପରିବାର ପାଇଁ ମଙ୍ଗଳ ମନାସିବାକୁ ମଧ୍ୟ ଯାଇଥିଲେ । ମାତ୍ର ସବୁକିଛି ସରିଗଲା । କାରଣ ଏମାନଙ୍କ ପାଇଁ ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା । ଘରକୁ ତ ଏମାନେ ସମସ୍ତେ ଫେରିଲେ ମାତ୍ର ମଣିଷ ନୁହେଁ ବରଂ ଶବ ହୋଇ । ନିଜ ଆତ୍ମୀୟ ସଜନ କୁ ହରାଇ ସଂପୂର୍ଣ୍ଣ ପରିବାର ପୁରା କାନ୍ଦି କାନ୍ଦି ମାଟିରେ ମୁଣ୍ଡ ପିଟୁଛନ୍ତି ହେଲେ ଏମାନେ ଉଠୁ ନାହାଁନ୍ତି କି କେବେ ଆଉ ଉଠିବେ ନାହିଁ ମଧ୍ୟ ।
ତେବେ ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ ସତ କିନ୍ତୁ ଗୋଟିଏ ଗାଁ ର ଏକା ସହିତ ୨୬ ଜଣଙ୍କ ପ୍ରାଣ କରାଇବାକୁ ବର୍ଣ୍ଣନା କରିବା ସହଜରେ ଏତେ ସମ୍ଭବ ନୁହେଁ । ପରିବାର ଲୋକ ଙ୍କୁ ହରାଇ ପିଲାଠାରୁ ବୁଢା ସମସ୍ତେ କାନ୍ଦି କାନ୍ଦି ନୟାନ୍ତ ହେଲେଣି । ଯେମିତି ଏକା ସାଙ୍ଗରେ ଧାଡି ହୋଇ ତୀର୍ଥ ସ୍ଥାନ କୁ ବାହାରି ଥିଲେ ସେହିଭଳି ଠିକ ସାଙ୍ଗ ହୋଇ ଶ୍ମଶାନା କୁ ବାହାରିଛନ୍ତି ।
ସ୍ଵାମୀ ଙ୍କୁ ହରାଇ ସ୍ତ୍ରୀ ଏଭଳି ଧର୍ଜ୍ୟହରା ହୋଇ କାନ୍ଦୁଛି ଯେ ତାଙ୍କୁ ସାନ୍ତନା ଦେବାପାଇଁ ଆଉ କେହି ନାହାଁନ୍ତି । ତେବେ ଏହି ଘଟଣା ଟି ହେଉଛି ଉତ୍ତରାଖଣ୍ଡ ର ଏଠାରେ ମର୍ମନ୍ତୁତ ସଡକ ଦୁର୍ଘଟଣା ରେ ୨୬ ଜଣଙ୍କ ପ୍ରାଣ ଯାଇଛି । କଥାରେ ଅଛି ବିଧିର ବିଧାନ କିଏ କରିବା ଆନ ! ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।